Browsing Category

ବାଣିଜ୍ୟ

ଏସବିଆଇ ପକ୍ଷରୁ ୟୋନୋ ୨.୦ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ୟୋନୋ ୨.୦କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ଉଭୟ ମୋବାଇଲ୍ ଓ ନେଟ୍ ବ୍ୟାଙ୍କିଙ୍ଗର ମିଶ୍ରଣରେ ଉନ୍ନତ ଡିଜିଟାଲ ଭର୍ସନ ରହିଛି। ୟୋନୋର ଆଠ ବର୍ଷର ଯାତ୍ରାକୁ ପାଳନ କରୁଥିବା ଏହି ଅତ୍ୟାଧୁନିକ ପ୍ଲାଟଫର୍ମରେ…

ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ଓଭିଏଲ୍ ଓଭରସିଜ୍ ଆଇଏଫଏସସି ଲିମିଟେଡ୍‌କୁ ୫୦୦ ନିୟୁତ ଆମେରିକୀୟ ଡଲାରର ୫-ବର୍ଷର…

ଭୁବନେଶ୍ୱର : ଦେଶର ଅଗ୍ରଣୀ ବ୍ୟଙ୍କ୍‌, ବ୍ୟାଙ୍କ୍ ଅଫ୍ ବରୋଦା (ବିଓବି), ଓଏନଜିସି ବିଦେଶ ଲିମିଟେଡ୍ (ଓଭିଏଲ୍‌) ର ଏକ ଗିଫ୍ଟ ସିଟି ପଞ୍ଜିକୃତ ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ଓଭିଏଲ୍ ଓଭରସିଜ୍ ଆଇଏଫ୍‌ଏସସି ଲିମିଟେଡ୍ (ଓଓଆଇଏଲ୍‌) କୁ ୫୦୦ ନିୟୁତ ଆମେରିକୀୟ ଡଲାରର ୫-ବର୍ଷର ବୈଦେଶିକ…

କ୍ରୋମାର କ୍ରୋମଟାଷ୍ଟିକ୍ ଡିସେମ୍ବର ଅଫର୍‌ରେ ସ୍ମାର୍ଟଫୋନ୍‌ରୁ ସ୍ମାର୍ଟ ଟିଭି ପର୍ଯ୍ୟନ୍ତ ଦାମ୍ ୧୪,୯୯୦ ଟଙ୍କାରୁ…

ଭୁବନେଶ୍ୱର: ଭୋରତର ବିଶ୍ୱସନୀୟ ଓମନିଚ୍ୟାନେଲ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ନୂଆବର୍ଷ ଉପଲକ୍ଷେ କ୍ରୋମଟାଷ୍ଟିକ୍ ଡିସେମ୍ବର ସେଲ୍ ଘୋଷଣା କରାଯାଇଛି। ଏହା ହେଉଛି ଏକ ବର୍ଷ ଶେଷ ସେଲ୍ କାର୍ଯ୍ୟକ୍ରମ ଯାହା ୨୦୨୬ରେ ନିଜ ଜୀବନଶୈଳୀକୁ ଅପ୍‌ଗ୍ରେଡ୍ କରିବାକୁ ଚାହୁଥିବା…

ଓଡ଼ିଶାର ଉଦୀୟମାନ ଉଦ୍ଭାବକ କୋମଲ ୱାର୍ଲ୍ଡସ୍କିଲ୍ସ ଏସିଆ ୨୦୨୫ ରେ କାଂସ୍ୟ ଜିତିଲେ

ଭୁବନେଶ୍ୱର/ରାଉରକେଲା: ରାଉରକେଲାର ଜଣେ ପ୍ରତିଭାବାନ ଯୁବ ଉଦ୍ଭାବକ କୋମଲ ପ୍ରତିଷ୍ଠିତ ୱାର୍ଲ୍ଡସ୍କିଲ୍ସ ଏସିଆ ୨୦୨୫ ରେ ଶିଳ୍ପ ଡିଜାଇନ୍ ପ୍ରଯୁକ୍ତିବିଦ୍ୟାରେ କାଂସ୍ୟ ପଦକ ଜିତି ବିଶ୍ୱ ଦକ୍ଷତା ମାନଚିତ୍ରରେ ଏକ ଗର୍ବର ସଫଳତା ହାସଲ କରିଛନ୍ତି। ତାଙ୍କର ବିଜୟ କେବଳ ଡିଜାଇନ୍‌-ନେତୃତ୍ୱାଧୀନ…

ଡବ୍ଲୁ୍ୟଡି ବ୍ଲାକ ଏସ୍ଏନ୍୭୧୦୦ ଏନ୍ଭିମିଇ ଏସ୍ଏସ୍ଡି ବର୍ତମାନ ଭାରତରେ ଉପଲବ୍ଧ

ଭୁବନେଶ୍ୱର : ଡବ୍ଲୁ୍ୟଡି ବ୍ଲାକ ଏସ୍ଏନ୍୭୧୦୦ ଏନ୍ଭିମିଇ ଏସ୍ଏସ୍ଡି, ସାଣ୍ଡିସ୍କର ଏକ ଉଚ୍ଚମାନର ଗେମିଂ ଡ୍ରାଇଭ୍ ଯାହାକି ବର୍ତର୍ମାନ ଭାରତରେ ଉପଲବ୍ଧ ହୋଇଛି । ଡବ୍ଲୁ୍ୟଡି ବ୍ଲାକ ଏସ୍ଏନ୍୭୧୦୦ ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଖେଳାଳୀମାନଙ୍କୁ ଅତ୍ୟଧିକ ଭିଜୁଆଲ୍ ଏବଂ ଇମର୍ସିଭ୍ ଗେମ୍ର

