Browsing Category
ବାଣିଜ୍ୟ
ଟିପିସିଓଡିଏଲ୍ ପକ୍ଷରୁ ଉତ୍ସବ ଋତୁରେ ସୁରକ୍ଷା ତଦାରଖ ଓ ବିଦ୍ୟୁତ୍ ବ୍ୟବହାର ସମ୍ବନ୍ଧରେ ଲୋକଙ୍କୁ ସଚେତନତା
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଲୋକମାନଙ୍କ ସୁରକ୍ଷା ଏବଂ ଭରସାଯୋଗ୍ୟ ବିଦ୍ୟୁତ୍ ସରବରାହ ନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଭୁବନେଶ୍ୱର ଓ କଟକର ପ୍ରମୁଖ…
ଏଚଡି ଫାୟାର ପ୍ରୋଟେକ୍ଟ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ଏଚଡି ଫାୟାର ପ୍ରୋଟେକ୍ଟ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହା ହେଉଛି ଅଗ୍ନି ସୁରକ୍ଷା ଉପକରଣ ଓ ସିଷ୍ଟମ ଉତ୍ପାଦନ ଓ ଯୋଗାଣ କରୁଥିବା ଏକ ଭାରତୀୟ ସଂସ୍ଥା ଯାହାର ଜଳ,…
ଗ୍ଲୋଟିସ୍ ଲିମିଟେଡର ଇନିସିଆଲ ପବ୍ଲିକ୍ ଅଫରିଂ ସେପ୍ଟେମ୍ବର ୨୯ରେ ଖୋଲିବ
ଭୁବନେଶ୍ୱର: ଗ୍ଲୋଟିସ୍ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ସେପ୍େଟମ୍ବର ୨୯ ସୋମବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ସେପ୍େଟମ୍ବର ୨୬ ଶୁକ୍ରବାର ବିଡ୍ ଦାଖଲ କରିପାରିବେ। ୨୦୨୫ ଅକ୍ଟୋବର ୧ ବୁଧବାର ଦିନ ବିଡ୍ ଦାଖଲ ଶେଷ ହେବ ।…
ମୋଦିକେୟାର ପକ୍ଷରୁ ନବରାତ୍ରୀ ମିଷ୍ଟାନ୍ନ ପ୍ରସ୍ତୁତି ପାଇଁ କାଶ୍ମିରୀ କେଶର ଓ ଗାଈ ଘିଅ
ଭୁବନେଶ୍ୱର: ନବରାତ୍ରୀ ହେଉଛି ଉଲ୍ଲାସ, ସମର୍ପଣ ଭାବ ଓ ପାର୍ବଣ ଖାଇବାପିଇବାର ଏକ ସମୟ। ଏହି ସମୟରେ ପ୍ରସ୍ତୁତ କରାଯାଉଥିବା ସ୍ୱତନ୍ତ୍ର ଲଡୁ ପାଇଁ କାଶ୍ମିରୀ କେଶର ଓ ଗାଈ ଘିଅ ବ୍ୟବହାର କରିପାରିବେ। ଏଥି ସହିତ ଉତ୍ସବ ପାଇଁ ସେମାନେ ଅତୁଳନୀୟ ସ୍ୱାଦ, ସୁଗନ୍ଧ ଓ ଅସଲିପଣ ଆଣିପାରିବେ। ଏଠାରେ…
ଶ୍ରୀମତୀ ସଙ୍ଗୀତା ଜିନ୍ଦଲଙ୍କୁ ଫ୍ରାନ୍ସର ସମ୍ମାନଜନକ ସେଭାଲିୟର ଡି ଆଇ’ଓଡ୍ରେ ଡେସ୍ ଆର୍ଟସ୍ ଏଟ୍ ଡେସ୍ ଲେଟର୍ସ…
ଭୁବନେଶ୍ୱର: ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମାନ୍ୟବର ଥିଏରି ମାଥଉ ଜେଏସଡବ୍ଲ୍ୟୁ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ଜିନ୍ଦଲଙ୍କୁ ଫ୍ରାନ୍ସର ସବୁଠୁ ସମ୍ମାନଜନକ ସମ୍ମାନ ସେଭାଲିୟର ଡେ ଆଇ’ଓଡ୍ରେ ଡେସ ଆର୍ଟସ ଏଟ ଡେସ୍ ଲେଟର୍ସ (ନାଇଟ ଅଫ୍ ଦି ଅର୍ଡର ଅ୍ଫ ଆର୍ଟସ୍ ଆଣ୍ଡ…
