Browsing Category
ବାଣିଜ୍ୟ
ଏସ୍ବିଆଇ ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ୩୧,୩୨୬ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ…
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ୩୧,୩୨୬ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି ଯାହା ଗୋଟିଏ ବର୍ଷ ପୂର୍ବରୁ ସମାନ ସମୟରେ ୨୬,୨୫୬ କୋଟି ଟଙ୍କା ଥିଲା। ନିୟମିତ ପ୍ରିମିୟମରେ କମ୍ପାନି ୧୫…
ହକି ଇଣ୍ଡିଆ ଲିଗ୍-୨୦୨୬: ଚମକିଲେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍ପିସି କ୍ୟାଡେଟ୍
ଭୁବନେଶ୍ୱର, ୨୯ ଜାନୁଆରୀ, ୨୦୨୬: ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ୨୦୨୬ରେ ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଏନ୍ଟିଏଚ୍ଏଚ୍ପିସି) ର କ୍ୟାଡେଟ୍ମାନେ ଚମତ୍କାର କ୍ରୀଡ଼ା ପ୍ରଦଶର୍ନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏଚ୍ଆଇଏଲ୍ର ଏହି ସିଜିନରେ ଏକାଡେମୀର ମୋଟ ୮…
ଟିପିସିଓଡିଏଲ୍ର ସ୍ମାର୍ଟ ବନାମ ଷ୍ଟାଟିକ୍ ମିଟର ତୁଳନାତ୍ମକ ପ୍ରଦର୍ଶନୀ ଅଭିଯାନ
ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୬: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ଏହାର ସେବାଯୋଗାଣ ଅଞ୍ଚଳରେ ଥିବା ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଆରମ୍ଭ କରାଯାଇଥିବା 'ସ୍ମାର୍ଟ ବନାମ ଷ୍ଟାଟିକ୍ ମିଟର ତୁଳନାତ୍ମକ ପ୍ରଦର୍ଶନୀ' ପଦକ୍ଷେପକୁ…
କର୍ମନିଯୁକ୍ତି ଓ ଆର୍ଥିକ ବିକାଶରେ ପ୍ରତିବନ୍ଧକ ସାଜିଛି ଅବ୍ୟବହୃତ ଖଣିଜ ସମ୍ପଦ
ଭବାନୀପାଟଣା : ନିଯୁକ୍ତି, ଜୀବିକା ଓ ଆଂଚଳିକ ସମାନତା ଉପରେ କାର୍ଯ୍ୟ କରୁଥିବା ଏକ ନୀତି-କେନ୍ଦ୍ରିତ ବିକାଶମୂଳକ ସଂସ୍ଥା ପ୍ରହାର ପକ୍ଷରୁ ଭବାନୀପାଟଣାର ହୋଟେଲ ମିଡ୍ଟାଉନଠାରେ ‘ସାଉଥ-ୱେଷ୍ଟ ଓଡିଶା: ଇକୋନୋମିକ ଆଣ୍ଡ ଏମ୍ପେ୍ଲାୟମେଂଟ ଗ୍ରୋଥ, ଚ୍ୟାଲେଞ୍ଜ୍ସ ଆଣ୍ଡ ଅପର୍ଚ୍ୟୁନିଟିଜ୍’…
ଟାଟା ପ୍ଲେ ପକ୍ଷରୁ ନୂଆ ଚ୍ୟାନେଲ ଓଡିଆ ମନୋରଂଜନ ର ଶୁଭାରମ୍ଭ
ଭୁବନେଶ୍ୱର : ଟାଟା ପ୍ଲେ ପକ୍ଷରୁ 'ଟାଟା ପ୍ଲେ ଓଡ଼ିଆ ମନୋରଞ୍ଜନ' ନାମକ ଏକ ନୂଆ ଚ୍ୟାନେଲର ଶୁଭାରମ୍ଭ କରାଯାଇଛି । ଏହି ସେବା ବିଶେଷ କରି ଓଡ଼ିଆ ଭାଷାଭାଷୀ ଦର୍ଶକଙ୍କ ପାଇଁ ସଂଗୃହିତ ଚଳଚ୍ଚିତ୍ର, ଟିଭି ଶୋ, ଯାତ୍ରା, ଭକ୍ତି ବିଷୟବସ୍ତୁ ଏବଂ ସଙ୍ଗୀତର ଏକ ବିବିଧ ମିଶ୍ରଣ ଆଣିଛି । ଏହି…
ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଆୟୋଜିତ
