Browsing Category

ଜୀବନ ଚର୍ଯ୍ୟା

ଓଜନ କମିବା ସହ ସ୍କିନ ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ ଆମ୍ବ

ଆମ୍ବ ଏପରି ଏକ ଫଳ ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହାର ସ୍ବାଦ ଏବଂ ମିଟା ବାସ୍ନା ପାଇଁ ଏହା ବେଶ୍ ଜଣାଶୁଣା । ଆମ୍ବକୁ ଫଳର ରାଜା ମଧ୍ୟ କୁହାଯାଏ । ସ୍ବାଦରେ ଭଲ ହେବା ସହ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏଥିରେ ଅନେକ ପ୍ରକାରର ଭିଟାମିନ୍ ଯେପରିକି ଭିଟାମିନ୍-ଏ, ସି ଏବଂ ଡି…

ଥଣ୍ଡା ପାଣି କୁ ଏପରି ପିଉଛନ୍ତି କି ? ତେବେ ସାବଧାନ….

ବର୍ତ୍ତମାନ ପ୍ରବଳ ଖରାର ପ୍ରକୋପ ସହ ଅସହ୍ୟ ଗରମ ଅନୁଭବ ହେଉଛି। ଏହି ସମୟରେ ଅଧିକ ଶୋଷ ଲାଗିବା ସାଧାରଣ କଥା। ଏହାସହ ଏହି କାରଣୁୁ ସଭିଏଁ ବିିଭିନ୍ନ ପ୍ରକାର ଥଣ୍ଡା ଓ ମୃଦୁ ପାନୀୟ ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି। ଅନେକ ସମୟରେ ଏପରି ଦେଖାଯାଏ, ଖରାରୁ ଆସି ବହୁ ଲୋକେ ସିଧାସଳଖ ଫ୍ରିଜରୁ…

ପେଟର ଚର୍ବି କମାଇବା ପାଇଁ କରନ୍ତୁ ପବନମୁକ୍ତାସନ ଆସନ

ବର୍ତ୍ତମାନ ସମୟରେ ପେଟରେ ଚର୍ବି ବଢ଼ିବା ସହ ଓଜନ ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଉଛି। ସେଥିପାଇଁ ଆଜି ଆମେ ନେଇ ଆସିଛୁ ପବନମୁକ୍ତାସନର ଉପକାର। ଏହା କରିବା ଦ୍ୱାରା ଖୁବ୍ ଶୀଘ୍ର ପେଟର ଚର୍ବି କମେଇବା ସହ ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ, ସ୍ନାୟୁ ପ୍ରଣାଳୀକୁ ଷ୍ଟିମୁଲେଟ କରିବାରେ ଏବଂ…

ଗ୍ରୀଷ୍ମ ଋତୁରେ ନିଜ ସ୍କିନର କିପରି ନେବେ ଯତ୍ନ, ଜାଣନ୍ତୁ ଉପାୟ

ଗ୍ରୀଷ୍ମ ଦିନରେ ଆପଣଙ୍କ ଚର୍ମର ଯତ୍ନ ଦେବା ନିତ୍ୟାନ୍ତ ଆବଶ୍ୟକ। ଯଦି ଆପଣ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏହାଦ୍ୱାରା ଆପଣଙ୍କ ଚର୍ମ ତେଲିଆ ହେବା ଠାରୁ ଶୁଷ୍କତା ଯାଏ ବିଭିନ୍ନ ସମସ୍ୟା ହୋଇପାର। ଏପରି ସ୍ଥିତିରେ, ବିଶେଷକରି ପୁରୁଷମାନେ…

ଗ୍ରୀଷ୍ମ ଦିନରେ ପ୍ରତିଦିନ ନଡ଼ିଆ ପାଣି ପିଇଲେ ଶରୀରକୁ ମିଳିଥାଏ ଏହି ୭ ଟି ଫାଇଦା, ଦୂରରେ ରହିଥାଏ ଅନେକ ରୋଗ

ଗ୍ରୀଷ୍ମ ଋତୁରେ ନଡ଼ିଆ ପାଣି ପିଇବାର ଅନେକ ଲାଭ ଅଛି | ଏହି କାରଣରୁ, ଆପଣଙ୍କର ଓଜନ ନିୟନ୍ତ୍ରିତ ହୁଏ ଏବଂ ଚର୍ମ ଉପରେ ଚମକ ରହିଥାଏ | ଏହା ବ୍ୟତୀତ ଗ୍ରୀଷ୍ମ ଋତୁରେ ପ୍ରତିଦିନ ନଡିଆ ପାଣି ପିଇବା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ | ଏହାକୁ ପିଇବା ପାଇଁ ମଧ୍ୟ ଉପଯୁକ୍ତ…

