Browsing Category
ଜୀବନ ଚର୍ଯ୍ୟା
ଦାଗହୀନ ଏବଂ ଚମକିତ ସ୍କିନ ପାଇଁ ନଡ଼ିଆ ତେଲକୁ ଏହିପରି ମୁହଁରେ ଲଗାନ୍ତୁ, ଦୂର ହୋଇଯିବ କୁଞ୍ଚନ
ଗ୍ରୀଷ୍ମ ଋତୁରେ, ଗରମ ପବନ ହେତୁ, ଅନେକ ଥର ଚେହେରା ଶୁଷ୍କ ଏବଂ ଦୁର୍ବଳ ହୋଇଯାଏ | ଯଦି ଉପଯୁକ୍ତ ଯତ୍ନ ନିଆଯାଏ ନାହିଁ, ତେବେ ଚେହେରାର ଚର୍ମ ତେଜହୀନ ଦେଖାଯିବା ଆରମ୍ଭ କରେ | ଚେହେରାକୁ ସତେଜ ଏବଂ ଚର୍ମକୁ ଜୀବନ୍ତ କରିବା ପାଇଁ ଆମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁ | ତଥାପି, ଏଭଳି…
ଖରାଦିନେ ନିଜ ଡାଏଟ ରେ ନିଶ୍ଚୟ ସାମିଲ କରନ୍ତୁ ଏହି ୫ଟି ଜିନିଷ, ଦୂର ହେବ ଜଳୀୟ ଅଂଶ ର ଅଭାବ
ଖରାଦିନ ଆରମ୍ଭ ହେବା ସହ ଭୀଷଣ ଗରମ ଅନୁଭବ ହେଲାଣି। ଏହି କାରଣରୁ ଲୋକଙ୍କ ଅନେକ ସମସ୍ୟା ମୁଣ୍ଡବିନ୍ଧା, ତ୍ୱଚା ସମସ୍ୟା, ଶରୀରରେ ଜଳୀୟ ଅଂଶର ଅଭାବ ଆଦି ହୋଇଥାଏ। ତେବେ ନିଜକୁ ସୁସ୍ଥ ରଖିବା ପାଇଁ ଖରାଦିନେ ୫ଟି ପାନୀୟକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ।
ଖରାଦିନେ ଦହି ସରବତ…
ଶନିବାର ଏହି ରାଶିର ଲୋକଙ୍କୁ ମିଳିବ ଫାଇଦା ହିଁ ଫାଇଦା
ମେଷ : ବ୍ୟବସାୟରେ ସଫଳାତା ମିଳିବ। ବ୍ୟବସାୟରେ ନୂଆ ନିବେଶ କରିବେ। ବନ୍ଧୁର ସହଯୋଗ ମିଳିବ। କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ସ୍ୱାତୀ ତୁଳା ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ । ମହିଳାମାନେ…
ଆସନ୍ତୁ ଜାଣିବା ବାସ୍ତୁ ହିସାବରେ କେଉଁ ଦିଗରେ ଘଣ୍ଟା ରହିଲେ କଣ ପଡିଥାଏ ପ୍ରଭାବ
ପ୍ରତ୍ୟେକଙ୍କ ଘରେ ଘଡି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଘଡି ବା ଘଣ୍ଟା ଦ୍ୱାରା ଆମ୍ଭେମାନେ ସଠିକ ସମୟରେ ସଠିକ କାର୍ଯ୍ୟ କରିଥାଉ । କିନ୍ତୁ ବାସ୍ତୁ ହିସାବରେ ଘରେ ଦିଗ ଅନୁଯାୟୀ ଘଡି ରଖିବା ଦ୍ୱାରା ଘରେ ଭଲ କିମ୍ବା ଖରାପ ପ୍ରଭାବ ପଡିଥାଏ । ସଠିକ ଦିଗ ଦ୍ୱାରା ସକରାତ୍ମକ…
ଖରାଦିନେ ଶରୀରକୁ ଥଣ୍ଡା ରଖିବାରେ ବେଶ ସହାୟକ ହୋଇଥାନ୍ତି ଏହି ସବୁ ଖାଦ୍ୟ
ଖରାଦିନେ ସୁସ୍ଥ ରହିବା ପାଇଁ ଶରୀର ଥଣ୍ଡା ରଖିବା ନିତାନ୍ତ ଆବଶ୍ୟକ। ଖରାଦିନେ ବାହାରର ତାପମାତ୍ରା ଖୁବ ଅଧିକ। ଫଳରେ ଶରୀରର ପାଇଁ ଅନେକ ସମସ୍ୟା ହୋଇଥାଏ। ଏଥିପାଇଁ କିଛି ବିଶେଷ ଜିନିଷକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ଖରାଦିନେ ଶରୀରରେ ଜଳୀୟଅଂଶର ମାତ୍ରା ସଠିକ ରଖିବା ଆବଶ୍ୟକ।…
