Browsing Category
ବାଣିଜ୍ୟ
ବଲାଙ୍ଗିର ଜିଲ୍ଲାର ମହିମୁଣ୍ଡା ଗ୍ରାମରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପଶ୍ଚିମ ଓଡିଶାର ପ୍ରଥମ ‘ଉଲା ମଡେଲ-ରୁପଟପ୍ ସୋଲାର…
ବଲାଙ୍ଗିର, ୧୮ ଅକ୍ଟୋବର ୨୦୨୫: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ଉଲା ମଡେଲ୍ ଅଧିନରେ ପ୍ରଥମ ଏକ କିଲୋୱାଟ୍ ରୁପଟପ୍ ସୋଲାର ପ୍ୟାନେଲ୍ ସ୍ଥାପନ କରାଯାଇଅଛି । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା…
ଦୀପାବଳିରେ ଓଡ଼ିଶାକୁ ଆଲୋକିତ ରଖୁଛନ୍ତି ୧୫ ହଜାରରୁ ଅଧିକ ବିଦ୍ୟୁତ୍ କର୍ମଚାରୀ
ଦୀପାବଳିର ଆଲୋକରେ ଯେତେବେଳେ ସାରା ଓଡ଼ିଶା ଆଲୋକିତ ହେଉଛି, ସେତେବେଳେ ଟାଟା ପାୱର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକର ୧୫୦୦୦ ରୁ ଅଧିକ ଗ୍ରାଉଣ୍ଡ ଷ୍ଟାଫ ମାନେ ନିରବରେ ଦିନ ରାତି କାମ କରୁଛନ୍ତି। ଏହି ଲାଇନମ୍ୟାନ୍, ଇଞ୍ଜିନିଅର ଓ ସହାୟକ ଦଳମାନେ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ…
ଏକ ନିରାପଦ ଏବଂ ଉଜ୍ଜ୍ୱଳ ଦୀପାବଳି ପାଳନ ପାଇଁ ବୈଦ୍ୟୁତିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଟିପିସିଓଡିଏଲ୍ର…
ଭୁବନେଶ୍ୱର, ୧୮ ଅକ୍ଟୋବର, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ଯେକୌଣସି ଦୁର୍ଘଟଣା ଏଡାଇବା ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଖୁସିର ପର୍ବ ସୁନିଶ୍ଚିତ କରିବା ପାଇଁ ଦୀପାବଳି ସମୟରେ…
ଜିଓ ପ୍ଲାଟଫର୍ମସର ଦ୍ଵିତୀୟ ତ୍ରୈମାସିକ ନେଟ୍ ଲାଭ ୧୨.୮ ପ୍ରତିଶତ ବୃଦ୍ଧି ସହିତ ୭,୩୭୯ କୋଟି ଟଙ୍କା ହୋଇଛି
ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୨୦୨୫-୨୬ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ସମନ୍ୱିତ ନେଟ ଲାଭରେ ବାର୍ଷିକ ୧୨.୮ ପ୍ରତିଶତ ବୃଦ୍ଧି ପାଇ ୭,୩୭୯ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ!-->…
ଅଳ୍ପ କିଛି ମିନିଟରେ ପାଳନ୍ତୁ ଦୀପାବଳି: କ୍ୱିକ କମର୍ସ ଉପହାର
