Browsing Category

ଜୀବନ ଚର୍ଯ୍ୟା

ଜାଣନ୍ତୁ ଶାସ୍ତ୍ର ହିସାବରେ କେଉଁ ବାରରେ କେଉଁ ରଙ୍ଗର ବସ୍ତ୍ର ପରିଧାନରେ ମିଳିଥାଏ ସୁଫଳ

ଜ୍ୟୈତିଷ ଶାସ୍ତ୍ର କିମ୍ବା ବାସ୍ତୁରେ ପ୍ରତ୍ୟେକ ଦିନ ଏବଂ ବାରର ବିଭିନ୍ନ ପ୍ରକାରର ମହତ୍ୱ ରହିଛି । ଶାସ୍ତ୍ର ଅନୁଯାୟୀ ବିଭିନ୍ନ ଦିନ ବା ବାରରେ ଆପଣଙ୍କ ପୋଷାକ ଆପଣଙ୍କ କାର୍ଯ୍ୟର ସଫଳତା କିମ୍ବା ବିଫଳତା ଉପରେ ପ୍ରଭାବ ପକାଇଥାଏ । ଗ୍ରହ ଉପଗ୍ରହମାନଙ୍କ ଉପରେ ମଧ୍ୟ ରଙ୍ଗର ପ୍ରଭାବ ପଡିଥାଏ…

ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ପିଅନ୍ତୁ ଗୋଟିଏ ଗ୍ଲାସ୍ ପାଣି, ଦୂରେଇ ଯିବ ଅନେକ ସମସ୍ୟା

ଜଳ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ । କିନ୍ତୁ ଆପଣ ଜାଣଛନ୍ତି କି ପ୍ରତିଦିନ ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଅନେକ ରୋଗ ଆପଣଙ୍କଠାରୁ ଦୂରେଇ ରହିଥାଏ । ଘରର ବୈଜ୍ୟଷ୍ଠମାନେ ମଧ୍ୟ ଖାଲି ପେଟରେ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଏହା…

ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ଏହା ବଢାଇପାରେ କୋଲେଷ୍ଟ୍ରଲ୍

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ଯଦି ଆପଣଙ୍କ ଶରୀରରେ ଖରାପ ଏବଂ ଭଲ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ନରହିବ ତେବେ ସମସ୍ୟା ସୃଷ୍ଟି ହୋଇପାରେ ସମସ୍ତେ ଜାଣଛନ୍ତି ଯେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ନରହିଲେ ହୃଦଘାତର ସମ୍ଭାବନା ଅଧିକ ବଢିଯାଏ । ଏଭଳି ସ୍ଥିତିରେ ଆପଣଙ୍କୁ…

ଖଜୁରୀ ଖାଉଛନ୍ତି କି ଜାଣନ୍ତୁ ଏହାର ଉପକାରୀତା ଏବଂ ଅପକାରିତା ସମ୍ପର୍କରେ

ଖଜୁରୀ ବିଶ୍ୱର ଟ୍ରପିକାଲ କ୍ଷେତ୍ରରେ ଉପଲବ୍ଧ ହୋଉଥିବା ଏକ ଲାଭଦାୟକ ଫଳ । ଏହାର ବୃକ୍ଷ ପଥିକକୁ ଛାଇ ଦେଇନଥାଏ କିନ୍ତୁ ଏହାର ଫଳ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହାର ଭାରତର ଉଷ୍ମ ଜଳବାୟୁରେ ଉତ୍ପନ୍ନ ହୋଇଥାଏ । ପ୍ରାକୃତିକଭାବେ ମିଠା ହୋଇଥିବା ଖଜୁରୀ ଶରୀର ପାଇଁ ଖୁବ ଲାଭଦାୟୀ । ଏହା…

ଖରା ଦିନେ ନିୟମିତ ସାଲାଡ୍‌ ଖାଇବା ଦ୍ବାରା ଶରୀରକୁ ମିଳିଥାଏ ଅଦ୍ଭୁତପୂର୍ବ ଫାଇଦା

ସାଲାଡ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ଛୋଟରୁ ବଡ ଯାଏଁ ସମସ୍ତେ ସାଲାଡ୍‌ ଖାଆନ୍ତି । କାରଣ ସାଲାଡରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ସବୁଜ ତଥା ଗ୍ରୀନ୍‌ ସାଲାଡ ଖାଇବା ଦ୍ବାରା ଶରୀରକୁ ସୁସ୍ଥ ରଖେ। ଗ୍ରୀଷ୍ମ ଋତୁରେ ତଥା ଖରା…

