Browsing Category

ବାଣିଜ୍ୟ

ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର୍‌ର ଭବ୍ୟ ଶୁଭାରମ୍ଭ

ମୁମ୍ବାଇ: ଦେଶବିଦେଶର କଳାକାର, ଧର୍ମ ଗୁରୁ, କ୍ରୀଡ଼ା ଓ ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଶୁକ୍ରବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରର ଭବ୍ୟ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ଓ ନିର୍ଦେଶିକା ଝିଅ ଇଶା

ସୁର୍‌ୟା ରୋଶ୍‌ନିର ହାଇ ୱାଟେଜ୍ ବ୍ୟାଟେନ୍‌ର ବଜାର ପ୍ରବେଶ

ଭୁବନେଶ୍ୱର : ଲାଇଟିଙ୍ଗ୍‌, ଫ୍ୟାନ୍‌, ହୋମ୍ ଆପ୍ଲାଏନ୍ସ, ଷ୍ଟିଲ୍ ପାଇପ୍ ଓ ପିଭିସି ପାଇପ୍ ପାଇଁ ଭାରତର ଅନ୍ୟତମ ବିଶ୍ୱସନୀୟ ବ୍ରାଣ୍ଡ ସୁର୍‌ୟା ରୋଶ୍‌ନି ପକ୍ଷରୁ ନିକଟରେ ‘ମେଟାଲିକା’ ସିରିଜ୍ ସହିତ ଏହାର ବିସ୍ତୃତ ରେଞ୍ଜର ହାଇ ୱାଟେଜ୍ ବ୍ୟାଟେନ୍‌ର ଉନ୍ମୋଚନ କରାଯାଇଛି । ଏହି ଉତ୍ପାଦର…

ଏବେ ଭାରତର ୫୦୦ଟି ସହରରେ ଏୟାରଟେଲ୍ ୫ଜି ପ୍ଲସ୍ ଉପଲବ୍ଧ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା ଏୟାରଟେଲ୍‌, ଏବେ ଦେଶର ୫୦୦ଟି ସହରରେ ଗ୍ରାହକଙ୍କ ପାଇଁ ଏହାର ଅଲ୍‌ଟ୍ରା-ଫାଷ୍ଟ୍ ୫ଜି ସେବା ଉପଲବ୍ଧ କରାଇଥିବା ନେଇ ଘୋଷଣା କରିଛିି । ଏୟାରଟେଲ୍ ନିଜ ନେଟ୍‌ୱର୍କରେ ୨୩୫ଟି ସହରକୁ ଅନ୍ତର୍ଭୁକ୍ତ କରିଛି ଯାହା ଏହାକୁ ବର୍ତମାନର

ମାନ୍ଦାବସ୍ଥା ସତ୍ୱେ ବଜାୟ ରହିବ ଗ୍ୟାଲାକ୍ସି ଏସ୍‌୨୩ ସିରିଜ୍ ଭଳି ଫୋନ୍‌ଗୁଡିକର ଚାହିଦା

ଭୁବନେଶ୍ୱର: ଅର୍ଥନୈତିକ ମନ୍ଥରତା ସତ୍ୱେ ଭାରତରେ ପ୍ରିମିୟମ ସ୍ମାର୍ଟଫୋନ୍ ବଜାରରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସାମ୍‌ସଙ୍ଗ ଇଲେକ୍‌ଟ୍ରୋନିକ୍ସର ମୋବାଇଲ ଏକ୍ସପେରିଏନ୍ସ ବିଜ୍‌ନେସ୍‌ର ଅଧ୍ୟକ୍ଷ ଓ ମୁଖ୍ୟ ଡା. ଟିଏମ୍ ରୋ । ଡା. ରୋ’ଙ୍କ ମତରେ, ‘ଭାରତରେ ୪୦୦ ଡଲାର୍ ରୁ…

ଏୟାରଟେଲ୍ ପକ୍ଷରୁ ୫ଜି ଗ୍ରାହକଙ୍କ ପାଇଁ ‘ଅନ୍‌ଲିମିଟେଡ୍ ଡାଟା ଅଫର୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ଆଜି ଉପଭୋକ୍ତାଙ୍କୁ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କର ଶକ୍ତିର ଅନୁଭୂତି ପାଇବା ପାଇଁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ସହିତ ଏହାର ୫ଜି ଗ୍ରାହକଙ୍କ ପାଇଁ ଅନ୍‌ଲିମିଟେଡ୍ ୫ଜି ଡାଟାର…

