Browsing Category
ବାଣିଜ୍ୟ
ଭାରି ବର୍ଷା ସମୟରେ ସୁରକ୍ଷିତ ରହିବାକୁ ଗ୍ରାହକମାନଙ୍କୁ ଟିପିସିଓଡିଏଲ୍ର ଅନୁରୋଧ
ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ମୋନ୍ଥା’ କାରଣରୁ ଓଡିଶାର ବିଭିନ୍ନ ଅଞ୍ଚଳରେ ଭାରି ବର୍ଷା ହେବାର ପୂର୍ବନୁମାନ କରିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍),…
ଟିପିଏନଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ବାଲେଶ୍ବର, ୨୭।୧୦: ଟିପିଏନଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଛି। ବାଲେଶ୍ଵର ସ୍ଥିତ ଟିପିଏନଓଡିଏଲର କର୍ପୋରେଟ କାର୍ଯ୍ୟଳୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରରେ ନୈତିକତାକୁ ଆପଣାଇବା ସହ ଲାଞ୍ଚକୁ…
ଏନବିବିଏଲର ଭାରତ କନେକ୍ଟ ଫର ବିଜନେସ ସହ ଯୋଡ଼ିହେଲା ଟାଲି ସଲ୍ୟୁସନ୍ସ
ଭୁବନେଶ୍ୱର: ବ୍ୟବସାୟ ପରିଚାଳନା ସଫ୍ଟୱେରର ଅଗ୍ରଣୀ ସଂସ୍ଥା ଟାଲି ସଲ୍ୟୁସନ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ଟାଲିପ୍ରାଇମ ଏନପିସିଆଇ ଭାରତ ବିଲପେ ଲିମିଟେଡ (ଏନବିବିଏଲ)ର ଭାରତ କନେକ୍ଟ ଫର ବିଜନେସ ପ୍ଲାଟଫର୍ମରେ ଯୋଡ଼ିହୋଇଛି। ଏହି ସମନ୍ୱୟ ଏକ ଇଂଟରଅପରେବଲ ଓ କନେକ୍ଟେଡ ବ୍ୟବସ୍ଥା…
ଏଆଇଏଫଏଫର ସୁପର କପ୍ ପୂର୍ବରୁ ବିସି ଜିନ୍ଦଲ ଗ୍ରୁପ ପକ୍ଷରୁ “ସ୍ପୋର୍ଟିଂ କ୍ଲବ୍ ଦିଲ୍ଲୀ” ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା, ବିସି ଜିନ୍ଦଲ ଗ୍ରୁପର ଅଧୀନରେ ଜିନ୍ଦଲ ଫୁଟବଲ୍ ପ୍ରାଇଭେଟ୍ ଲିମିଟେଡ୍, ଏହାର ନୂତନ ଦଳ, “ସ୍ପୋର୍ଟିଂ କ୍ଲବ୍ ଦିଲ୍ଲୀ”ର ଶୁଭାରମ୍ଭ ସହିତ ଦିଲ୍ଲୀ-ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ପ୍ରବେଶ ଘୋଷଣା କରିଛି। ଏହି ନୂତନ କ୍ଲବ୍ ଚଳିତ ମାସ…
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୧୦.୭% ଅଭିବୃଦ୍ଧି ହାସଲ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଶିଳ୍ପଠାରୁ ଅଧିକ ଅଭିବୃଦ୍ଧି ହାସଲ କରିଛି। କମ୍ପାନିର ମୋଟ ରିଟେନ ପ୍ରିମିୟମ ଏହି ସମୟରେ ୧୦.୭ ପ୍ରତିଶତ ବୃଦ୍ଧି…
ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୫ ସେପ୍ଟେମ୍ବର ୩୦ ସୁଦ୍ଧା ୧୮,୩୪୯ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ…
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ୨୦୨୫ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ସମୟ ମଧ୍ୟରେ ୧୮,୩୪୯ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ହାସଲ କରିଛି ଯାହା ବର୍ଷକ ପୂର୍ବରୁ ସେହି ସମରେ ୧୫,୭୨୫ କୋଟି ଟଙ୍କା ଥିଲା। ସେହିପରି, ନିୟମିତ ପ୍ରିମିୟମ ପରିମାଣ ଏହି ସମୟରେ ୧୦…
ବାତ୍ୟା “ମୋନ୍ଥା” ସମୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲର ପ୍ରସ୍ତୁତି
ଭୁବନେଶ୍ୱର, ଅକ୍ଟୋବର ୨୬, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ବିଦ୍ୟୁତ୍ ଭିତ୍ତିଭୂମି ଉପରେ ବାତ୍ୟା ‘ମୋନ୍ଥା’ ର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ଏହା ସେବା ଯୋଗାଉଥିବା ଅଞ୍ଚଳ…
ଆସେନଟ କନକ୍ଲେଭ ୨୦୨୫ର ୧୦ତମ ସଂସ୍କରଣ; ଭାରତର ଉଦ୍ୟୋଗୀ ମନୋଭାବକୁ ପାଳନ
ଭୁବନେଶ୍ୱର – ମାରିକୋ ଲିମିଟେଡର ଅଧ୍ୟକ୍ଷ ହର୍ଷ ମାରିୱାଲାଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ପରିଚାଳିତ ପିଅର-ଟୁ-ପିଅର ଉଦ୍ୟୋଗୀ ଶିକ୍ଷଣ ପ୍ଲାଟଫର୍ମ, ଆସେନଟ ଫାଉଣ୍ଡେସନ, ଅକ୍ଟୋବରରେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ, ଆସେନଟ କନକ୍ଲେଭ ୨୦୨୫ ର ୧୦ତମ…
ଟିପିସିଓଡିଏଲ୍ ପକ୍ଷରୁ ସାଲେପୁରର କୁରୁଜଙ୍ଗ ଗାଁରେ ସୁଲଭ ମୂଲ୍ୟରେ ରୁଫଟପ୍ ସୋଲାର ସ୍ଥାପନ
ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ୟୁଟିଲିଟି ଲେଡ…
ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ହିଟାଚି ପେମେଂଟ୍ ସର୍ଭିସେସ୍ ସହ ସହଯୋଗିତା
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଏକ୍ସପ୍ରେସ୍ ବ୍ୟାଙ୍କିଂ’ର ଶୁଭାରମ୍ଭ କରିବା ପାଇଁ ହିଟାଚି ପେମେଂଟ୍ ସର୍ଭିସେସ୍ ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହା ହେଉଛି ଦେଶର ପ୍ରଥମ ଡିଜିଟାଲ୍ ବ୍ୟାଙ୍କିଂ ପଏଂଟ୍। ଏହି ଅଭିନବ ଓମନି ଚ୍ୟାନେଲ…