୧,୦୩୭ ଆନ୍ତର୍ଜାତୀୟ ପେଟେଣ୍ଟ ଦାଖଲ ସହିତ ଜିଓ ସରକାରୀ ପେଟେଣ୍ଟ ରିପୋର୍ଟରେ ସବୁଠୁ ଆଗରେ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ପେଟେଣ୍ଟ, ଡିଜାଇନ୍ ଏବଂ ଟ୍ରେଡ୍ ମାର୍କ କଣ୍ଟ୍ରୋଲର ଜେନେରାଲଙ୍କ ୨୦୨୪-୨୫ ବାର୍ଷିକ ରିପୋର୍ଟରେ ଜିଓ ପ୍ଲାଟଫର୍ମସକୁ ଭାରତର ସର୍ବବୃହତ ବିଶ୍ୱସ୍ତରୀୟ ପେଟେଣ୍ଟ ଦାଖଲକାରୀ ଭାବରେ ସ୍ଥାନିତ କରାଯାଇଛି।ଏହି

ରିଲାଏନ୍ସ ଜିଓ ପକ୍ଷରୁ ୫ଜି, ଓଟିଟି ଏବଂ ଏଆଇ ଅନୁଭୂତିକୁ ଏକତ୍ର କରି ହାପି ନ୍ୟୁ ଇୟର ୨୦୨୬ ଅଫର ଶୁଭାରମ୍ଭ ଘୋଷଣା

ଭୁବନେଶ୍ୱର: ରିଲାଏନ୍ସ ଜିଓ ୨୦୨୬ ନୂତନ ବର୍ଷ ପାଳନ ଅବସରରେ ଏହାର ହାପି ନ୍ୟୁ ଇୟର ୨୦୨୬ ଅଫର ସମୂହର ଶୁଭାରମ୍ଭ ଘୋଷଣା କରିଛି। ଏହି ଅଫରଗୁଡ଼ିକ ମାଧ୍ୟମରେ, ଜିଓ ସୁଲଭ ମୂଲ୍ୟରେ ଉନ୍ନତ ଡିଜିଟାଲ୍ ସେବା ପ୍ରଦାନ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼କରିଛି। ଦୀର୍ଘ ବୈଧତା,

ନୂତନ ଉପେଭାକ୍ତାମାନଙ୍କୁ ଡିଜିଟାଲ୍ ପେମଣ୍ଟେର ସାମିଲ କରିବା ପାଇଁ ଭୀମ୍ ପକ୍ଷରୁ ‘ଗର୍ଭ ସେ ସ୍ୱେଦଶୀ’ ଅଭିଯାନ

- ନୂତନ ଉପେଭାକ୍ତାମାନଙ୍କ ପାଇଁ ୨୦ ଟଙ୍କା କିମ୍ବା ତା'ଠାରୁ ଅଧିକ ମୂଲ୍ୟର େଯେକøଣସି କାରବାରେର ୨୦ ଟଙ୍କା କ୍ୟାସବ୍ୟାକ୍ ଅଫର୍ ଘୋଷଣା କରିଛି ଭୁବେନଶ୍ୱର : ଏନପିସିଆଇ ଭୀମ୍ ସର୍ଭେିସସ୍ ଲିମେିଟଡ୍ (ଏନବିଏସ୍‌ଏଲ୍‌) ଦ୍ୱାରା ବିକଶିତ ଘେରାଇ ଡିଜିଟାଲ୍ ପେମଣ୍ଟ ପ୍ଲାଟଫର୍ମ ଭୀମ୍…

ସିପ୍ଲା ହେଲ୍‌ଥ୍ ପ୍ରୋଲାଇଟ୍ ଓ.ଆର୍.ଏସ୍. ସହିତ ସଠିକ୍ ଓ.ଆର୍.ଏସ୍. ଚୟନ ଉପରେ ସଚେତନତା ପାଇଁ ଆହ୍ୱାନ କରେ

ଭୁବନେଶ୍ୱର : ସିପ୍ଲା ହେଲଥ୍ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍ ପ୍ରୋଲିଟେର୍ସ, ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍ସ ବ୍ୟବହାର କରିବାର ଗୁରୁତ୍ୱକୁ ପୁନର୍ବାର ଦୋହରାଉଛି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ.ଏଚ୍.ଓ. ) ଦ୍ୱାରା ଅନୁମୋଦିତ ଫର୍ମୁଲା ବ୍ୟବହାର କରିଥାଏ ଏବଂ ପ୍ୟାକେଜିଂରେ

ଅକ୍ଷୟ କୁମାରଙ୍କ ଦ୍ୱାରା ଶୁଭ ଉଦ୍ଘାଟନ ସହିତ କଲ୍ୟାଣ ଜୁଏଲର୍ସ ଭୁବନେଶ୍ୱର ଏବଂ କଟକରେ ଉପସ୍ଥିତି ବିସ୍ତାର

ଭୁବନେଶ୍ୱର/କଟକ: ଭାରତର ସବୁଠାରୁ ବିଶ୍ୱସ୍ତ ଏବଂ ଅଗ୍ରଣୀ ଅଳଙ୍କାର କମ୍ପାନୀ ମଧ୍ୟରୁ ଗୋଟିଏ, କଲ୍ୟାଣ ଜୁଏଲର୍ସ, ଆଜି ଓଡ଼ିଶାର ଭୁବନେଶ୍ୱର ଏବଂ କଟକରେ ଏହାର ସମ୍ପୂର୍ଣ୍ଣ ନୂତନ ଶୋ’ରୁମ୍ ଆରମ୍ଭ କରିଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏହି ଶୋ’ରୁମ୍ ଉଦଘାଟନ କରିଛନ୍ତି, ଯାହାର ଲକ୍ଷ୍ୟ ଏହି…