Browsing Category

ବାଣିଜ୍ୟ

ସୋନି ଇଣ୍ଡିଆ ପକ୍ଷରୁ ନଏଜ କ୍ୟାନସେଲିଂ ସୁବିଧା ଥିବା ଓୟାରଲେସ ହେଡଫୋନ ଡବ୍ଲ୍ୟୁଏଚ-୧୦୦୦ଏକ୍ସଏମ୬ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନଏଜ କ୍ୟାନସେଲିଂ ସୁବିଧା ଥିବା ପରବର୍ତୀ ପିଢ଼ିର ଚିପ ଓ ଇଂଟେଲିଜେଂଟ ଆଲଗୋରିଦମ ବିଶିଷ୍ଟ ଓୟାରଲେସ ହେଡଫୋନ ଡବ୍ଲ୍ୟୁଏଚ-୧୦୦୦ଏକ୍ସଏମ୬କୁ ଉନ୍ମୋଚନ କରାଯାଇଛି। ଏହି ହେଡଫୋନ ବାହ୍ୟ କୋଳାହଳ ଆପଣଙ୍କ ପାଖରେ ପହଂଚିବା ପୂର୍ବରୁ ରୋକିଦେବ। ୧୦୦୦ଏକ୍ସ ସିରିଜର…

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ କରି ସମ୍ମାନିତ ହେଲା ଟିପିସିଓଡିଲ୍

ଭୁବନେଶ୍ବର: ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ କରି ଟିପିସିଓଡିଲ୍ ସମ୍ମାନିତ। ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ। ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ। ଏହି ସମୟରେ ସମସ୍ତ ପୂଜା ମଣ୍ଡପକୁ ନିରନ୍ତର ଓ ସୁରକ୍ଷିତ…

ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ ମେଫେୟାର ୱି କେୟାର ସହିତ ସହଭାଗୀତା

- ରଣନୈତିକ ଭାଗିଦାରୀତା ବିଶ୍ୱବ୍ୟାପୀ ଆରଜିଆଇସିଏଲ୍ ପଲିସିଧାରକଙ୍କ ପାଇଁ ୨୪/୭ ବିଶ୍ୱସ୍ତରୀୟ ଚିକିତ୍ସା ଏବଂ ଯାତାୟାତ ସହାୟତା ଭୁବନେଶ୍ୱର: ଭାରତର ପ୍ରମୁଖ ଘରୋଇ ସାଧାରଣ ବୀମା କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ, ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ, ୟୁକେ-ଭିତ୍ତିକ ବିଶ୍ୱସ୍ତରୀୟ…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ସ୍ୱସ୍ତିକା ମିଶ୍ର ଏବଂ ଅଦ୍ୱେୟା ସଡ଼ଙ୍ଗୀ ଜିତିଲେ ଟିସିଏସ ଇନକ୍ୟୁଜିଟିଭ୍ ୨୦୨୫ର…

ଭୁବନେଶ୍ୱର: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ପକ୍ଷରୁ ଅନୁଷ୍ଠିତ ଏହାର ବାର୍ଷିକ କୁଇଜ୍ ପ୍ରତିଯୋଗିତା, ଟିସିଏସ ଇନକ୍ୟୁଜିଟିଭ୍ ୨୦୨୫ର ଭୁବନେଶ୍ୱର ସଂସ୍କରଣରେ ବୁଦ୍ଧିମତା, ଦଳଗତ କାର୍ଯ୍ୟ ଦକ୍ଷତା ଓ ଦ୍ରୁତ ଚିନ୍ତାଧାରାର ଏକ ଉତ୍ତମ ନିଦର୍ଶନ ଦେଖିବାକୁ ମିଳିଛି। ଅଷ୍ଟମ ରୁ ଦ୍ୱାଦଶ…

ବିସି ଜିନ୍ଦଲ ଗ୍ରୁପ୍ ଆର୍ôଥକ ବର୍ଷ ୨୦୨୬ରେ ୬,୫୦୦ କୋଟି ଟଙ୍କାର ଅର୍ଡର ହାସଲ ସହିତ ଅକ୍ଷୟ ଶକ୍ତି କ୍ଷେତ୍ରରେ…