ଏନବିବିଏଲ ପକ୍ଷରୁ ବନ୍ଧନ ବ୍ୟାଙ୍କ ରିଟେଲ ଆସେଟକୁ ଭାରତ କନେକ୍ଟରେ ସାମିଲ
ଭୁବନେଶ୍ୱର: ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନପିସିଆଇ ଭାରତ ବିଲପେ ଲିମିଟେଡ ପକ୍ଷରୁ ବନ୍ଧନ ବ୍ୟାଙ୍କକୁ ଭାରତ କନେକ୍ଟ ପ୍ଲାଟଫର୍ମରେ ଯୋଡ଼ାଯାଇଛି। ଏହା ଦ୍ୱାରା ବନ୍ଧନ ବ୍ୟାଙ୍କ ଗ୍ରାହକମାନେ ସେମାନଙ୍କ ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଓ…
ଜେଏସଡବ୍ଲ୍ୟୁ ପେଂଟ୍ସର “ଯେକୌଣସି ରଙ୍ଗ, ଗୋଟିଏ ମୂଲ୍ୟ” ଅଭିଯାନ
ଭୁବନେଶ୍ୱର: ଦେଶର ଅଗ୍ରଣୀ ପରିବେଶ ମିତବ୍ୟୟୀ ପେଂଟ୍ସ କମ୍ପାନି ଜେଏସ୍ଡବ୍ଲ୍ୟୁ ପେଂଟ୍ସ ଏହାର ଗ୍ରାହକମାନଙ୍କ ଲାଗି ଉତ୍ସବ ଋତୁକୁ ରଙ୍ଗିନ କରିବାକୁ ପ୍ରସ୍ତୁତି କରାଯାଇଛି। ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ଅଂଶ ଥିବା ଏହି କମ୍ପାନି ଏହାର ସାଜସଜ୍ଜା ରଙ୍ଗ ବର୍ଗମାଳା ପାଇଁ ସଦ୍ୟତମ ଉତ୍ସବ…
ଇରେଡା ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆୟୋଜିତ; ସାନିଟାରି କିଟ୍ ସହ ସଫେଇ ମିତ୍ରଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫ ଅନ୍ତର୍ଗତ ଏହାର ଭିକାଜି କାମା ପ୍ଲେସ୍ରେ ଥିବା କାର୍ଯ୍ୟାଳୟ ଓ ପାରିପାଶ୍ୱିର୍କ ଅଂଚଳରେ “ଏକ ତାରିଖ, ଏକ ଘଂଟା, ଏକ ସାଥ” ନାମକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା।…
ଟିପିସିଓଡିଏଲ ପକ୍ଷରୁ ଦଶହରା ପାଇଁ ପ୍ରତିଷେଧମୂଳକ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଦଶହରା ସମୟରେ ସୁରକ୍ଷିତ ଏବଂ ଭରସାଯୋଗ୍ୟ ବିଦ୍ୟୁତ୍ ସରବରାହ ନିଶ୍ଚିତ କରିବା ପାଇଁ ବିଶେଷ ସୁରକ୍ଷା ଉପାୟ ଘୋଷଣା କରାଯାଇଛି। ଟିପିସିଓଡିଏଲ୍…
ଆଇଆଇଏମ୍ ରାୟପୁର ପକ୍ଷରୁ ପ୍ରଥମ ଅନ୍ତର୍ଜାତୀୟ କେସ୍ ସମ୍ମିଳନୀ (ଆଇସିସି ୨୦୨୬) ଆୟୋଜନ କରାଯିବ
ଭୁବନେଶ୍ୱର: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ (ଆଇଆଇଏମ୍) ରାୟପୁର ପକ୍ଷରୁ ପ୍ରଥମ ଅନ୍ତର୍ଜାତୀୟ କେସ୍ ସମ୍ମିଳନୀ (ଆଇସିସି ୨୦୨୬)କୁ ଆସନ୍ତା ୨୦୨୬ ଜାନୁଆରି ୩୦-୩୧ରେ ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଛି। ଏହି ସମ୍ମିଳନୀରେ ସାରା ବିଶ୍ୱରୁ ଗବେଷକ, ପ୍ରାକ୍ଟିସନର ଓ ନୀତି…