Browsing Category

ବାଣିଜ୍ୟ

ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା – ୨୦୨୬ , ଚିତାକର୍ଷକ ‘ଡଗ୍ ସୋ’ରେ ଦର୍ଶକ ବିଭୋର

ଭୁବନେଶ୍ଵର,  ; କିଏ ଧୀର ମନ୍ଥର ଗତିରେ ଆସୁଥିଲେ ତ କିଏ ଦ୍ରୁତ ଗତିରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରୁଥିଲେ । କିଏ ଚୋର ଧରିବାର କୌଶଳ ଦେଖାଉଥିଲେ ତ ଆଉ କିଏ ହାଇ ଜମ୍ପ ଓ ହର୍ଡଲ୍ସ ଜମ୍ପରେ ନିଜର ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଦର୍ଶକଙ୍କ ସମ୍ମୁଖରେ ଆଘ୍ରାଣ ଶକ୍ତିକୁ ପ୍ରଦର୍ଶନ କରି…

ମତ୍ସ୍ୟ ପ୍ରାଣୀ ସମାବେଶରେ ରାଜ୍ୟ ମାଛ – ମହାନଦୀ ମହାସୀର

ଭୁବନେଶ୍ଵର, : ମତ୍ସ୍ୟ ପ୍ରାଣୀ ସମାବେଶରେ ପ୍ରମୁଖ ଆକର୍ଷଣ ସାଜିଛି ଓଡ଼ିଶାର ରାଜ୍ୟ ମାଛ - ମହାନଦୀ ମହସୀର । ଏହାର ବୈଜ୍ଞାନିକ ନାମ ହେଉଛି “ଟର୍ ମହାନଦୀକସ” । କେବଳ ମହାନଦୀରେ ଦେଖାଯାଉଥିବା ଏହି ମାଛ ଏକ ଶକ୍ତିଶାଳୀ ଶିକାରୀ ମାଛ ଭାବେ ପରିଚିତ । ପଶ୍ଚିମ ଓଡ଼ିଶାରେ ଏହାକୁ ଲୋକେ "ମହାସୋଲ"…

ଜୁଭେଣ୍ଟସ୍ ହେଲଥକେୟାର ବନ୍ଦ ଗୁଜବକୁ ଖଣ୍ଡନ କରିଛି; କାର୍ଯ୍ୟକ୍ଷମ ଶକ୍ତି ଏବଂ ନେତୃତ୍ୱ ଅଭିବୃଦ୍ଧିକୁ ପୁନଃ ନିଶ୍ଚିତ…

ଭୁବନେଶ୍ୱର/ମୁମ୍ବାଇ: ୨୦୦୨ ରେ ପ୍ରତିଷ୍ଠିତ ଏକ ଅଗ୍ରଣୀ ଭାରତୀୟ ଔଷଧ କମ୍ପାନୀ ଏବଂ ଏମ୍କ୍ୟୁର୍ ଫାର୍ମାସ୍ୟୁଟିକାଲସ୍ (ବିଏସ୍‌ଇ ଏବଂ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ)ର ଏକ ସହାୟକ କମ୍ପାନୀ ଜୁଭେଣ୍ଟସ୍ ହେଲଥକେୟାର ଲିମିଟେଡ୍‌, କମ୍ପାନୀର ଭବିଷ୍ୟତ ସମ୍ପର୍କରେ ମିଥ୍ୟା ଏବଂ ଭ୍ରାମକ ସୂଚନାକୁ…

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ କାର୍ଯ୍ୟକ୍ଷେତ୍ରକୁ ଫେରୁଥିବା ମହିଳା ପେସାଦାରଙ୍କ ପାଇଁ…

ଭୁବନେଶ୍ୱର: ଗତବର୍ଷର ମହିଳା କ୍ୟାରିୟର କମ୍‌ବ୍ୟାକ୍ କାର୍ଯ୍ୟକ୍ରମର ଉତ୍ସାହଜନକ ସଫଳତା ପରେ, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ଆଜି ‘ନୂଆ ଆରମ୍ଭ’ ର ଦ୍ୱିତୀୟ ସଂସ୍କରଣ ଶୁଭାରମ୍ଭ କରାଯାଇଛି। ଏହି ସ୍ୱତନ୍ତ୍ର ପଦକ୍ଷେପଟି କୌଣସି କାରଣରୁ କାର୍ଯ୍ୟକ୍ଷେତ୍ରରୁ ବିରତି…

