Browsing Category
ବାଣିଜ୍ୟ
ଟାଟା ଷ୍ଟିଲ୍ ପକ୍ଷରୁ ଏହାର ବିବିଧତା ଓ ଅର୍ନ୍ତଭୁକ୍ତୀକରଣ ଅଭିଯାନ ‘ମୋଜାଇକ୍’ର ଏକ ଦଶଦ୍ଧି ପାଳନ
ଭୁବନେଶ୍ୱର, ୨୭/୦୬/୨୦୨୫: ଟାଟା ଷ୍ଟିଲ୍ ପକ୍ଷରୁ ୨୦୧୫ରେ ଶୁଭାରମ୍ଭ କରାଯାଇଥିବା ଏହାର ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ଅଭିଯାନ 'ମୋଜାଇକ୍’ (ଏମ୍ଓଏସ୍ଏଆଇସି)ର ଏକ ଦଶନ୍ଧି ପାଳନ କରାଯାଇଛି। ଚଳିତ ବର୍ଷ କମ୍ପାନି ପ୍ରାଇଡ୍ ବା ଗର୍ବ ମାସ ଭାବେ ଏହାକୁ ପାଳନ କରୁଛି, ଯାହା ଏକ ଅଧିକ…
ଟିପିସିଓଡିଏଲ୍ ପକ୍ଷରୁ ରଥଯାତ୍ରା ୨୦୨୫ ପାଇଁ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପୁରୀରେ ରଥଯାତ୍ରା ୨୦୨୫ ସମୟରେ ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସୁରକ୍ଷା ଓ ଭିର୍ତ୍ତିଭୂମି ପ୍ରସ୍ତୁତି…
ସାମୁଦ୍ରିକ ବାଣିଜ୍ୟର ବିକାଶ ରାଜ୍ୟ ସରକାରଙ୍କ ଏକ ମୁଖ୍ୟ ଫୋକସ- ମୁଖ୍ୟମନ୍ତ୍ରୀ
ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷରିତ
ଭୁବନେଶ୍ୱର: ୨୬ ଜୁନ୍ ୨୦୨୫ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ!-->!-->!-->!-->!-->!-->!-->…
ବିର୍ଲାଟାୟାର ଲୋଗୋ ଏବଂ ୱେବସାଇଟ୍ ସହିତ ନୂତନ ବ୍ରାଣ୍ଡ ଶୁଭାରମ୍ଭ କରିଛି, ଯାହା ଅଭିବୃଦ୍ଧିର ଏକ ନୂତନ ଯୁଗକୁ…
ବାଲେଶ୍ୱର : ବିର୍ଲା ଟାୟାର ଏହାର ନୂତନ ବ୍ରାଣ୍ଡ ପରିଚୟର ଶୁଭାରମ୍ଭ କରି ଗର୍ବିତ, ଯେଉଁଥିରେ ଏକ ଆଧୁନିକ ଲୋଗୋ ଏବଂ ଏକ ରିଡିଜାଇନ୍ ହୋଇଥିବା କର୍ପୋରେଟ୍ ୱେବସାଇଟ୍ ଅନ୍ତର୍ଭୁକ୍ତ, ଯାହା ଏହାର ନୂତନ ପ୍ରମୋଟର ଡାଲମିଆ ଭାରତ ରେଫ୍ରାକ୍ଟୋରିଜ୍ ଲିମିଟେଡ୍ (ଡିବିଆରଏଲ୍) ଏବଂ ହିମାଦ୍ରି!-->…
ସୁଧ ହ୍ରାସ ସମୟରେ ନିବେଶକଙ୍କ ପାଇଁ ଆକର୍ଷଣ ପାଲଟିଛି ମନି ମାର୍କେଟ୍ ଫଣ୍ଡ୍: ଟାଟା ଏଏମ୍ସି
ଭୁବନେଶ୍ୱର: ସୁଧ ହାର ହ୍ରାସ ପାଉଥିବା ବେଳେ ରିଟର୍ଣ୍ଣ, ସୁରକ୍ଷା ଓ ନଗଦରେ ସନ୍ତୁଳନ ଚାହୁଥିବା ନିବେଶକମାନଙ୍କ ପସନ୍ଦ ପାଲଟିଛି ମନି ମାର୍କେଟ୍ ଫଣ୍ଡ୍। ଏହି ଫଣ୍ଡ୍ଗୁଡ଼ିକ ଅଳ୍ପ ଅବଧିର ହୋଇଥିବା ବେଳେ ଏଥିରେ ଉଚ୍ଚ ଗୁଣାତ୍ମକ ମାନର ନିବେଶ ରହିଥାଏ ଯାହା ସୁଧ କମ୍ ଭଳି ପରିବେଶରେ ଲାଭକୁ…
