Browsing Category
ବାଣିଜ୍ୟ
ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ
ଭୁବନେଶ୍ୱର, ୨୮/୦୧/୨୦୨୬:'ସମସ୍ତଙ୍କ ପାଇଁ ଏଆଇ' ମିଶନର ଅଂଶ ସ୍ୱରୂପ, ରିଲାଏନ୍ସ ଜିଓ ସାରା ଓଡ଼ିଶାରେ ଜିଓ ଏଆଇ କ୍ଲାସରୁମ୍ ପ୍ରୋଗ୍ରାମ ଜରିଆରେ ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ସାରା ଓଡ଼ିଶାରେ…
କିଟ୍ ଓ କିସ୍ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର,: କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଶ୍ରୀଲଙ୍କା ସାଂସଦ ନାମଲ ରାଜପକ୍ଷ ସୋମବାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ପରେଡ ଅଭିବାଦନ ଗ୍ରହଣ କରି କିଟ୍ ଓ କିସ୍…
ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସ ନିଶ୍ଚିତ ଜୀବନବ୍ୟାପୀ ଆୟ ଅନ୍ତର୍ଗତ ‘ସ୍ୱାଭିମାନ ରିଟାଏରମେଣ୍ଟ ପ୍ଲାନ’ର…
ଭୁବନେଶ୍ୱର: ଭାରତର ପ୍ରମୁଖ ଘରୋଇ ଜୀବନ ବୀମାକାରୀମାନଙ୍କ ମଧ୍ୟରୁ ଗୋଟିଏ, ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସ, ଆଜି ଭାରତୀ ଆକ୍ସା ଲାଇଫ୍ ‘ସ୍ୱାଭିମାନ ରିଟାଏରମେଣ୍ଟ ପ୍ଲାନ'ର ଶୁଭାରମ୍ଭ ଘୋଷଣା କରିଛି, ଏହା ଏକ ଅଣ-ଲିଙ୍କ୍ଡ୍, ଅଣ-ଭାଗୀଦାର ବ୍ୟକ୍ତିଗତ ସ୍ଥଗିତ ବାର୍ଷିକୀ ଯୋଜନା ଯାହା…
Best Regional PR Award : Advento communications କୁ ମିଳିଲା ରିଜିଓନାଲ ପିଆର ଆୱାର୍ଡ
ଭୁବନେଶ୍ୱର: PR କ୍ଷେତ୍ରରେ ଭଲ କାମକୁ ସମ୍ମାନ ଜଣାଇବା ପାଇଁ, IRPRA ୨୦୨୫ ବର୍ଷର ବିଜେତା ଏଜେନ୍ସି ଓ ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା କରିଛି । Advento communications ଶୀର୍ଷ ୨୦ଟି ପିଆର ଏଜେନ୍ସି ମଧ୍ୟରେ ଏକ ସ୍ଥାନ ପାଇବା ସହିତ Best Regional PR Awardରେ ସମ୍ମାନିତ ହୋଇଛି ।…
ଗୁଡ୍ ଗେମ୍ର ଗ୍ଲୋବାଲ ଆମ୍ବାସାଡର ହେଲେ ପନ୍ତ ଏବଂ ସାମନ୍ଥା
ନୂଆଦିଲ୍ଲୀ, ୨୮ ଜାନୁଆରୀ ୨୦୨୬: ବିଶ୍ୱର ପ୍ରଥମ ଆଜ୍-ଲାଇଭ ଗ୍ଲୋବାଲ ଗେମିଂ ରିଅଲିଟି ଶୋ’ ଗୁଡ୍ ଗେମ୍ ପକ୍ଷରୁ ଭାରତର ପ୍ରଥମ ଗ୍ଲୋବାଲ ଗେମିଂ ସୁପରଷ୍ଟାରଙ୍କ ସନ୍ଧାନ କରିବା ପାଇଁ ଭାରତରେ ଏହାର ଲଂଚ ଘୋଷଣା କରାଯାଇଛି। ଲୋକପ୍ରିୟ ଅଭିନେତ୍ରୀ, ଉଦ୍ୟୋଗୀ ଓ ୟୁଥ୍ ଆଇକନ ସାମନ୍ଥ ରୁଥ୍…
