Browsing Category
ବାଣିଜ୍ୟ
ଭାରତର ଅକ୍ଷୟ ଶକ୍ତିଲକ୍ଷ୍ୟ ହାସଲ ପାଇଁ ସବୁଜ ଶିକ୍ଷା ଓ ଦକ୍ଷତାର ଗୁରୁତ୍ୱ ଉପରେ ଇରେଡା ସିଏମଡିଙ୍କ ଆଲୋକପାତ
ଭୁବନେଶ୍ୱର: ଆସନ୍ତା ୨୦୩୦ ସୁଦ୍ଧା ପ୍ରାୟ ୩ ନିୟୁତ ସବୁଜ ନିଯୁକ୍ତି ଆଶା କରାଯାଉଥିବା ବେଳେ ତୁରନ୍ତ ଉତ୍ସର୍ଗୀକୃତ ସବୁଜ ଦକ୍ଷତା ଉତ୍କର୍ଷ କେନ୍ଦ୍ରର ଆବଶ୍ୟକତା ଉପରେ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର…
ଇତିହାସ ରଚିଲା ଟିପିସିଓଡିଏଲ୍: ଡିଜିଟାଲ୍ ପେମେଣ୍ଟ କରି ୧ ମିଲିୟନ ହିତାଧିକାରୀ ପାଇଲେ ରିହାତି
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ନିଜର ଉପଭୋକ୍ତାଙ୍କ ସୁବିଧା ପାଇଁ ଅନେକ ଡିଜିଟାଲ୍ ପେମେଣ୍ଟ ବିକଳ୍ପ କାର୍ଯ୍ୟକ୍ଷମ କରି ବିଦ୍ୟୁତ୍ ବିଲ୍ ପଇଠକୁ ବେଶ୍ ସହଜ କରିଛି। ଏହି ଉଦ୍ୟମ…
ଏସବିଆଇ ଲାଇଫ ଓ ବିସିସିଆଇର ମିଳିତ ସ୍ତନ କର୍କଟ ସଚେତନତା ଅଭିଯାନ ‘ଥାଙ୍କସ-ଏ-ଡଟ’
ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ବୀମା କମ୍ପାନି ଏସବିଆଇ ଲାଇଫ ଇନସ୍ୟୁରାନ୍ସ ଓ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ମିଳିତ ଭାବେ ଥାଙ୍କସ ଏ ଡଟ ଅଭିଯାନ ଜରିଆରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମକୁ ଅର୍ନ୍ତାଜୀତୟ ମଂଚରେ ଉପସ୍ଥାପନ କରିଛନ୍ତି। ଭାରତୀୟ ମହିଳା…
ନାରାୟଣ ସେବା ସଂସ୍ଥାନ ପକ୍ଷରୁ ମିରଟରେ ମେଗା ଅଙ୍ଗ ଫିଟମେଂଟ ଶିବିର ଆୟୋଜିତ
ଭୁବନେଶ୍ୱର: ଦିବ୍ୟାଙ୍ଗ ଓ ଅନଗ୍ରସର ବର୍ଗର ଲୋକମାନଙ୍କୁ ମାଗଣା ସର୍ଜରି, କୃତ୍ରିମ ଅଙ୍ଗ ଲଗାଇବା, ଦକ୍ଷତା ବିକାଶ, ଶିକ୍ଷା ସୁବିଧା ଦେଉଥିବା ଓ ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ନାରାୟଣ ସେବା ସଂସ୍ଥାନ (ଏନଏସଏସ) ପକ୍ଷରୁ ମିରଟଠାରେ ନାରାୟଣ ମେଗା ଅଙ୍ଗ ଫିଟମେଂଟ ଶିବିର ଆୟୋଜନ…
ନୂତନ ଗ୍ରୀନ୍ ଷ୍ଟିଲ୍ ବିକାଶ ପାଇଁ ନୀତି, ଅର୍ଥବ୍ୟବସ୍ଥା ଏବଂ ପ୍ରଯୁକ୍ତିର ସମନ୍ୱୟ ଆବଶ୍ୟକତା ଉପରେ ଇରେଡା…
ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଆଜି ମୁମ୍ବାଇର ବମ୍ବେ ଏକ୍ଜିଭିିସନ୍ ସେଂଟରରେ ଆୟୋଜିତ ଇଣ୍ଡିଆ ଷ୍ଟିଲେକ୍ସ ୨୦୨୫ ଏବଂ "ଲାଭକରୀ ସ୍ଥିରତା - ଗ୍ରୀନ୍ ଷ୍ଟିଲ୍’ ଏକ ଭବିଷ୍ୟତ ବିକାଶ’…
କ୍ୟାମ୍ପସ ପକ୍ଷରୁ ସମ୍ବଲପୁରରେ ନୂଆ ଷ୍ଟୋର୍ ଶୁଭାରମ୍ଭ ସହ ଓଡ଼ିଶାରେ ଖୁଚୁରା ଉପସ୍ଥିପିତର ସମ୍ପ୍ରସାରଣ