ଭୁବନେଶ୍ୱର: ଦେଶର ଅଗ୍ରଣୀ ବ୍ୟବସାୟିକ ସଂସ୍ଥାନ, ବିସି ଜିନ୍ଦଲ ଗ୍ରୁପ୍ , ଯାହାର କାରବାର ୧୮,୦୦୦ କୋଟିରୁ ଅଧିକ ରହିଛି, ଆର୍ôଥକ ବର୍ଷ ୨୦୨୬ରେ ବର୍ତ୍ତମାନ ସୁଦ୍ଧା ୬,୫୦୦ କୋଟି ଟଙ୍କାର ଅର୍ଡର ବୁକ୍ କରିବା ସହ ଅନେକ ପ୍ରକଳ୍ପ ପାଇପଲାଇନରେ ରହିଛି । ଯାହା ଭାରତର ଅକ୍ଷୟ ଶକ୍ତି କ୍ଷେତ୍ରରେ…

ଇଂଟେଗ୍ରେସ ମେଡଟେକ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଅଗ୍ରଣୀ ମେଡିକାଲ ପ୍ରଯୁକ୍ତି କମ୍ପାନି ଇଂଟେଗ୍ରିସ ମେଡଟେକ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। କମ୍ପାନି ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି…

ବ୍ୟାଙ୍କ ଅଫ୍ ବରୋଦାର “ବିଓବି କେ ସଙ୍ଗ୍ ତ୍ୟୋହାର କି ଉମଙ୍ଗ’ ସାଙ୍ଗରେ ଉଠାନ୍ତୁ ଉତ୍ସବର ଆନନ୍ଦ

ଭୁବନେଶ୍ୱର: ଭାରତରେ ପାର୍ବଣ ଋତୁ ଆନନ୍ଦ, ଉତ୍ସବ ଓ ନୂତନ ଆରମ୍ଭର ଏହି ଅବସରରେ ପରିବାରମାନେ ବଡ଼ କ୍ରୟ ଯୋଜନା କରିଥା’ନ୍ତି - ଯେପରିକି ନୂଆ ଘର ନେବା, କାର କିଣିବା ଅବା ସେମାନଙ୍କର ବ୍ୟବସାୟକୁ ବିସ୍ତାର କରିବା, ସେହି ସମୟରେ ଗ୍ରାହକମାନଙ୍କ ପାଇଁ ପାର୍ବଣ ଋତୁକୁ ଆହୁରି ସ୍ୱତନ୍ତ୍ର…

ଆର୍ôଥକ ସେବା ବିଭାଗର ସଚିବଙ୍କ ଦ୍ୱାରା ଜିଏଫଏଫ ୨୦୨୫ରେ ଡିଜିଟାଲ ପେମେଣ୍ଟ ଅନୁଭବ ସରଳ କରିବା ପାଇଁ ନୂତନ ଅଭିଯାନର…

ଭୁବନେଶ୍ୱର: ଅର୍ଥ ମନ୍ତ୍ରଣାଳୟର ଆର୍ôଥକ ସେବା ବିଭାଗର ସଚିବ ଶ୍ରୀ ଏମ ନାଗାରାଜୁ ଆଇଏଏସ୍ ଗ୍ଲୋବାଲ ଫିଣ୍ଟେକ୍ ଫେଷ୍ଟ (ଜିଏଫଏଫ୍‌) ୨୦୨୫ରେ ତିନୋଟି ନୂତନ ଡିଜିଟାଲ ସ୍ୱତନ୍ତ୍ର ଉପାୟ ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଉପାୟଗୁଡିକ ହେଉଛି ପିନ୍‌-ଆଧାରିତ ୟୁପିଆଇ ପ୍ରମାଣିକରଣର ଏକ…

ହିନ୍ଦୁଜା ରିନ୍ୟୁଏବଲ୍ସ ପକ୍ଷରୁ ଦୀପକ ଠାକୁରଙ୍କୁ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଭାବେ ନିଯୁକ୍ତି

ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପର ଅଂଶ ହିନ୍ଦୁଜା ରିନ୍ୟୁଏବଲ୍ସ ଏନର୍ଜି ପ୍ରାଇଭେଟ ଲିମିଟେଡ (ଏଚଆରଇପିଏଲ) ଦୀପକ ଠାକୁରଙ୍କୁ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରିଛି। ତାଙ୍କ କାର୍ଯ୍ୟକାଳ ୨୦୧୫ ଅକ୍ଟୋବର ୧ ଠାରୁ କାର୍ଯ୍ୟକାରୀ ହେବ।…