ଗ୍ରାମାଞ୍ଚଳରେ ବିଦ୍ୟୁତ ସଂସ୍କାର ପାଇଁ ଟିପିସିଓଡିଏଲକୁ ଏଡିକନ ୨୦୨୬ରେ ଗୋଲ୍ଡ ଆୱାର୍ଡ

ଭୁବନେଶ୍ୱର, ୨୨ ଜାନୁଆରୀ, ୨୦୨୬: ନୂଆଦିଲ୍ଲୀରେ ଅନୁଷ୍ଠିତ ଏଡିକନ ୨୦୨୬ ଅବସରରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) କୁ ଗ୍ରାମାଞ୍ଚଳରେ ଉନ୍ନତ ରାଜସ୍ୱ ଆଦାୟ ପାଇଁ ଏଆଇଡିଏ ଗୋଲ୍ଡ ଆୱାର୍ଡ’ ପ୍ରଦାନ କରାଯାଇଛି। ଏହି ସ୍ୱୀକୃତି ସେଣ୍ଟ୍ରାଲ ଓଡ଼ିଶାର…

ବିଶ୍ୱ ଅର୍ଥନୈତିକ ଫୋରମରେ ଇରେଡ଼ା, ସିଏମଡ଼ିଙ୍କ ପକ୍ଷରୁ ଭାରତର ସୌର ନେତୃତ୍ୱକୁ ଗୁରୁତ୍ୱାରୋପ

ଭୁବନେଶ୍ୱର/ଡାଭୋସ୍‌: ଭାରତୀୟ ନବୀକରଣୀୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍ (ଇରେଡ଼ା)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ୍‌) ଡାଭୋସ୍ ୨୦୨୬ରେ “ସ୍କେଲିଂ ସୋଲାର୍ ହ୍ୱେର୍ ଇଟ୍ ମ୍ୟାଟର୍ସ: ଇଣ୍ଡିଆ’ସ୍ ଲେସନ୍ସ ଅନ୍…

ବନ୍ଧନ ବ୍ୟାଙ୍କର ମୋଟ ବ୍ୟବସାୟ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି

- ଆର୍ଥିକ ବର୍ଷ ୨୫-୨୬ ର ତୃତୀୟ ତ୍ରୈମାସରେ ବ୍ୟାଙ୍କର ମୋଟ ବ୍ୟବସାୟ ୧୦.୫ ପ୍ରତିଶତ ବୃଦ୍ଧି ପାଇଛି - ମୋଟ ଜମା ୧୧ ପ୍ରତିଶତ ବୃଦ୍ଧି ପାଇ ୧.୫୭ ଲକ୍ଷ କୋଟି ଟଙ୍କା ହୋଇଛି - ମୋଟ ଜମା ସହିତ ଖୁଚୁରା ଅଂଶ ୭୨ ପ୍ରତିଶତ ହୋଇଛି - ସିଏଆର ଅନୁପାତ ୧୭.୮ ପ୍ରତିଶତ ରହିଛି - ମୋଟ…

କୃଷି ଓଡ଼ିଶା ୨୦୨୬ ଉଦଘାଟିତ

ଭୁବନେଶ୍ୱର- ୨୨/୦୧/୨୦୨୬ : କୃଷି ଓଡ଼ିଶା-୨୦୨୬ ଆଜି ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। କୃଷି ଓଡ଼ିଶା ନବସୃଜନ, ବଜାର ସଂଯୋଗ ଓ ସ୍ଥାୟୀ…

Kelucharan Mohapatra ଙ୍କ ଜନ୍ମଶତବାର୍ଷିକୀ ଓଡ଼ିଶା ଓ ଲଣ୍ଡନରେ ପାଳନ ହେବ

ଭୁବନେଶ୍ୱର, ୨୨.୧ : ଓଡ଼ିଶୀଗୁରୁ ପଦ୍ମବିଭୂଷଣ Kelucharan Mohapatraଙ୍କର ଜନ୍ମଶତବାର୍ଷିକୀ ପାଳନ ନିମିତ୍ତ ଲଣ୍ଡନଠାରେ ‘କଳା ଦି ଆର୍ଟସ୍ ଚାରିଟି’ର ସଂସ୍ଥାପକ ନୃତ୍ୟଶିଳ୍ପୀ ସୁସ୍ମିତା ପତି ଉଦ୍ୟମ ଆରମ୍ଭ କରିଛନ୍ତି। ୧୯୯୬ ମସିହାରୁ ଲଣ୍ଡନଠାରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଉଦ୍ୟମ…

Reliance Foundation : ଦୃଷ୍ଟିବାଧିତ ସମୁଦାୟ ପାଇଁ ନୀତା ଅମ୍ବାନୀଙ୍କ ବଡ଼ ଘୋଷଣା, ରିଲାଏନ୍ସ ଫାଉଣ୍ଡେସନ୍ ୫ କୋଟି…

ମୁମ୍ବାଇ: ନ୍ୟାସନାଲ୍ ଆସୋସିଏସନ୍ ଫର୍ ଦି ବ୍ଲାଇଣ୍ଡ (ଏନଏବି) ଇଣ୍ଡିଆର ୭୫ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହରେ, Reliance Foundationର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷା ନୀତା ଅମ୍ବାନୀ ଦୃଷ୍ଟିବାଧିତଙ୍କ ପାଇଁ Reliance Foundation ପକ୍ଷରୁ ୫ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଘୋଷଣା…