Browsing Category

ଜୀବନ ଚର୍ଯ୍ୟା

ପାଚିଲା କଦଳୀକୁ ଅଧିକ ଦିନ ସତେଜ ରଖିବାକୁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ସରଳ ଉପାୟ

କଦଳୀ ଏପରି ଏକ ଫଳ ଯାହାକୁ ସମସ୍ତେ ଖାଇବା ପାଇଁ ପସନ୍ଦ କରନ୍ତି । ଫଳ ହେଉ କିମ୍ବା ପନିପରିବା ଲୋକମାନେ କିଣିଲା ବେଳେ ବହୁମାତ୍ରାରେ କଦଳୀକୁ କିଣି ଆଣିଥାନ୍ତି । କାହିଁକି ନା କଦଳୀ ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ । ଏହା ଖାଇବା ଦ୍ବାରା ଶରୀରକୁ ଆଇରନ୍ ମିଳିଥାଏ । କିନ୍ତୁ ସାଧାରଣତଃ ଘରେ କଦଳୀ…

ବର୍ଷା ଋତୁରେ ନିଶ୍ଚିତ ଖାଆନ୍ତୁ ମକା , ଟେଷ୍ଟ ସହିତ ଶରୀରକୁ ମଧ୍ୟ ମିଳିବ ଜବରଦସ୍ତ ଫାଇଦା

ବର୍ଷା ଋତୁରେ ମକା ଖାଇବାର ଏକ ଭିନ୍ନ ମଜା ରହିଛି | ଏହା ପୁଷ୍ଟିକର ଖାଦ୍ୟରେ ଭରପୂର ଥିବାରୁ ଏହାକୁ ସ୍ୱାସ୍ଥ୍ୟର ଭଣ୍ଡାର ଭାବରେ ବିବେଚନା କରାଯାଏ | ବିଶେଷଜ୍ଞମାନେ କହିଛନ୍ତି ଯେ ରନ୍ଧା ହୋଇଥିବା ମକାରେ ଭଲ ପରିମାଣର କାରୋଟିନଏଡ୍ ଭିଟାମିନ୍ ଏ ମିଳିଥାଏ, ଯାହା ଆଖି ପାଇଁ ଅତ୍ୟନ୍ତ…

ନାଗ ପଞ୍ଚମୀରେ କାଳ ସର୍ପ ଦୋଷରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାସନା

ଆଜି ହେଉଛି ନାଗ ପଞ୍ଚମୀ। ନାଗ ପଞ୍ଚମୀରେ ନାଗ ସାପ ପୂଜା କରାଯାଏ। ଶ୍ରାବଣ ମାସରେ ପଡୁଥିବା ଏହି ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶ୍ରାବଣ ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପାଇଁ ଅତ୍ୟନ୍ତ ପ୍ରିୟ । ନାଗ ପଞ୍ଚମୀରେ ଶିବଙ୍କ ସହ ସାପଙ୍କୁ ମଧ୍ୟ ପୂଜା କରାଯାଏ। ବିଶ୍ୱାସ କରାଯାଏ…

ୟୁରିକ୍ ଏସିଡ୍ ବଢ଼ିଯାଇଥିଲେ, ନିଶ୍ଚିତ କରନ୍ତୁ ଏହି ପାନୀୟଗୁଡିକର ସେବନ

ଆଜିର ବ୍ୟସ୍ତବହୁଳ ଜୀବନରେ, ଲୋକମାନେ ନିଜ କାର୍ଯ୍ୟରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ମଧ୍ୟ ସମୟ ନାହିଁ | ଏଭଳି ପରିସ୍ଥିତିରେ ଅନିୟମିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଲୋକମାନଙ୍କୁ ଅନେକ ରୋଗର ଶିକାର କରାଉଛି | ବର୍ତ୍ତମାନ, ୟୁରିକ୍ ଏସିଡ୍ ବୃଦ୍ଧି ଏକ…

