Browsing Category

ବାଣିଜ୍ୟ

ନୂଆପଡ଼ାରେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ଶୁଭାରମ୍ଭ

ନୂଆପଡ଼ା,୪/୨/୨୦୨୩: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ନୂଆପଡ଼ା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି ।ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ

ରିଲାଏନ୍ସ ଜୁଏଲ୍‌ସରେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା

ଭୁବନେଶ୍ୱର, ୩ ଫେବ୍ରୁଆରି ୨୦୨୩: ଭାରତର ଅଗ୍ରଣୀ ଉତ୍କୃଷ୍ଟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ଗତ ୧୫ ବର୍ଷ ଧରି ଡିଜାଇନ ଉତ୍କର୍ଷ ଜରିଆରେ ଏହାର ପୃଷ୍ଠପୋଷକମାନଙ୍କୁ ରୋମାଂଚିତ କରୁଥିବା ବେଳେ କଂପାନି ଏହାର ସୋ’ରୁମ୍‌ରେ “ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’

ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରିଛି ଶାନ୍ତି ମେମୋରିଆଲ ହସ୍ପିଟାଲ

ଭୁବନେଶ୍ୱର, ୨୪ ଜାନୁଆରୀ ୨୦୨୩: ଗତ ଜାନୁଆରୀ ୨୨ ତାରିଖରେ ଆଇଟିସି ୱେଲ୍‌କମ୍‌ରେ ଆୟୋଜିତ ଟାଇମ୍‌ସ ହେଲ୍‌ଥ ଆଇକନ୍ -୨୦୨୩ର ଏକ କାର୍ଯ୍ୟକ୍ରମରେ ଶାନ୍ତି ମେମୋରିଆଲ ହସ୍ପିଟାଲକୁ ଦୁଇଟି ପ୍ରତିଷ୍ଠିତ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଥମ ସମ୍ମାନ ହସ୍ପିଟାଲର ମୁଖ୍ୟ ସର୍ଜନ୍ ଓ ସିଏମ୍‌ଡି…

ଭୁବନେଶ୍ୱର ସହରରେ ନୂଆ ସେଲ୍‌ସ ଓ ସର୍ଭିସ୍ ଟଚ୍‌ପଏଂଟ୍‌ର ଉଦ୍‌ଘାଟନ କରିଛି ଫକ୍ସୱାଗନ୍ ଇଣ୍ଡିଆ

ଭୁବନେଶ୍ୱର, ମୁମ୍ବାଇ : ଫକ୍ସୱାଗନ୍ ପାସେଞ୍ଜର କାର୍‌ସ ଇଣ୍ଡିଆ ଭୁବନେଶ୍ୱରରେ ଏକ ନୂଆ ସେଲ୍‌ସ ଓ ସର୍ଭିସ୍ ଟଚ୍‌ପଏଂଟ୍‌ର ଉଦ୍‌ଘାଟନ କରିଛି । ଓଏସ୍‌ଏଲ ଗ୍ରୁପ୍‌ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କ ତତ୍ୱାବଧାନରେ ଏହାର ସେଲ୍‌ସ ଟଚ୍‌ପଏଂଟ୍ ପାହାଳରେ ଏବଂ ସର୍ଭିସ୍ ଟଚ୍‌ପଏଂଟ୍ ଭାନପୁରରେ…

ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛି ଇଭୋସ୍ ବିଲ୍ଡକନ୍

ଭୁବନେଶ୍ୱର : ଯୁବ ଓ ପ୍ରତିଭାଶାଳୀ ବ୍ୟବସାୟୀ କଳିଙ୍ଗ କେଶରୀ ରଥଙ୍କ ନିଜସ୍ୱ ପ୍ରକଳ୍ପ ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଓଡିଶାର ଏକ ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରିଅଲ୍ ଇଷ୍ଟେଟ୍ କମ୍ପାନୀ । ଇଭୋସ୍ ଦୁବାଇ ଏବଂ ସାଉଦି ଆରବ, ଇଂଲଣ୍ଡ,  କୁୱେତ ଭଳି ଅନ୍ୟ ୧୨ଟି ଦେଶରେ ବାସ…