ଭୁବନେଶ୍ବର, ୨୯ ଜାନୁଆରୀ ୨୦୨୬: ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ କରାଯାଇଛି । ରାଜ୍ୟର ସମସ୍ତ ୨୩୦ ଗୋଟି ସରାକରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।…
ଆଦିତ୍ୟ ବିର୍ଲା ସନଲାଇଫ ଇନସ୍ୟୁରାନ୍ସର ଅ-ନିଶ୍ଚିତ ସୂଚୀ ୨.୦
ଭୁବନେଶ୍ୱର: ଆର୍ଥିକ ଚାପ, ସ୍ୱାସ୍ଥ୍ୟସେବା ଚିନ୍ତା, କର୍ମ-ଜୀବନ ସନ୍ତୁଳନ ଏବଂ ବ୍ୟାପକ ସାମାଜିକ ଆହ୍ୱାନ ପ୍ରଭାବରେ ଭାରତରେ ଅନିଶ୍ଚିତତା ବୃଦ୍ଧି ପାଇଛି। ଆଦିତ୍ୟ ବିର୍ଲା ସନଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଅ-ନିଶ୍ଚିତ ସୂଚୀ ୨.୦ରେ ଭାରତର ଉଦବେଗ ସୂଚୀ ୭୯ ରହିଛି।…
ବନ୍ଧନ ବ୍ୟାଙ୍କ ପକ୍ଷରୁ ସାଧାରଣ ସଂଚୟ ଖାତା ପାଇଁ ମାସିକ ହାରାହାରି ବାଲାନ୍ସରେ ହ୍ରାସ
ଭୁବନେଶ୍ୱର: ବ୍ୟାଙ୍କିଂ ସମାଧାନ ପହଂଚାଇ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସଶକ୍ତ କରିବା ପାଇଁ ରହିଥିବା ନିଜ ପ୍ରତିବଦ୍ଧତାକୁ ଏହି ଗଣତନ୍ତ୍ର ଦିବସରେ ବନ୍ଧନ ବ୍ୟାଙ୍କ ଦୋହରାଇଛି। ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଓ ଗ୍ରାହକ- କୈନ୍ଦ୍ରୀକତା ଲକ୍ଷ୍ୟ ଅନୁସାରେ ବ୍ୟାଙ୍କ ତରଫରୁ ସାଧାରଣ ସଂଚୟ…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ୨୫ତମ ସିଆଇଇ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ପ୍ରଦର୍ଶିତ ‘ଏନର୍ଜି ପାଭିଲିୟନ’…
ରାଉରକେଲା, ୨୮ ଜାନୁଆରୀ ୨୦୨୬: ୨୫ତମ ସିଆଇଇ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ପ୍ରଦର୍ଶିତ ଷ୍ଟଲ୍ ‘ଏନର୍ଜି ପାଭିଲିୟନ’କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ୨୭ ଜାନୁଆରୀ (ଗତକାଲି) ଉଦଘାଟନ କରିଛନ୍ତି । ଏହି ଷ୍ଟଲରେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ…
ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା କନକ୍ଲେଭରେ ଶକ୍ତି ବିଭାଗର ପାଭିଲିୟନକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଉରକେଲାରେ ଚାଲିଥିବା ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶାର ଶକ୍ତି କ୍ଷେତ୍ରରେ ଭିଜନକୁ ପ୍ରଦର୍ଶନ କରିବା ପାଇଁ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଏକ ପାଭିଲିୟନ ଖୋଲାଯାଇଛି। ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଏହି ପାଭିଲିୟନର…