ଭୁବନେଶ୍ବର: ଘର ସଫା କରିବାଠାରୁ ଆରମ୍ଭ କରି ସମାବେଶ ଆୟୋଜନ ଓ ପରିବାରକୁ ଆତିଥ୍ୟ ପ୍ରଦାନ କରିବା ପର୍ଯ୍ୟନ୍ତ ଦୀପାବଳି ପୂର୍ବରୁ ଦିନଗୁଡ଼ିକ ପ୍ରାୟତଃ ବ୍ୟସ୍ତତାରେ ପରିପୂର୍ଣ୍ଣ ଥାଏ। ଏହି ସମୟରେ କ୍ୱିକ୍ କମର୍ସ ଏକ ବଡ଼ ସହାୟକ ହୋଇଛି ଯାହା ଦୀପାବଳି ଉତ୍ସବକୁ ସହଜ ଓ ଚାପମୁକ୍ତ କରୁଛି।!-->…
ଉତ୍ସବ ଋତୁରେ ଡିଜିଟାଲ୍ ପେମେଂଟ୍ର ସୁରକ୍ଷା ପାଇଁ ଏନ୍ପିସିଆଇର ୫ ପ୍ରମୁଖ ସୁରକ୍ଷା ଟିପ୍ସ
ଭୁବନେଶ୍ୱର: ଉତ୍ସବ ହେଉଛି ପର୍ବ ପାଳିବା, ଉପହାର ଦେବା ଏବଂ ଅଧିକ ସପିଂ କରିବାର ସମୟ। ଉଭୟ ଅନଲାଇନ୍ ଓ ଅଫ୍ଲାଇନ୍ ଚ୍ୟାନେଲ୍ରେ ଆକର୍ଷଣୀୟ ରିହାତି, ସୀମିତ ସମୟ ସେଲ୍ ଓ କ୍ୟାସବ୍ୟାକ୍ ଆଦି ପାଇଁ ଲୋକମାନେ ଶୀଘ୍ର କ୍ରୟ ନିଷ୍ପତି ଗ୍ରହଣ କରିଥାନ୍ତି। ଏହି ଉତ୍ସବ ଋତୁରେ ଠକମାନେ…
ସୋନି ଇଣ୍ଡିଆ ପକ୍ଷରୁ ନଏଜ କ୍ୟାନସେଲିଂ ସୁବିଧା ଥିବା ଓୟାରଲେସ ହେଡଫୋନ ଡବ୍ଲ୍ୟୁଏଚ-୧୦୦୦ଏକ୍ସଏମ୬ ଉନ୍ମୋଚିତ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନଏଜ କ୍ୟାନସେଲିଂ ସୁବିଧା ଥିବା ପରବର୍ତୀ ପିଢ଼ିର ଚିପ ଓ ଇଂଟେଲିଜେଂଟ ଆଲଗୋରିଦମ ବିଶିଷ୍ଟ ଓୟାରଲେସ ହେଡଫୋନ ଡବ୍ଲ୍ୟୁଏଚ-୧୦୦୦ଏକ୍ସଏମ୬କୁ ଉନ୍ମୋଚନ କରାଯାଇଛି। ଏହି ହେଡଫୋନ ବାହ୍ୟ କୋଳାହଳ ଆପଣଙ୍କ ପାଖରେ ପହଂଚିବା ପୂର୍ବରୁ ରୋକିଦେବ। ୧୦୦୦ଏକ୍ସ ସିରିଜର…
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ କରି ସମ୍ମାନିତ ହେଲା ଟିପିସିଓଡିଲ୍
ଭୁବନେଶ୍ବର: ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ କରି ଟିପିସିଓଡିଲ୍ ସମ୍ମାନିତ। ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ। ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ। ଏହି ସମୟରେ ସମସ୍ତ ପୂଜା ମଣ୍ଡପକୁ ନିରନ୍ତର ଓ ସୁରକ୍ଷିତ…
ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ ମେଫେୟାର ୱି କେୟାର ସହିତ ସହଭାଗୀତା
- ରଣନୈତିକ ଭାଗିଦାରୀତା ବିଶ୍ୱବ୍ୟାପୀ ଆରଜିଆଇସିଏଲ୍ ପଲିସିଧାରକଙ୍କ ପାଇଁ ୨୪/୭ ବିଶ୍ୱସ୍ତରୀୟ ଚିକିତ୍ସା ଏବଂ ଯାତାୟାତ ସହାୟତା
ଭୁବନେଶ୍ୱର: ଭାରତର ପ୍ରମୁଖ ଘରୋଇ ସାଧାରଣ ବୀମା କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ, ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ, ୟୁକେ-ଭିତ୍ତିକ ବିଶ୍ୱସ୍ତରୀୟ…