Browsing Category
ଜୀବନ ଚର୍ଯ୍ୟା
ଶୀତଦିନେ ରୁପି ସମସ୍ୟାକୁ ନେଇ ଚିନ୍ତିତ କି? ତେବେ ଟ୍ରାଏ କରନ୍ତୁ ଭୃସୁଙ୍ଗ ପତ୍ରରୁ ପ୍ରସ୍ତୁତ ଏହି ହେୟାର ମାସ୍କ
ଶୀତ ଋତୁରେ କେଶ ଝଡ଼ିବା ସମସ୍ୟା ଅତି ସାଧାରଣ ହୋଇଥାଏ | ଏହାର ସବୁଠାରୁ ବଡ କାରଣ ହେଉଛି ରୁପି ସମସ୍ୟା | ଭୃସୁଙ୍ଗ ପତ୍ର କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ | ଏହା ଅନେକ ସୌନ୍ଦର୍ଯ୍ୟ ଏବଂ କେଶ ଯତ୍ନ ଉତ୍ପାଦରେ ବ୍ୟବହୃତ ହୁଏ |ଶୀତଦିନେ କେଶ ଝଡ଼ିବା ସମସ୍ୟା ଏବଂ ରୁପି…
ଫ୍ୟାଟି ଲିଭରର ସମସ୍ୟାକୁ ନେଇ ଚିନ୍ତିତ କି? ତେବେ ପ୍ରତିଦିନ ଏହି ଉପାୟରେ ଖାଆନ୍ତୁ ଅଅଁଳା
ସ୍ୱାସ୍ଥ୍ୟ ପାଇଁ ଅଅଁଳା କୌଣସି ବରଦାନ ଠାରୁ କମ୍ ନୁହେଁ | ଅଅଁଳା ର ଉପକାରିତାକୁ ଦେଖିଲେ ଏହାକୁ 'ସୁପରଫ୍ରୁଟ୍ସ' ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି | ଆୟୁର୍ବେଦରେ ଏହା ଅନେକ ପ୍ରକାରର ଔଷଧରେ ବ୍ୟବହୃତ ହୁଏ | ଅଅଁଳାରେ ଭିଟାମିନ୍ ସି ଭରପୂର ଅଟେ | ଏହାର ବ୍ୟବହାର ଦ୍ୱାରା ରୋଗ…
ଯଦି କେଶ ବଢ଼ୁନାହିଁ ତେବେ ନଡିଆ ତେଲ ସହିତ ବ୍ୟବହାର କରନ୍ତୁ ଏହିସବୁ ଜିନିଷ, କିଛି ଦିନ ମଧ୍ୟରେ ଦେଖିବେ ଏହାର ପ୍ରଭାବ
ପ୍ରତ୍ୟେକ ଝୁଅ ଲମ୍ବା, ମୋଟା ଏବଂ ସୁନ୍ଦର କେଶ ପସନ୍ଦ କରନ୍ତି |ଝିଅମାନେ ସେମାନଙ୍କର କେଶର ଯତ୍ନ ନେବା ପାଇଁ ବିଭିନ୍ନ ହେୟାର କେୟାର ପ୍ରଡକ୍ଟ ବ୍ୟବହାର କରନ୍ତି | ତଥାପି, ଏହା ସତ୍ତ୍ବେ, କିଛି ଝିଅଙ୍କର କେଶ ଲମ୍ବା ଏବଂ ମୋଟା ହୋଇପାରେ ନାହିଁ | ବିଶେଷଜ୍ଞଙ୍କ ଅନୁଯାୟୀ, କେଶ ଜନିତ…
ଶୀତଦିନେ ସକାଳେ ଚୋବାନ୍ତୁ ୨ଟି ତୁଳସୀ ପତ୍ର, ପାଇବେ ଏହି ୬ ଟି ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାର
ସର୍ବ ପୁରାତନ ଔଷଧୀୟ ବୃକ୍ଷ, ତୁଳସୀର ଉପଚାର ଏବଂ ସ୍ବାସ୍ଥ୍ୟବର୍ଧକ ଗୁଣ ସମଗ୍ର ବିଶ୍ୱରେ ଜଣାଶୁଣା | ତୁଳସୀ ଉଦ୍ଭିଦଗୁଡିକ ପ୍ରତ୍ୟେକ ଭାରତୀୟ ଘର ଅଗଣାରେ ଦେଖାଯାଏ | ଅନେକ ସ୍ୱାସ୍ଥ୍ୟ ଉପକାର ପାଇଁ ତୁଳସୀ ଜଣାଶୁଣା | ବିଶେଷକରି ଶୀତଦିନେ, ତୁଳସୀର ଉପକାରିତା ଆହୁରି ବଢ଼ିଯାଏ | ବିଭିନ୍ନ…
ବିଳମ୍ବିତ ରାତିରେ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ଜାଣନ୍ତୁ
ଆପଣଙ୍କର ବିଳମ୍ୱିତ ରାତି ଯାଏ ଟିଭି ଦେଖିବା ବା ସୋସିଆଲ ମିଡ଼ିଆରେ ବନ୍ଧୁଙ୍କ ସହ ଗପସପ କରିବାର ଅଭ୍ୟାସ ଅଛି କି ? ଆପଣ କଣ ଏହି ସମୟରେ ଭୋକ ଲାଗିଲେ ଅନେକ ସମୟରେ ଫାଷ୍ଟାଫୁଡ୍ ବା ସ୍ନାକ୍ସ ଖାଇ ଦିଅନ୍ତି ? ଯଦି ହଁ ତ ସୁଧୁରି ଯାଆନ୍ତୁ । ଆମେରିକା ସ୍ଥିତ ବ୍ରିଘମ ଆଣ୍ଡ ୱିମେନ୍ସ…
