Browsing Category
ଜୀବନ ଚର୍ଯ୍ୟା
ଗୁଡ ଖାଉଛନ୍ତି କି, ଜାଣନ୍ତୁ କଣ ମିଳିବ ଏହାର ଫାଇବା
ବହୁ ଲୋକେ ବର୍ତ୍ତମାନ ଚିନି ପରିବର୍ତ୍ତେ ଗୁଡ ଖାଇବାକୁ ପସନ୍ଦ କରୁଛନ୍ତି । ଏହା ଆଇରନର ଉତ୍ତମ ସ୍ରୋତ ହେବା ସହିତ ଶରୀରରେ ବିଭିନ୍ନ ପ୍ରକାରର ରୋଗ ନିବାରଣ କରିବା ପାଇଁ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ପ୍ରତିଦିନ ଗୁଡ ଖାଇବା ଦ୍ୱାରା କଣ ମିଳିଥାଏ ସୁଫଳ. ..
୧. ଗୁଡ ଖାଇବା ଦ୍ୱାରା…
ଏହି ମନ୍ସୁନ୍ରେ ରୋଗରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପିଅନ୍ତୁ ଏହି ୪ ପ୍ରକାର ଚା’, ମିଳିବ ଫାଇଦା
ବର୍ତ୍ତମାନ ବର୍ଷା ଋତୁ । ହଠାତ୍ ଗରମ୍ ବା ବର୍ଷ ଯୋଗୁଁ ସମସ୍ତଙ୍କର ସ୍ବାସ୍ଥ୍ୟ ବିଗିଡି ଯାଏ । ଏହି ମନସୁନ୍ ତଥା ମୌସୁମୀରେ ଗରମ ଚା ପିଇବାର ମଜା କିଛି ଅଲଗା ଥାଏ । କିନ୍ତୁ ବର୍ଷା ଋତୁରେ ଲୋକମାନେ ବାର ବାର ଚା ପିଇବା ପାଇଁ ସୁଯୋଗ ଖୋଜନ୍ତି । ଘରେ ସାଧାରଣତ କ୍ଷୀର ଚା ତିଆରି କରିବା…
ଜାଣନ୍ତୁ କିପରି କରିବେ ଆୟୁର୍ବେଦ ଉପାୟରେ ଥାଇରଏଡ ଉପଚାର
ବର୍ତ୍ତମାନ ଥାଇରଏଡର ସମସ୍ୟା ଖୁବ ବଢିଯାଇଛି । ଏହା ଏପରି ଏକ ସମସ୍ୟା ଯାହା ଥରେ ହେବା ମାତ୍ରେ ତାହାକୁ ଦୂର କରିବା ପାଇଁ ଖୁବ କଷ୍ଟକର ହୋଇଥାଏ । ଏହା ଦ୍ୱାରା ଶରୀରରେ ବହୁ ସମସ୍ୟା ଦେଖାଯାଇଥାଏ ଏବଂ ଏଥି ପାଇଁ ପ୍ରତିଦିନ ମେଡିସିନ ମଧ୍ୟ ଖାଇବାକୁ ପଡିଥାଏ । କିନ୍ତୁ ଘରେ ଉପଲବ୍ଧ ହେଉଥିବା…
ମାନସିକ ଚାପରୁ ମୁକ୍ତି ଦେଇଥାନ୍ତି ଏହିସବୁ ଖାଦ୍ୟ; ଶରୀରକୁ ମିଳେ ପ୍ରଚୁର ପୋଷକ ତତ୍ୱ
ବର୍ତ୍ତମାନର ପରିସ୍ଥିତି ଯାହା ସେଥିରେ ମାନସିକ ଚାପ ବଢ଼ିବା ସ୍ୱାଭାବିକ। ମାନସିକ ସମସ୍ୟା ବଢ଼ିଲେ ମନସ୍ତତ୍ୱବିତ୍ଙ୍କ ପରାମର୍ଶ ନେବାକୁ ପଡ଼େ। ତେବେ ଘରୋଇ ପ୍ରଣାଳୀରେ ମାନସିକ ଚାପକୁ କେତେକାଂଶରେ କମ କରି ହେବ। ସାଧାରଣତଃ ଆମ ରୋଷେଇ ଘରେ ରହୁଥିବା କିଛି ଖାଦ୍ୟ ସାମଗ୍ରୀରେ ରହିଛି ଏମିତି…
କାଶ କିମ୍ବା ଗଳାର ସଂକ୍ରମଣରୁ କିପରି ପାଇବେ ମୁକ୍ତି, ଆପଣାନ୍ତୁ କିଛି ଘରୋଇ ଉତ୍ପାଦ
ବର୍ଷାଦିନେ ଗଳାର ସଂକ୍ରମଣର ସମସ୍ୟା ସହିତ କାଶ ହେବା ସମସ୍ୟା ମଧ୍ୟ ଦେଖାଯାଇଥାଏ । ଆପଣ ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ହେଉଥିବା କିଛି ଉତ୍ପାଦକୁ ନେଇ ଏହି ସମସ୍ୟାର ସମାଧାନ କରିପାରିବେ । ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଉତ୍ପାଦ ବ୍ୟବହାର କରି ଆପଣ କାଶ ଜନିତ ସମସ୍ୟାରୁ ମୁକ୍ତି ପାଇବେ . . .…