ଶୁଖିଲା ତୁଳସୀପତ୍ରର ଉପକାରିତା ସଂପର୍କରେ ଜାଣନ୍ତୁ

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କୁ ଖୁବ ପବିତ୍ର କୁହାଯାଏ। ତୁଳସୀଙ୍କ ବିନା ପୂଜା ସମ୍ପୂର୍ଣ୍ଣ ହୋଇନଥାଏ ବୋଲି ମାନ୍ୟତା ରହିଛି। ନିୟମିତ ତୁଳସୀଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଓ ସନ୍ଧ୍ୟା ସମୟରେ ଦୀପ ଲଗାଇବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଏହା ବ୍ୟତୀତ ଶୁଖିଲା ତୁଳସୀପତ୍ରର…

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ଏହି ସ୍ଥାନରେ ଲଗାନ୍ତୁ ଦର୍ପଣ

ଘରେ ହେଉ କି ବାହାର ସମସ୍ତଙ୍କୁ ଦର୍ପଣ ଆବଶ୍ୟକ । ଏହାକୁ ଘରର କୌଣସି ନା କୌଣସି କୋଣରେ ଲଗା ଯାଇଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏହାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥାଏ। ଯଦି ଦର୍ପଣକୁ ସଠିକ୍ ଦିଗରେ ରଖାଯାଏ, ତେବେ ବ୍ୟକ୍ତି ଏହାର ସକରାତ୍ମକ ଫଳାଫଳ ପାଇଥାଏ। ଭୁଲ୍ ଦିଗରେ ରଖାଯାଇଥିବା…

ନିୟମିତ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ସୌନ୍ଦର୍ଯ୍ୟ ଠାରୁ ଆରମ୍ଭ କରି ଉତମ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ମିଳିଥାଏ ଅନେକ…

ବହୁ ଆଦିମ କାଳରୁ ମୁନି ଋଷିମାନେ ଯୋଗ ଆସନକୁ ମୂଳ ମନ୍ତ୍ର ରୂପେ ଗ୍ରହଣ କରିଆସିଛନ୍ତି । ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଚାପମୁକ୍ତ ରହିବା ପାଇଁ ଯୋଗଆସନକୁ ଆପଣାଇ ନେବା ଆବଶ୍ୟକ । ଯୋଗ କରିବା ଦ୍ୱାରା ଶରୀରରେ ଏକ ଭିନ୍ନ ପ୍ରକାରର ଉର୍ଜାର ସଂଚରଣ ହେବା ସହିତ ଶରୀର ଏବଂ ମନକୁ ଶାନ୍ତି…

କେଶର ମୂଳକୁ ମଜବୁତ ଏବଂ କେଶକୁ ଘନ କରିବା ପାଇଁ ବ୍ୟବହାର କରନ୍ତୁ ଏହି ହେୟାର ପ୍ୟାକ

ଲମ୍ବା ଏବଂ ଘନ କେଶ ପ୍ରତ୍ୟେକ ମହିଳାଙ୍କ ପ୍ରଥମ ପସନ୍ଦ । ପରିବେଶ ପ୍ରଦୂଷଣ, ପ୍‌ରୋଟିନର ଅଭାବ ଏବଂ କିଛି ରସାୟନିକ ଉତ୍ପାଦର ବ୍ୟବହାର ହେତୁ କେଶର ମୂଳ ଦୁର୍ବଳ ହୋଇଯାଇଥାଏ । କେଶ ଝଡା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଫଣ ଘରେ ଉପଲବ୍ଧ ହେଉଥିବା କିଛି ଉତ୍ପାଦକୁ ନେଇ ହେୟାର ପ୍ୟାକ…

ଖରାଦିନେ ଏସିଡିଟି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନେ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ। ଅନେକ ଲୋକଙ୍କର ବାନ୍ତି ଓ ପେଟ ଖରାପ ସହ ସଭିଁଙ୍କ ପାଇଁ ଏସିଡିଟି ମୁଖ୍ୟ ସମସ୍ୟା ପାଲଟିଥାଏ। କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟା ଦୂର କରି ହେବ। ଖରାଦିନେ କିଛି ବିଶେଷ ଜିନିଷ ଖାଦ୍ୟରେ ସାମିଲ…