Browsing Category

ବାଣିଜ୍ୟ

ନୀମ୍ ଓ ଟୀ ଟ୍ରି ରେଞ୍ଜ୍‌ର ଉନ୍ମୋଚନକୁ ସେଲିବ୍ରେଟ୍ କରିଛି ଅରୋମା ମ୍ୟାଜିକ୍ ଇଣ୍ଡିଆ

ଭୁବନେଶ୍ୱର : ବ୍ଲସମ୍ କୋଚର୍ ଅରୋମା ମ୍ୟାଜିକ୍ ଗର୍ବର ସହ ଏହାର ନୂଆ ନୀମ୍ ଓ ଟୀ ଟ୍ରି ରେଞ୍ଜ୍‌ର ଲଂଚ୍ ଘୋଷଣା କରିଛି । ଏହି ରେଞ୍ଜ୍‌ରେ ୬ଟି ପ୍ରଡକ୍ଟ ରହିଛି ଏବଂ ଏଥିରେ ନୀମ୍ ଓ ଟୀ ଟ୍ରି ଅଛି ଯାହା ଆଂଟିଅକ୍ସିଡାଂଟ୍‌ରେ ସମୃଦ୍ଧ ଅଟେ ଏବଂ ଏଥିରେ ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳମୟ କରିବା…

ଡିଏସ୍‌ପି ମ୍ୟୁଚୁଅଲ ଫଣ୍ଡ ଆଣିଛି ନିବେଶକମାନଙ୍କ ପାଇଁ ବର୍ଷର ଶେଷ ଇକ୍ୱିଟି ଯୋଜନା

ଭୁବନେଶ୍ୱର : ନବୀନତମ ଆର୍ଥିକ ଧାରା ଏବଂ ଅନ୍ତର୍ଦୃଷ୍ଟିକୁ ଟ୍ରାକ କରୁଥିବା ଏହାର ମାସିକ ରିପୋର୍ଟ ନେତ୍ରା’ରେ ଡିଏସ୍‌ପି ମ୍ୟୁଚୁଅଲ ଫଣ୍ଡ କହିଛି ଯେ ୨୦୨୨ର ପ୍ରଥମ ଦଶ ମାସରେ ଏକ ଖରାପ ପ୍ରଦର୍ଶନ ପରେ ଇକ୍ୱିଟି ବଜାର ଶେଷରେ ନିବେଶକମାନଙ୍କ ପାଇଁ ବର୍ଷ ଶେଷ ଖୁସି ଆଣିବା ଭଳି ଦେଖାଯାଉଛି ।…

ସୀମାଶୁଳ୍କ ଅଧିନିୟମ, ୧୯୬୨ର ୬୦ତମ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର :ଭୁବନେଶ୍ୱର, ନାଲ୍‌କୋ ଛକସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଅଡିଟୋରିୟମରେ ଚଳିତ ୫ ଡିସେମ୍ବର ୨୦୨୨ରେ ସୀମାଶୁଳ୍କ ଆୟୋଗ, ଭୁବନେଶ୍ୱର ପକ୍ଷରୁ କଷ୍ଟମ୍‌ସ ଆକ୍ଟ ବା ସୀମଶୁଳ୍କ ଅଧିନିୟମ ୧୯୬୨ର ୬୦ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ସରସ୍ୱତୀ ବନ୍ଦନା ପରେ …

ଓଡ଼ିଶାକୁ ମିଳିଲା ୫୨୪ କୋଟି ଜିଏସଟି କ୍ଷତିପୂରଣ ଟଙ୍କା

ଭୁବନେଶ୍ୱର: ଏପ୍ରିଲରୁ ଜୁନ୍‌, ୨୦୨୨ ଅବଧି ପାଇଁ ବଳକା ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥରାଶି ନଭେମ୍ବର ୨୪, ଗୁରୁବାର ଦିନ ଜାରି କରାଯାଇଛି । ଉପରୋକ୍ତ ପରିମାଣ ସମେତ ବର୍ତ୍ତମାନ

ଟ୍ରେଣ୍ଡ୍‌ସ ଷ୍ଟୋର ଏବେ ରାଜସୁନାଖଳା ସହରରେ

ଭୁବନେଶ୍ୱର/ ନୟାଗଡ଼: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ନୟାଗଡ଼ ଜିଲ୍ଲାର ରାଜସୁନାଖଳା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି । ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର

ବଲିଉଡ୍ ତାରକା ସଲ୍‌ମାନ ଖାନ୍‌ଙ୍କ ଷ୍ଟାଇଲିଷ୍ଟ୍ ତଥା ଚର୍ଚ୍ଚିତ ଫେସନ୍ ଡିଜାଇନର ଆସ୍‌ଲେ ରେବେଲୋଙ୍କ ଆଇଏନ୍‌ଆଇଏଫ୍‌ଡି…