ଖାଲି ପେଟରେ ବାଦାମ ଖାଇବା କେତେ ସ୍ୱାସ୍ଥ୍ୟକର ? ଏଠାରେ ଜାଣନ୍ତୁ ସଠିକ ଉତ୍ତର
ବାଦାମ ଲୋକମାନେ ପ୍ରାୟତଃ ପରିବାର ଏବଂ ସାଙ୍ଗମାନଙ୍କ ସହିତ ବସି ଖାଇବା ଏବଂ ଗପସପ କରିବାକୁ ପସନ୍ଦ କରନ୍ତି | ଶୀତଦିନେ ଏହାର ମଜା ଅଧିକ | ବାଦାମରେ ମିଳୁଥିବା ପୋଷକ ତତ୍ତ୍ଵ ଯଥା ପ୍ରୋଟିନ୍, ଫାଇବର, ଭିଟାମିନ୍ ଇ, ସୋଡିୟମ୍, ପୋଟାସିୟମ୍, କ୍ୟାଲସିୟମ୍, କପର, ଆଇରନ, ମ୍ୟାଗ୍ନେସିୟମ୍,…
ସକାଳର ଜଳଖିଆ ବା ବ୍ରେକଫାଷ୍ଟ କାହିଁକି ଗୁରୁତ୍ୱପୂର୍ଣ୍ଣ
ସମସ୍ତେ ବ୍ରେକଫାଷ୍ଟ କରିଥାନ୍ତି କିନ୍ତୁ ବ୍ରେକଫାଷ୍ଟ କରିବା ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି କି । କିଛି ଲୋକ କର୍ମକ୍ଷେତ୍ରରେ ବ୍ୟସ୍ତତା ହେତୁ ବ୍ରେକଫାଷ୍ଟ କରିପରାନ୍ତି ନାହିଁ କିମ୍ବା ବ୍ରେକଫାଷ୍ଟ ସ୍କିପ କରିଥାନ୍ତି । ଆପଣ ବି ବ୍ରେକଫାଷ୍ଟ ସ୍କିପ କରୁଥିଲେ ଜାଣି…
ଗର୍ଭବତୀ ମହିଳାମାନଙ୍କ ପାଇଁ ଉପକାରୀ କଦଳୀ
ଗର୍ଭବତୀମାନେ ନିଜର ସ୍ୱାସ୍ଥ୍ୟ ଏବଂ ନିଜ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପାଇଁ ନିଜର ଡାଏଟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ସେହିପରି ସେମାନେ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ବହୁ ଉପକୃତ ହୋଇଥାନ୍ତି । ଗର୍ଭାବସ୍ଥାରେ ମହିଳାମାନେ ଖାଉଥିବା ବିଭିନ୍ନ ଖାଦ୍ୟ ଉଭୟ ଶିଶୁ ଏବଂ ମା ଉପରେ ଭିନ୍ନ…
କେଶ ଏବଂ ତ୍ୱଚା ପାଇଁ ହିତକାରୀ ଚାଉଳ ପାଣି
ବହୁ ଦଶନ୍ଧି ଧରି ଭାରତ ତଥା ସମ୍ପୂର୍ଣ୍ଣ ବିଶ୍ୱରେ ଚାଉଳର ବ୍ୟବହାର ହୋଇଆସୁଛି । କିନ୍ତୁ ସେହି ଚାଉଳର ଧୁଆ ପାଣି କିପରି ସମସ୍ତଙ୍କ ପାଇଁ ହିତକାରୀ ସମସ୍ତେ ଅବଗତ ନଥିବେ । ଏହା ଘରେ ଘରେ ଉପଲବ୍ଧ ହେଉଥିବା ବେଳେ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ନାହିଁ । ଯଦି ଆପଣ ଭଲ ତ୍ୱଚା, କେଶ…
ଯଦି ଆପଣ ଚାହାଁନ୍ତି ଯେ ଚେହେରା ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବା ଦେଖାଯାଉ, ତେବେ ଖାଦ୍ୟରେ ନିଶ୍ଚିତ ସାମିଲ କରନ୍ତୁ ଏହି…
ସର୍ବଶେଷରେ, କିଏ ବା ଯୁବା ଦେଖାଯିବାକୁ ଇଚ୍ଛା କରେ ନାହିଁ, ଆପଣ ନିଶ୍ଚିତ ଭାବରେ ମଧ୍ୟ ତାହା ଇଚ୍ଛା କରିବେ | କିନ୍ତୁ, ଏହା ସମସ୍ତଙ୍କୁ ଜଣା ଯେ ବାର୍ଦ୍ଧକ୍ୟ ବନ୍ଦ କରିବା କାହାର ଶକ୍ତିରେ ନାହିଁ ଏବଂ ସମୟ ସହିତ ଏହାର ପ୍ରଭାବ ଚେହେରାରେ ମଧ୍ୟ ଦେଖାଯିବା ଆରମ୍ଭ କରେ | ତଥାପି, ମୁହଁରେ…