- ୩୮୦ ବର୍ଗଫୁଟରେ ବ୍ୟାପ୍ତ ନୂଆ ଷ୍ଟୋର୍ରେ କ୍ୟାମ୍ପସର ଆଧୁନିକ ଓ ଟ୍ରେଣ୍ଡ୍-ଫରୱାର୍ଡ ଫୁଟ୍ଓୟାର୍ର ସଦ୍ୟତମ କଲେକ୍ସନ
ସମ୍ବଲପୁର: ଭାରତର ଅଗ୍ରଣୀ ଆଥିଲିଜର ଓ ଫୁଟ୍ଓୟାର ବ୍ରାଣ୍ଡ୍ କ୍ୟାମ୍ପସ ପକ୍ଷରୁ ସମ୍ବଲପୁରରେ ନୂତନ ସୋ’ରୁମ୍ ଉଦ୍ଘାଟନ ସହ ଖୁଚୁରା ଉପସ୍ଥିତିର ସମ୍ପ୍ରସାରଣ…
କୁରକୁରେ ପକ୍ଷରୁ ମିଲେଟଯୁକ୍ତ ଜୱାର ପଫସର ଶୁଭାରମ୍ଭ
ଭୁବନେଶ୍ୱର: ପେପ୍ସିକୋ ଇଣ୍ଡିଆର ଘରୋଇ ସ୍ନାକ ବ୍ରାଣ୍ଡ, କୁର୍କୁରେ ପକ୍ଷରୁ ‘କୁର୍କୁରେ ଜୱାର ପଫ୍ସ’ର ଶୁଭାରମ୍ଭ ସହିତ ଏହାର ୨୫ତମ ବର୍ଷ ପୂର୍ତି ପାଳନ କରିଛି । ଏହା ସହିତ କୁର୍କୁରେ ମିଲେଟର ଶକ୍ତି ଓ କୁରକୁରେର ଉଲ୍ଲେଖନୀୟ ସ୍ୱାଦ ଓ ଉତ୍ସାହକୁ ଏକତ୍ରିତ କରି ଭାରତର!-->…
ସୋଲାରୱାର୍ଲଡ ଏନର୍ଜି ସଲ୍ୟୁସନ୍ସ ଲିମିଟେଡର ୪୯୦ କୋଟି ଟଙ୍କାର ଆଇପିଓ ୨୦୨୫ ସେପ୍ଟେମ୍ବର ୨୩ରେ ଖୋଲିବ
ଭୁବନେଶ୍ୱର: ସୋଲାରୱାର୍ଲଡ ଏନର୍ଜି ସଲ୍ୟୁସନ୍ସ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ସେପ୍ଟେମ୍ବର ୨୩ ମଙ୍ଗଳବାର ଦିନ ଖୋଲିବ । ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ସେପ୍ଟେମ୍ବର ୨୨ ସୋମବାର ବିଡ୍ ଦାଖଲ କରିପାରିବେ । ୨୦୨୫ ସେପ୍ଟେମ୍ବର ୨୫…
ବର୍ଜ୍ୟକୁ ଶକ୍ତିରେ ପରିଣତ କରିବା: ଭାରତ ଅନ୍ତର୍ଜାତୀୟ କେନ୍ଦ୍ରରେ ଇରେଡା ପକ୍ଷରୁ ଏସ୍ଟିପି କାର୍ଯ୍ୟକ୍ଷମ
ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ସିଏସ୍ଆର୍ କାର୍ଯ୍ୟକ୍ରମ ଅଧୀନରେ ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ କେନ୍ଦ୍ର (ଆଇଆଇସି) ଆନେକ୍ସରେ ଏକ ଦୈନିକ ୨୫,୦୦୦ ଲିଟର (୨୫ କେଏଲ୍ଡି) ସ୍ୱରେଜ୍ ଟ୍ରିଟମେଂଟ୍ ପ୍ଲାଂଟ୍ (ଏସ୍ଟିପି)କୁ କାର୍ଯ୍ୟକ୍ଷମ…
ଜୈନ ରିସୋର୍ସ ରିସାଇକ୍ଲିଂ ଲିମିଟେଡ୍ର ୧୨୫୦ କୋଟି ଟଙ୍କାର ଆଇପିଓ ୨୦୨୫ ସେପ୍ଟେମ୍ବର ୨୪ରେ ଖୋଲିବ
ଭୁବନେଶ୍ୱର: ଜୈନ ରିସୋର୍ସେସ୍ ରିସାଇକ୍ଲିଂ ଲିିମିଟେଡ୍ର ୧୨୫୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୫ ସେପ୍ଟେମ୍ବର ୨୪ ବୁଧବାର ଦିନ ଖୋଲିବ ଓ ସେପ୍ଟେମ୍ବର ୨୬ ଶୁକ୍ରବାର ଦିନ ବନ୍ଦ ହେବ। ଆଙ୍କର ନିବେଶକମାନେ ଗୋଟି କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ସେପ୍ଟେମ୍ବର ୨୩ରେ ବିଡ୍…