ଭୁବନେଶ୍ୱର: ଚର୍ଚ୍ଚିତ ଫେସନ୍ ଡିଜାଇନ୍ ଏବଂ ବଲିଉଡ୍ ତାରକା ସଲମାନ ଖାନ୍‌ଙ୍କ ଷ୍ଟାଇଲିଷ୍ଟ୍ ଆସ୍‌ଲେ ରେବେଲୋ ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ୱର ପରିଦର୍ଶନ କରି ଏକ ସ୍ୱତନ୍ତ୍ର ଡିଜାଇନ୍ କର୍ମଶାଳାରେ ଅଂଶଗ୍ରହଣ କରିବା ସହ ଆଇଏନ୍‌ଆଇଏଫ୍‌ଡିର ଡିଜାଇନ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ…

ମହିନ୍ଦ୍ରା ପକ୍ଷରୁ ଟିଆର୍‌ଏସ୍ ଇଞ୍ଜିନିୟରିଂରେ ନୂଆ ‘ଜି୭୫ ସ୍ମାର୍ଟ’ ମୋଟର୍ ଗ୍ରେଡର୍‌ର ଶୁଭାରମ୍ଭ

ଭୁବନେଶ୍ୱର: ମହିନ୍ଦ୍ରା ଗ୍ରୁପ୍‌ର ଏକ ଅଂଶ ତଥା ମହିନ୍ଦ୍ରାର କନ୍‌ଷ୍ଟ୍ରକ୍‌ଶନ ଇକ୍ୟୁପ୍‌ମେଂଟ୍ ଡିଭିଜନ (ଏମ୍‌ସିଇ) ପକ୍ଷରୁ ଆଜି ବ୍ରାଣ୍ଡ-ନ୍ୟୁ ମହିନ୍ଦ୍ରା ରୋଡ୍‌ମାଷ୍ଟର୍ ଜି୭୫ ସ୍ମାର୍ଟ- ‘ପ୍ରଫିଟ୍ କା ପାର୍ଟନର୍‌’ର ଶୁଭାରମ୍ଭ ସହିତ ଏହାର ସଡକ ନିର୍ମାଣ ଉପକରଣ ଶୃଙ୍ଖଳାର ସମ୍ପ୍ରସାରଣ…

ୟୁନିଫର୍ମ ଆଣ୍ଡ୍ ଗାର୍‌ମେଂଟ୍‌ସ ମାନୁଫ୍ୟାକ୍‌ଚରର୍ସ ଫେୟାର୍ ୨୦୨୨ର ୫ମ ସଂସ୍କରଣ

ଭୁବନେଶ୍ୱର : ଦୁଇ ବର୍ଷର ଅନ୍ତର ପରେ ୟୁନିଫର୍ମ ଆଣ୍ଡ ଗାର୍‌ମେଂଟ୍‌ସ ମାନୁଫ୍ୟାକ୍‌ଚରର୍ସ ଫେୟାର୍ ୨୦୨୨ ପୁଣିଥରେ ଫେରିଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ, ସୋଲାପୁର ଗାର୍‌ମେଂଟ୍‌ସ ମାନୁଫ୍ୟାକ୍‌ଚରର୍ସ ଆସୋସିଏଶନ (ଏସ୍‌ଜିଏମ୍‌ଏ) ତରଫରୁ ଆଜି ଏହାର…

ଆଇସିଏଲ ଫିନକର୍ପ ପକ୍ଷରୁ ଓଡ଼ିଶାରେ ୧୩ଟି ତୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏନବିଏଫସି, ଆଇସିଏଲ ଫିନକର୍ପ ବର୍ତମାନ ଓଡ଼ିଶାରେ ୧୩ଟି ନୂତନ ଶାଖାର ଶୁଭାରମ୍ଭ କରିଛି । ଏହା ସହିତ ରାଜ୍ୟରେ ଏହାର ମୋଟ ଶାଖା ସଂଖ୍ୟା ୩୫ରେ ପହଂଚିଛି । ଗତ ଅଗଷ୍ଟରେ ଆଇସିଏଲ ଫିନକର୍ପ ଓଡ଼ିଶାରେ ଏହାର ପ୍ରବେଶର ପ୍ରଥମ…

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ନଭେମ୍ବର ୧୦ରେ ଭିସୁଟ୍‌, ବୁର୍ଲାରେ ପହଂଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଚଳିତ ମାସ ୧୦ ତାରିଖରେ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ୍‌), ବୁର୍ଲାରେ ପହଂଚିବ । ସେଠାରେ ଏକ ବୁଟ୍‌କ୍ୟାମ୍ପ୍ ଆୟୋଜନ କରାଯିବ ଯେଉଁଥିରେ…