ଫଳ ଖାଉଥିବା ସମୟରେ ଆପଣ ମଧ୍ୟ କରୁ ନାହାନ୍ତି ତ ଏହି ଭୁଲ ? ତେବେ ଆଜି ହିଁ ସୁଧାରନ୍ତୁ

ପ୍ରତ୍ୟେକ ଋତୁରେ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ବିଶେଷ କରି ଖରାଦିନେ ଫଳ ନିଶ୍ଚୟ ଖାଇବା ଉଚିତ। ଏହାର ସେବନ ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ମାତ୍ର ଫଳର ସମ୍ପୂର୍ଣ୍ଣ ପୋଷଣ ପାଇବା ପାଇଁ ଫଳ ଖାଇବା ସମୟରେ କିଛି ବିଶେଷ ଦିଗ…

ଖରାଦିନେ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏହି ଫଳ, ମିଳିଥାଏ ଏହିସବୁ ଚମତ୍କାରୀ ଫାଇଦା

ଗତ କିଛି ବର୍ଷ ହେବ ଡ୍ରାଗନ୍- ଫ୍ରୁଟ୍‌ ତଥା ଫଳ ଭାରତରେ ବେଶ୍ ଲୋକପ୍ରିୟ ହୋଇପାରିଛି। ଏହି କମ୍ କ୍ୟାଲୋରୀଯୁକ୍ତ ଫଳରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏହି ଫଳ ଗ୍ରୀଷ୍ମ ଋତୁରେ ଲୋକଙ୍କ ପାଇଁ ବିଶେଷ ଲାଭଦାୟକ ହୋଇଥାଏ। ଭାରତରେ ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଉତ୍ପାଦନ ଗୁଡିକ ମଧ୍ୟ…

ବଢୁଥିବା କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣରେ ରଖିଥାଏ ଏହି ୪ଟି ଡ୍ରାଏ ଫ୍ରୁଟ୍ସ, ଜାଣନ୍ତୁ

ସାଧାରଣତଃ ଆପଣ ଫାଷ୍ଟଫୁଡ୍‌ ଖାଇବାକୁ ଖୁବ୍‌ ପସନ୍ଦ କରନ୍ତି । ଯାହା ଫଳରେ ଖାଉଥିବା କିଛି ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ମଣିଷର ଜୀବନଶୈଳୀ ଏବଂ ଖରାପ ଖାଇବା ଅଭ୍ୟାସ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗୁଛି। ଏପରି ପରିସ୍ଥିତିରେ, ଅନେକ ପ୍ରକାରର…

ଖରାଦିନେ ନିଜ ଡାଏଟ ରେ ନିଶ୍ଚିତ ସାମିଲ କରନ୍ତୁ ଏହିସବୁ ପାନୀୟ, ପାଇବେ ଅନେକ ଫାଇଦା

ଖରାଦିନ ଆରମ୍ଭ ହେବା ସହ ଭୀଷଣ ଗରମ ଅନୁଭବ ହେଲାଣି। ଏହି କାରଣରୁ ଲୋକଙ୍କ ଅନେକ ସମସ୍ୟା ମୁଣ୍ଡବିନ୍ଧା, ତ୍ୱଚା ସମସ୍ୟା, ଶରୀରରେ ଜଳୀୟ ଅଂଶର ଅଭାବ ଆଦି ହୋଇଥାଏ। ତେବେ ନିଜକୁ ସୁସ୍ଥ ରଖିବା ପାଇଁ ଖରାଦିନେ ୫ଟି ପାନୀୟକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ। ଖରାଦିନେ ଦହି ସରବତ…

ଦେଶୀ ଘିଅ ସହିତ ଗୁଡ ମିଶାଇ ଖାଆନ୍ତୁ, ଶରୀରରେ ହେବ ନାହିଁ ରକ୍ତର ଅଭାବ

ଦେଶୀ ଘିଅ ଏବଂ ଗୁଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ। ଗୁଡରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍, କ୍ୟାଲସିୟମ୍, ଆଇରନ୍, ଜିଙ୍କ୍ ଆଦି ପୋଷକ ତତ୍ତ୍ୱ ମିଳିଥାଏ। ସେହିପରି, ଘିଅରେ ଭିଟାମିନ୍ ଏ, ଭିଟାମିନ୍ ଇ, ଭିଟାମିନ୍ ଡି, ଫ୍ୟାଟି ଏସିଡ୍ ଆଦି ପୋଷକ ତତ୍ତ୍ୱ ରହିଥାଏ। ଯଦି ଏହି ଦୁଇଟି…