ଷ୍ଟାର୍ଟଅପ୍ ଫେଷ୍ଟ୍ ୨୦୨୩ରେ ୧୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଦେଶର ଉଦ୍ୟମିତା ଭାବକୁ ପାଳନ କରିବା ଲାଗି ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଅଟଳ ଇନକୁବେସନ ସେଂଟର-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ (ଏଆଇସି-ନାଳନ୍ଦା) ପକ୍ଷରୁ ଭୁବନେଶ୍ୱରରେ ଷ୍ଟାର୍ଟଅପ୍ ଫେଷ୍ଟ ୨୦୨୩ ଆୟୋଜନ କରାଯାଇଛି ଯେଉଁଥିରେ ୧୫୦୦ରୁ ଅଧିକ…

ରିଅଲ୍‌ମିର ନୂଆ ରିଅଲ୍‌ମି ୧୦ ସ୍ମାର୍ଟଫୋନ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଏହାର ରିଅଲ୍‌ମି ୧୦ ସିରିଜ୍‌ରେ ନୂଆ ସ୍ମାର୍ଟଫୋନ୍ ରିଅଲ୍‌ମି ୧୦ର ଶୁଭାରମ୍ଭ ଘୋଷଣା କରାଯାଇଛି । ଅପ୍‌ଗ୍ରେଡେଡ୍ ଟେକ୍ନୋଲୋଜି, ଅତ୍ୟାଧୁନିକ ଫିଚର ଓ ପ୍ରଦର୍ଶନ ସହିତ ରିଅଲ୍‌ମି ଚଳିତ ନବବର୍ଷରେ…

ନୂଆ ଫଣ୍ଡ୍ ଅଫରିଙ୍ଗ୍ ଏଚ୍‌ଏସ୍‌ବିସି ମଲ୍ଟିକ୍ୟାପ୍ ଫଣ୍ଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଏଚ୍‌ଏସ୍‌ବିସି ମ୍ୟୁଚୁଆଲ ଫଣ୍ଡ୍ ପକ୍ଷରୁ ଏହାର ଏକ ଓପନ୍‌-ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ଏଚ୍‌ଏସ୍‌ବିସି ମଲ୍ଟି କ୍ୟାପ୍ ଫଣ୍ଡ୍‌ର ଶୁଭାରମ୍ଭର ଘୋଷଣା କରାଯାଇଛି । ଏହା ଲାର୍ଜକ୍ୟାପ୍‌, ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଷ୍ଟକ୍‌ଗୁଡିକରେ ନିବେଶ କରିଥାଏ । ଏହି ନୂଆ ଫଣ୍ଡ୍ ଅଫରିଙ୍ଗ୍…

ଜିଓ ପକ୍ଷରୁ ଓଡ଼ିଶାରେ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର, ୦୫/୦୧/୨୦୨୩: ମାନ୍ୟବର କେନ୍ଦ୍ର ଯୋଗାଯୋଗ, ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଅତୁଲ୍ୟ ଭାରତର ଆତ୍ମା ଭାବେ ପରିଚିତ ଓଡ଼ିଶାରେ ଜିଓ

ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଉତ୍ପାଦନ କେବଳ ଯାନ୍ତ୍ରିକୀକରଣ ଦ୍ୱାରା ସମ୍ଭବ: ବିଶେଷଜ୍ଞ

ଭୁବନେଶ୍ୱର: ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି କୃଷି କାର୍ଯ୍ୟର ଯାନ୍ତ୍ରିକୀକରଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ଲାଗି ବିଶେଷଜ୍ଞମାନେ ଆହ୍ୱାନ ଦେଇଛନ୍ତି । ସେମାନେ କହିଛନ୍ତି ଯେ ଭାରତରେ ଅଧିକାଂଶ ଚାଷୀଙ୍କ ପାଖରେ ୧୦ ଏକର ଭିତରେ ଜମି ରହିଛି । ଏତେ କମ୍ ପରିମାଣର ଜମି…