ଗ୍ୟାଷ୍ଟ୍ରିକ ପାଇଁ ମୁଣ୍ଡ ବିନ୍ଧା ହେଉଥିଲେ; ଫଲୋ କରନ୍ତୁ ଏହି ଟିପ୍ସ
ବର୍ତ୍ତମାନ ସମୟରେ ଏସିଡିଟି ,ଗ୍ୟାଷ୍ଟ୍ରିକ ସଭିଁଙ୍କ ପାଇଁ ବିରାଟ ସସମ୍ୟା ପାଲଟିଛି। ଅନେକ ଥର ପେଟ ଓ ଅନ୍ତନଳୀ ସମସ୍ୟା ମସ୍ତିଷ୍କ ଯାଏଁ ଜଡିତ ହୋଇ ରହିଥାଏ। କିଛି ଲୋକଙ୍କ ଅମ୍ଳ ଦୋଷ କାରଣରୁ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ। ମୁଣ୍ଡରେ ହେଉଥିବା ଏହି ଯନ୍ତ୍ରଣାକୁ ଗ୍ୟାଷ୍ଟ୍ରିକ ମୁଣ୍ଡବିନ୍ଧା…
ଫଳ ଖାଇବା ସମୟରେ ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ? ତେବେ ଆଜି ହିଁ ସୁଧାରନ୍ତୁ
ପ୍ରତ୍ୟେକ ଋତୁରେ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ବିଶେଷ କରି ଖରାଦିନେ ଫଳ ନିଶ୍ଚୟ ଖାଇବା ଉଚିତ। ଏହାର ସେବନ ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ମାତ୍ର ଫଳର ସମ୍ପୂର୍ଣ୍ଣ ପୋଷଣ ପାଇବା ପାଇଁ ଫଳ ଖାଇବା ସମୟରେ କିଛି ବିଶେଷ ଦିଗ…
ମଧୁମେହ ରୋଗୀଙ୍କ ଫାଇଁ ଅତ୍ୟନ୍ତ ଲାଭଦାୟକ ମନ୍ଦାର ଫୁଲ ଚା’, ଜାଣନ୍ତୁ ଏହାର ଉପକାରିତା
ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପରିବର୍ତ୍ତନ ଜୀବନଶୈଳୀ ଏବଂ ଖରାପ ଖାଇବା ପିଇବା ଅଭ୍ୟାସ ହେତୁ ଅଧିକାଂଶ ଲୋକ ଏହିପରି ରୋଗର ଶିକାର ହେଉଛନ୍ତି। ଏହାକୁ ଏଡାଇବା ପାଇଁ, ସମସ୍ତ ପ୍ରକାରର ଉପାୟ ଗ୍ରହଣ କରୁଥିବା ଲୋକମାନେ, ଥରେ ମନ୍ଦାର ଫୁଲ ଚା’ ଟ୍ରାଏ…
ଏହି ବାସନରେ ଖାଦ୍ୟ ପ୍ରସ୍ତୁତ କରିବା ସ୍ବାସ୍ଥ୍ୟ ପାଇଁ ହୋଇଥାଏ ଉତ୍ତମ
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଖାଦ୍ୟ ପ୍ରସ୍ତୁତ କରିବାର ଶୈଳୀ ଓ ବାସନ। ଅଧିକାଂଶ ଲୋକେ ଖାଦ୍ୟ ପ୍ରସ୍ତୁତ କରୁଥିବା ବାସନ ଉପରେ ଧ୍ୟାନ ଦେଇ ନଥାଆନ୍ତି। ସ୍ୱାସ୍ଥ୍ୟ ପାଇଁ ଖାଦ୍ୟର ଯେପରି ଗୁରୁତ୍ୱ ରହିଛି, ସେହିପରି ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର…
ଜାଣନ୍ତୁ ଶାସ୍ତ୍ର ହିସାବରେ କେଉଁ ବାରରେ କେଉଁ ରଙ୍ଗର ବସ୍ତ୍ର ପରିଧାନରେ ମିଳିଥାଏ ସୁଫଳ
ଜ୍ୟୈତିଷ ଶାସ୍ତ୍ର କିମ୍ବା ବାସ୍ତୁରେ ପ୍ରତ୍ୟେକ ଦିନ ଏବଂ ବାରର ବିଭିନ୍ନ ପ୍ରକାରର ମହତ୍ୱ ରହିଛି । ଶାସ୍ତ୍ର ଅନୁଯାୟୀ ବିଭିନ୍ନ ଦିନ ବା ବାରରେ ଆପଣଙ୍କ ପୋଷାକ ଆପଣଙ୍କ କାର୍ଯ୍ୟର ସଫଳତା କିମ୍ବା ବିଫଳତା ଉପରେ ପ୍ରଭାବ ପକାଇଥାଏ । ଗ୍ରହ ଉପଗ୍ରହମାନଙ୍କ ଉପରେ ମଧ୍ୟ ରଙ୍ଗର ପ୍ରଭାବ ପଡିଥାଏ…