ଭୁବନେଶ୍ୱରରେ ସାମସଙ୍ଗ ଇନୋଭେସନ କ୍ୟାମ୍ପସର ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀଙ୍କ ସ୍ନାତକୋତର ହାସଲ

ଭୁବନେଶ୍ୱର: ସାମସଙ୍ଗ ଇଣ୍ଡିଆର ଫ୍ଲାଗସିପ ସିଏସଆର ପ୍ରୋଗ୍ରାମ, ସାମସଙ୍ଗ ଇନୋଭେସନ କ୍ୟାମ୍ପସ ଭୁବନେଶ୍ୱରରେ ଏହାର ୮୮ ଜଣ ଛାତ୍ରଛାତ୍ରୀଙ୍କର ପ୍ରଥମ ବ୍ୟାଚ ପାଇଁ କୋଡିଂ ଓ ପ୍ରୋଗ୍ରାମିଂ, ଏଆଇ ଏବଂ ଆଇଓଟି କୋର୍ସକୁ ସମାପ୍ତ କରିଛି । ସେଂଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଂଟର, ଭୁବନେଶ୍ୱର…

ନୀଳଗିରିରେ ଖୋଲିଲା ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର

ନୀଳଗିରି, ୧୬/୩: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନୀଳଗିରି ସହରରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି ।ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ

ସନ୍ତାନର ବ୍ରାଣ୍ଡ ଆମ୍ବାସାଡର୍ ନିଯୁକ୍ତହେଲେ ଓଲିଉଡ଼୍ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର:  ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସନ୍ତାନ) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ,ଏହା ଜାତୀୟ ପୁରସ୍କାର ବିଜେତା ଓଲିଉଡ୍ ଅଭିନେତ୍ରୀ  ଅନୁ ଚୌଧୁରୀଙ୍କୁ ଏହାର ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିଯୁକ୍ତ କରିଛି । ବ୍ରାଣ୍ଡ ପକ୍ଷରୁ ଆଜି…

ଆଲମଣ୍ଡର ଉତ୍ତମତା ସହିତ ପାଳନ କରନ୍ତୁ ରଙ୍ଗର ପର୍ବ

ଭୁବନେଶ୍ୱର : ବସନ୍ତର ଆଗମନ ସହିତ ସାରା ଦେଶର ଲୋକମାନେ ବର୍ଷର ଅନ୍ୟତମ ଆନନ୍ଦମୟ ଉତ୍ସବ – ରଙ୍ଗର ପର୍ବ, ହୋଲି ପାଇଁ ପ୍ରସ୍ତୁତ ହୋଇଥାନ୍ତି! ପ୍ରତିବର୍ଷ ବସନ୍ତର ଆଗମନକୁ ସମ୍ମାନିତ କରିବା ଏବଂ ଶୀତ ଋତୁର ସମାପ୍ତିକୁ ଚିହ୍ନିତ କରିବା ପାଇଁ ହୋଲି ପାଳନ କରାଯାଏ । ଏହି ପର୍ବ ଅତ୍ୟନ୍ତ…

ଓଡିଶାର ସେଂଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜ୍‌ମେଂଟ୍ ସହ ମାରୁତି ସୁଜୁକିର ସହଭାଗିତା

ଭୁବନେଶ୍ୱର : ନିଜର ଦକ୍ଷତା ବିକାଶ ଅଭିଯାନକୁ ସମ୍ପ୍ରସାରିତ କରି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌, ଓଡିଶାର (ଭୁବନେଶ୍ୱର କ୍ୟାମ୍ପସ) ସେଂଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଂଟ୍ (ସିୟୁଟିଏମ୍‌) ସହ ଏକ ଏମ୍‌ଓୟୁ ସ୍ୱାକ୍ଷର କରିଛି । ଏହି ଏମ୍‌ଓୟୁର ଅଂଶ ଭାବେ…