ଆକ୍ସିସ୍ ବ୍ୟାଙ୍କର ତୃତୀୟ ତ୍ରୈମାସିକରେ ଜମା ଓ ଅଗ୍ରୀମରେ ଯଥାକ୍ରମେ ୧୫% ଓ ୧୪% ବୃଦ୍ଧି
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନି ୬୪୯୦ କୋଟି ଟଙ୍କାର ନିଟ୍ ଅଭିବୃଦ୍ଧି ହାସଲ କରିଛି। ବ୍ୟାଙ୍କର ନିଟ୍ ସୁଧ ଆୟ ବାର୍ଷିକ…
ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିରେ ଆୟୋଜିତ ହେବ ଚତୁର୍ଥ ବ୍ୟାଙ୍କର୍ସ କନକ୍ଲେଭ
ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ସ୍କୁଲ୍ ଅଫ୍ କମର୍ସ ଏବଂ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପକ୍ଷରୁ ୨୦୨୬ ଶିକ୍ଷାବର୍ଷ ପାଇଁ ଦୁଇ ବର୍ଷିଆ ପୂର୍ଣ୍ଣକାଳୀନ ଏମବିଏ (ଫିନ୍ଟେକ୍) ପ୍ରୋଗ୍ରାମ ଆରମ୍ଭ କରାଯାଇଛି।
ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ)…
ରେନୋ ପୁନର୍ବାର ନେଇଆସିଛି ଏହାର ଆଇକନିକ୍ ଡସ୍ଟର
ରେନୋ ଡସ୍ଟର ଏକ ସମ୍ପୂର୍ଣ୍ଣ ଆଧୁନିକ ଓ ଷ୍ଟାଇଲିଶ୍ ନୂଆ ଜେନେରେସନ ସହ ପ୍ରତ୍ୟାବର୍ତ୍ତନ କରିଛି, ଯାହା ତାହାର ଅଦ୍ଭୁତ ରାଇଡ୍ କ୍ୱାଲିଟି ଏବଂ ହାଣ୍ଡଲିଂର ଆଇକନିକ୍ ପରିଚୟକୁ ଅତୁଟ ରଖିଛି।
ଏହି ଏସୟୁଭି ରେ ଦୁଇଟି ଟର୍ବୋ ପେଟ୍ରୋଲ୍ ଇଞ୍ଜିନ୍— ଟର୍ବୋ ଟିସିଇ ୧୬୦ ଓ ଟର୍ବୋ!-->!-->!-->!-->…
ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ଢେଙ୍କାନାଳରେ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ
ଢେଙ୍କାନାଳ, ୨୭ ଜାନୁଆରୀ, ୨୦୨୬: ଟାଟା ଷ୍ଟିଲ ଫାଉଣ୍ଡେସନ, ଜାମସେଦପୁର କର୍କଟ ସୋସାଇଟି ସହିତ ଟାଟା ଷ୍ଚିଲର ନିଜସ୍ୱ ହସପିଟାଲ, ମେହେରବାଇ ଟାଟା ମେମୋରିଆଲ ହସ୍ପିଟାଲ ମାଧ୍ୟମରେ, ଢେଙ୍କାନାଳରେ ସ୍ଥାନୀୟ ଗ୍ରାମାବାସୀଙ୍କ ପାଇଁ ପ୍ରାଥମିକ କର୍କଟ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସୁବିଧା…
ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ, - କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଗର୍ବର ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ପବିତ୍ର ଅବସରରେ ସେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭାରତର ଗଣତାନ୍ତ୍ରିକ…