ଅତ୍ୟଧିକ ଗରମ ପାଣି ପିଉଥିଲେ ରୁହନ୍ତୁ ସାବଧାନ, ହୋଇପାରେ ଏହିସବୁ ସମସ୍ୟା
ଯଦି ଆପଣ ଦିନସାରା ଅନେକ ଥର ଗରମ ପାଣି ପିଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଆପଣଙ୍କର ଏହି ଅଭ୍ୟାସ କ୍ଷତି ପହଞ୍ଚାଇପାରେ। ଓଜନ ହ୍ରାସ ଏବଂ ମେଟାବୋଲିଜିମ୍ ସଠିକ୍ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଜରୁରୀ ଅଟେ, କିନ୍ତୁ ଆପଣ ଏହା କରିବା ପାଇଁ ମଧ୍ୟ ସଠିକ୍ ଉପାୟ…
ଏହି କାରଣରୁ ଦ୍ରୁତ ଗତିରେ ଝଡ଼ିଥାଏ କେଶ: କେଶରେ ଲଗାନ୍ତୁ ଏହି ଜିନିଷ, ଏହି ସମସ୍ୟାରୁ ସବୁଦିନ ପାଇଁ ପାଇବେ ମୁକ୍ତି!
ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ କେଶ ଝଡ଼ିବା ଏକ ସାଧାରଣ କଥା |ଏହି ସମସ୍ୟା ଖାଦ୍ୟ ହେତୁ କାହାକୁ ଅସୁବିଧାରେ ପକାଇଥାଏ, କେତେକଙ୍କ ପାଇଁ ଏହା ପ୍ରଦୂଷଣ ହେତୁ ମଧ୍ୟ ହୋଇଥାଏ | ଯଦି କେଶର ସଠିକ୍ ଯତ୍ନ ନିଆଯାଏ ନାହିଁ, ତେବେ ଏହା ଝଡ଼ିବା ଆରମ୍ଭ କରେ |ଏହି ସମସ୍ୟାକୁ ଏଡାଇବା ପାଇଁ, ଅଧିକାଂଶ…
ଏହି ଖାଦ୍ୟକୁ ସାରା ରାତି ଭିଜାଇ ରଖି ସକାଳୁ ଉଠି ଖାଇଲେ ମିଳିଥାଏ ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ
କିଛି ଡ୍ରାଏଫ୍ରୁଟ୍ସକୁ ରାତିରେ ବତୁରାଇ ସକାଳେ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥାଏ। ପୋଷାକ ତତ୍ତ୍ୱରେ ଭରପୁର ଖାଦ୍ୟ ଆମକୁ କେବଳ ଉର୍ଜା ଦେଇନଥାଏ ବରଂ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କିଛି ଡ୍ରାଏଫ୍ରୁଟ୍ସ ସକାଳୁ ଖାଇବା ଉଚିତ। କିନ୍ତୁ ଏହାକୁ ରାତିରେ…
୫ ଦିନ ପରେ ଆରମ୍ଭ ହେବ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ଦିନ
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଏକ ବିଶେଷ ସ୍ଥାନ ଅଛି । ଶୁକ୍ରକୁ ଭୌତିକ ସୁଖ, ବୈବାହିକ ସୁଖ, ବିଳାସପୂର୍ଣ୍ଣତା, ଖ୍ୟାତି, କଳା, ପ୍ରତିଭା, ସୌନ୍ଦର୍ଯ୍ୟ, ରୋମାନ୍ସ, କାମ-ବାସନା ଏବଂ ଫ୍ୟାଶନ୍-ଡିଜାଇନର କାରକ ଗ୍ରହ ବୋଲି କୁହାଯାଏ । ଶୁକ୍ର ଶୁଭ ହେଲେ ମା ଲକ୍ଷ୍ମୀ ବିଶେଷ ଆଶୀର୍ବାଦ…
ମୁହଁରେ ପ୍ରାକୃତିକ ଚମକ ଆଣିବାକୁ ବିଟ କୁ ଏଭଳି କରନ୍ତୁ ବ୍ୟବହାର
ବିଟ୍ ମୁହଁ ପାଇଁ ଲାଭଦାୟକ ହୋଇଥାଏ। ଏହା ମୁହଁକୁ ସତେଜ ଓ ପ୍ରାକୃତିକ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଥାଏ। ବିଟକୁ ବ୍ୟବହାର କରି ଗାଲ ଓ ଓଠକୁ ପ୍ରାକୃତିକ ରୂପେ ଗୋଲାପୀ ରଙ୍ଗ କରି ପାରିବା। ସେଥିପାଇଁ ବିଟକୁ ଛେଚି ତାକୁ ଖରାରେ ଶୁଖାଇ ଦିଅନ୍ତୁ। ଖରାରେ ଭଲ ଭାବେ ଶୁଖିଲା ପରେ ତାହକୁ ପେଷି ଗୁଣ୍ଡ…