Browsing Category

ବାଣିଜ୍ୟ

ବିରୁପକ୍ଷ ଅର୍ଗାନିକ୍ସ ଲିମିଟେଡ୍ ପକ୍ଷରୁ ୭୪୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଉପାଦାନ ଏବଂ ଇଣ୍ଟରମିଡିଏଟ୍ ଉତ୍ପାଦନରେ ନିୟୋଜିତ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବିରୁପାକ୍ଷ ଅର୍ଗାନିକ୍ସ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ ଅଫର୍ (ଆଇପିଓ) ମାଧ୍ୟମରେ ୭୪୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ପୁଞ୍ଜି ବଜାର ନିୟାମକ…

ବନବ୍ଲକ ଟେକ୍ନୋଲୋଜିସ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଚେନ୍ନାଇର ବନବ୍ଲକ ଟେକ୍ନୋଲୋଜିସ ଲିମିଟେଡ୍ ହେଉଛି ଏକ ଏଆଇ ଆଧାରିତ ଏଣ୍ଟରପ୍ରାଇଜ୍ ଟେକ୍ନୋଲୋଜି କମ୍ପାନି ଯାହା ଏଆଇ ଚାଳିତ ସାସ ସମାଧାନ ଓ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଉତ୍ପାଦ ନିର୍ମାଣ କରୁଛି। କମ୍ପାନି ପକ୍ଷରୁ ପୁଞ୍ଜି ବଜାର ନିୟାମକ ସଂସ୍ଥା ସେବି ନିକଟରେ ଇନିସିଆଲ୍ ପବ୍ଲିକ…

ଗୋଦରେଜ ପକ୍ଷରୁ ନୂଆ ଏଆଇ ପରିଚାଳିତ ୱାସ କେୟାର ପ୍ରଯୁକ୍ତି ସହ ଗ୍ରାହକ ପ୍ରତିବଦ୍ଧତାର ସୁଦୃଢ଼ୀକରଣ

- ଏହି ଉତ୍ସବ ଋତୁରେ ସାମଗ୍ରିକ ୱାସ୍ କେୟାର ଶ୍ରେଣୀରେ ୪୦% ଏବଂ ପ୍ରୀମିୟମ୍ ଫ୍ରଣ୍ଟ ଲୋଡ୍ ବର୍ଗରେ ୬୦% ବୃଦ୍ଧି ଆଶା କରୁଛି ଭୁବନେଶ୍ୱର: ଦୈନନ୍ଦିନ ଜୀବନକୁ ଉନ୍ନତ କରୁଥିବା ଅର୍ଥପୂର୍ଣ୍ଣ ନବସୃଜନକୁ ପ୍ରଦାନ କରିବାର ଦୃଷ୍ଟିକୋଣ ସହ ଗୋଦରେଜ ଏଣ୍ଟରପ୍ରାଇଜେସ୍ ଗ୍ରୁପ୍ (ଜିଇଜି)ର ଉପକରଣ…

ଆର୍‌କେସିପିଏଲ୍ ଲିମିଟେଡ୍ ପକ୍ଷରୁ ୧୨୫୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ସିଭିଲ୍ ନିର୍ମାଣ ଓ ଭିତିଭୂମି କମ୍ପାନି ଆର୍‌କେସିପିଏଲ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। କମ୍ପାନି ଏଲିଭେଟେଡ୍ ସଡ଼କ, ଫ୍ଲାଏଓଭର, ପୋଲ, ସଡ଼କ ଉପରେ ଓଭରବ୍ରିଜ୍‌, ରାଜପଥ,…

ଭିମ ପକ୍ଷରୁ ମିଠି ଦିୱାଲି ଅଭିଯାନର ଶୁଭାରମ୍ଭ, ମହିଳା କାରିଗରଙ୍କ ସଶକ୍ତୀକରଣ

- ପ୍ରତି ୧୦ରୁ ଅଧିକ କାରବାରର ଏକ ଅଂଶ ଭାରତର ମହିଳାଙ୍କ ନେତୃତ୍ୱରେ ପରିଚାଳିତ କାରିଗର ବ୍ୟବସାୟକୁ ସମର୍ଥନ କରିବ ଭୁବନେଶ୍ୱର: ଏନପିସିଆଇ ଭିମ ସର୍ଭିସେସ୍ ଲିମିଟେଡ୍ (ଏନବିଏସଏଲ)ର ଭାରତର ନିଜସ୍ୱ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଭିମ ପେମେଣ୍ଟ୍ ଆପ୍ ପକ୍ଷରୁ ଉତ୍ସବ ଅଭିଯାନ ‘ମିଠି…