ପର୍ସରେ ଟଙ୍କା ରହୁନାହିଁ କି? ତେବେ ଚିନ୍ତା କରନ୍ତୁ ନାହିଁ , ଆପଣାନ୍ତୁ ଏହି ଉପାୟ

ଆଜିର ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଟଙ୍କା । ଯଦିଓ ଏମିତି କୁହାଯାଏ ଟଙ୍କାରେ ସୁଖ କିଣାଯାଇ ପାରିବ ନାହିଁ, କିନ୍ତୁ ସତ ହେଉଛି ଯଦି ତୁମ ପାଖରେ ଟଙ୍କା ଅଛି, ତେବେ ଆଜିର ସମୟରେ ତୁମ ପାଖରେ ସବୁକିଛି ଅଛି। ଯଦି ତୁମ ପାଖରେ ଟଙ୍କା ଅଛି, ତେବେ ନିଜ ପରିବାରକୁ ଖୁସିରେ…

ଗ୍ୟାସ ସମସ୍ୟାରୁ ତୁରନ୍ତ ଆରାମ ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ୬ଟି ଉପାୟ

ପେଟରେ ଗ୍ୟାସ୍ ସମସ୍ୟା ପ୍ରାୟ ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ପେଟରେ ଗ୍ୟାସ ଅନେକ ଅଙ୍ଗକୁ ପ୍ରଭାବିତ କରିଥାଏ। ଆଜିର ଦୁନିଆରେ ଲୋକେ ନିୟମିତ ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରେ ଟ୍ରାନ୍ସ ଫ୍ୟାଟ୍, ଶର୍କରା ଏବଂ ତେଲ ରହିଥାଏ ଯେଉଁଥିପାଇଁ ପେଟରେ ସମସ୍ୟା ଦେଖାଦେଇଥାଏ।…

କିପରି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଓ ଶତ୍ରୁମାନେ ବଶୀଭୂତ ହେବେ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା…

କରୋନା ଟିକା ନେବା ପରେ କଣ ଦେଖାଦେଇପାରେ କେଶ ଝଡ଼ିବା ସମସ୍ୟା, ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ

ଦେଶରେ କରୋନା ମହାମାରୀ ବିରୋଧରେ ଟୀକାକରଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ୫୧ କୋଟିରୁ ୪୫ ଲକ୍ଷ କୋଭିଡ ଟିକା ଦିଆଯାଇଛି। ପ୍ରତିଦିନ ପ୍ରାୟ ୪୦-୫୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଏହି ସମୟରେ ଦେଶରେ କରୋନାରୁ ସୁସ୍ଥ ହାର ମଧ୍ୟ ଉଚ୍ଚ…

ନିଜ ଭାଗ୍ୟ ବଳରେ ଧନୀ ହୋଇଥାନ୍ତି ଏହି ୪ ରାଶିର ବ୍ୟକ୍ତି, ଲକ୍ଷ ପ୍ରାପ୍ତିରେ ନିଶ୍ଚୟ ହୁଅନ୍ତି ସଫଳ

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ ଯେ ବ୍ୟକ୍ତିର ଜନ୍ମ ଯେଉଁ ନକ୍ଷତ୍ର ଏବଂ ରାଶିରେ ହୋଇଥାଏ, ତାହାର ପ୍ରଭାବ ସାରାଜୀବନ ପାଇଁ ତାର ବ୍ୟକ୍ତିତ୍ୱ ଉପରେ ପଡିଥାଏ । ଲୋକଙ୍କ ଗୁଣ ଏବଂ ଅବଗୁଣ ମଧ୍ୟ ଗ୍ରହ ନକ୍ଷତ୍ର ଏବଂ ତାଙ୍କର ରାଶି ଅନୁଯାୟୀ ହୋଇଥାଏ । ଏହିପରି ୪ ଟି ରାଶି ବିଷୟରେ ଜାଣନ୍ତୁ…

ବର୍ଷା ଋତୁରେ ଖଜୁରୀର ସେବନ ଦେଇଥାଏ ଏହି ଆଠଟି ଫାଇଦା, ଖାଦ୍ୟରେ ନିଶ୍ଚିତ କରନ୍ତୁ ସାମିଲ

ଦୁନିଆରେ ଏପରି ଅନେକ ଫଳ ଏବଂ ଶୁଖିଲା ଫଳ ଅଛି, ଯାହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ| ଏଥି ମଧ୍ୟରୁ ଗୋଟିଏ ହେଉଛି ଖଜୁରୀ | ଏଥିରେ ଅନେକ ପୋଷକ ତତ୍ତ୍ୱ ଏବଂ ଖଣିଜ ପଦାର୍ଥ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖେ ଏବଂ ରୋଗକୁ ଦୂରେଇ ରଖେ | ଯେହେତୁ ଏହା…