ସୋନି ଇଣ୍ଡିଆ ପକ୍ଷରୁ ଦ୍ୱିତୀୟ ପିଢ଼ିର ଆଲ୍ଫା ୧-୨ ଫୁଲ୍ ଫ୍ରେମ୍ କ୍ୟାମେରା ଉନ୍ମୋଚିତ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଦ୍ୱିତୀୟ ପିଢ଼ିର ପ୍ରମୁଖ ଆଲ୍ଫା ୧-୨ କ୍ୟାମେରା ଉନ୍ମୋଚନ କରାଯାଇଛି ଯାହା ହେଉଛି ଏକ ଫୁଲ୍ ଫ୍ରେମ୍ ମିରର୍ବିହୀନ ବଦଳାଇ ହେଉଥିବା ଲେନ୍ସ କ୍ୟାମେରା। ଏଥିରେ ସୋନିର ସଦ୍ୟତମ ଏଆଇ ପ୍ରୋସେସିଂ ୟୁନିଟ୍ ରହିଛି। ଏହି କ୍ୟାମେରାରେ ୫୦.୧…
ଇରେଡା ସିଏମଡିଙ୍କୁ ‘ସିଏମଏ ଆଇକନ ୨୦୨୫’ ପୁରସ୍କାର, ନିର୍ଦେଶକ (ଫାଇନାନ୍ସ)ଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସଙ୍କୁ ଦି ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଟାଂଟସ ଅଫ ଇଣ୍ଡିଆ ପକ୍ଷରୁ ସମ୍ମାନଜନକ ‘ସିଏମଏ ଆଇକନ ୨୦୨୫’ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ…
ଖୁଚୁରା ଋଣ ବଜାର ଚାହିଦା ପ୍ରଭାବିତ: ଟ୍ରାନ୍ସୟୁନିୟନ ସିବିଲ ରିପୋର୍ଟ
ଭୁବନେଶ୍ୱର: ୨୦୨୪-୨୫ ଆର୍ôଥକ ବର୍ଷର ଶେଷ ତ୍ରୈମାସିକରେ ଭାରତର ଖୁଚୁରା ଋଣ ବଜାରରେ ମନ୍ଥରତା ଦେଖିବାକୁ ମିଳିଥିଲା। ନୂଆ ଋଣ ସୃଷ୍ଟି ବାର୍ଷିକ ଭିତିରେ ୫ ପ୍ରତିଶତ ହାରରେ ବଢ଼ିଥିଲା ଯାହା ପୂର୍ବବର୍ଷର ସେହି ତ୍ରୈମାସିକରେ ହୋଇଥିବା ୧୨% ଅଭିବୃଦ୍ଧି ତୁଳନାରେ କମ। ସେଥିପାଇଁ…
ଟାଟା ଏଆଇଏ ପକ୍ଷରୁ ସମ୍ପତି ଓ ଅବସର ଯୋଜନା ପାଇଁ ଦୁଇ ନୂଆ ଫଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ୍ ଇନ୍ସ୍ୟୁରାନ୍ସ ଆପଣଙ୍କୁ ନିଜ ସଂପତିି ବଢ଼ାଇବା ସହିତ ବୀମା ସହ ଯୋଡ଼ି ହୋଇଥିବା ନିବେଶ ଉତ୍ପାଦ ଜରିଆରେ ଆପଣଙ୍କ ଭବିଷ୍ୟତକୁ…
ବନ୍ଧନ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ୩ଟି ନୂଆ ଶାଖା ସମେତ ୪ଟି ରାଜ୍ୟରେ ୧୮ଟି ଶାଖାର ଶୁଭାରମ୍ଭ
- ଓଡ଼ିଶାରେ କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀରରେ ନୂଆ ଶାଖା ଖୋଲିଲା
- ଏହି ନୂତନ ଶାଖାଗୁଡ଼ିକୁ ମିଶାଇ ଓଡ଼ିଶାରେ ବ୍ୟାଙ୍କର ଆଉଟ୍ଲେଟ୍ ସଂଖ୍ୟା ୨୫୯କୁ ବୃଦ୍ଧି
- ବ୍ୟାଙ୍କ ପକ୍ଷରୁ ବିହାର, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ନୂଆ ଶାଖା ଖୋଲାଯାଇଛି
ଭୁବନେଶ୍ୱର: ଓଡ଼ିଶାରେ ତିନିଟି ନୂଆ…