ଏସବିଆଇ ଲାଇଫ୍ ‘ଆଇଡେସନଏକ୍ସ ୨.୦’ର ଫାଇନାଲ୍‌ରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍‌, ଭୁବନେଶ୍ୱର…

ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ଜୀବନବୀମା କମ୍ପାନି ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଆଇଡିଏସନଏକ୍ସ ୨.୦ର ଫାଇନାଲ୍‌ରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟେନେଜମେଂଟ୍‌, ଭୁବନେଶ୍ୱର (ଏକ୍ସଆଇଏମବି) ପ୍ରବେଶ କରିଥିବା ଘୋଷଣା କରାଯାଇଛି। ଏହାର ସେମି-ଫାଇନାଲ୍ ପର୍ଯ୍ୟାୟର…

ବିଏସଏନଏଲ ପକ୍ଷରୁ ସ୍ୱଦେଶୀ ୪ଜି ନେଟୱର୍କ ଉନ୍ମୋଚିତ; ୨୬,୭୦୦ ଗ୍ରାମକୁ ଟେଲିକମ ସଂଯୋଗ ପ୍ରଦାନ

- ଟିସିଏସ, ସି-ଡଟ ଏବଂ ତେଜସ୍ ନେଟୱର୍କସ୍ କନ୍ସର୍ଟିୟମ୍ ପକ୍ଷରୁ ମିଳିତ ଭାବେ ବିଏସଏନଏଲ ପାଇଁ ସ୍ୱଦେଶୀ ଟେଲିକମ୍ ଟେକ୍ନୋଲୋଜି ଷ୍ଟାକ୍ ସଫଳତାର ସହିତ କାର୍ଯ୍ୟକ୍ଷମ ଭୁବନେଶ୍ୱର: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍‌) ପକ୍ଷରୁ ଟାଟା କନସଲଟାନସି ସର୍ଭିସେସ୍ (ଟିସିଏସ), ସେଣ୍ଟର…

କ୍ରୋମାରେ ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସର ଶୁଭାରମ୍ଭ; ଇଲେକ୍ଟ୍ରୋନିକ୍ସ ଉପରେ ୩୫% ରିହାତି

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ଅଗ୍ରଣୀ ଓମନି ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ବାର୍ଷିକ ପାର୍ବଣ ଉତ୍ସବ ଅଭିଯାନ ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ ଘୋଷଣା କରାଯାଇଛି ଯେଉଁଥଇରେ ଉତ୍ସବ ପାଳନକୁ ଉଲ୍ଲାସପୂର୍ଣ୍ଣ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଅଫରଗୁଡ଼ିକ ରହିଛି।…

ଗ୍ରିଭ୍‌ସ ଇଲେକ୍ଟ୍ରିକ୍ ମୋବିଲିଟି ପକ୍ଷରୁ ଓଡ଼ିଶାରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଅଫରର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ କମ୍ପାନି ଗ୍ରିଭ୍‌ସ ଇଲେକ୍ଟ୍ରିକ୍ ମୋବିିଲିଟି ପକ୍ଷରୁ ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଉତ୍ସବ ଅଫର ଘୋଷଣା କରାଯାଇଛି ଯାହା ଫଳରେ ସ୍ୱଚ୍ଛ, ସ୍ମାର୍ଟ ଓ ସୁଲଭ ଗମନାଗମନ ସୁବିଧା ହାସଲ କରିବା ପୂର୍ବାପେକ୍ଷା ବେଶ୍ ଆକର୍ଷଣୀୟ…

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ପକ୍ଷରୁ ପାର୍ବଣ ଋତୁରେ ସାର୍ବଜନୀନ ସୁରକ୍ଷା ବ୍ୟବସ୍ଥା ତ୍ୱରାନ୍ୱିତ

ଭୁବନେଶ୍ୱର: ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଥିବାବେଳେ ଟାଟା ପାୱାରର ଓଡ଼ିଶା ବିଦ୍ୟୁତ ବିତରକ କମ୍ପାନି ଯଥା ଟିପିସିଓଡିଏଲ, ଟିପିଏନଓଡିଏଲ, ଟିପିଏସଓଡିଏଲ ଏବଂ ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ଜନ ସାଧାରଣ ଯେଭଳି ସୁରକ୍ଷିତ ଭାବେ ଉତ୍ସବ ପାଳନ କରିପାରିବେ ଏବଂ ଅବିରତ ବିଦ୍ୟୁତ ସରବରାହ…