Browsing Category

ଜୀବନ ଚର୍ଯ୍ୟା

ସର୍ଦି, ଥଣ୍ଡା ଏବଂ କାଶରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଏବେ ଥଣ୍ଡା ବା କାଶର ନାଁ ଶୁଣିଲେ ସମସ୍ତଙ୍କ ଭିତରେ ଛନକା ପଶିଯାଉଛି । ଏହା କରୋନାର ଲକ୍ଷଣ ନୁହେଁ ତ? ପ୍ରଥମେ ଏମିତି ଧାରଣା ଆସୁଛି । ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ଥଣ୍ଡାର କୌଣସି ଲକ୍ଷଣ ଦେଖା ଯାଉଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ବହୁତ ଜରୁରି ।…

କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଟୁଥ୍ ବ୍ରଶ୍ ବଦଳାଇବା ଜରୁରୀ, ବିଶେଷଜ୍ଞମାନେ କାହିଁକି ଦେଉଛନ୍ତି ଏପରି ପରାମର୍ଶ…

ଭାରତରେ କରୋନା ଭାଇରସ ଭୟଙ୍କର ଭାବରେ ବ୍ୟାପୁଛି ଏବଂ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଜଣେ ଏହି ରୋଗରୁ ଭଲ ହୋଇଗଲେ ମଧ୍ୟ ଏହା ପୁଣି ଫେରି ଆସିପାରେ। ଯଦିଓ ଏହାର ଟିକା କୋଭିଡ -୧୯ ରୁ ରକ୍ଷା କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି, ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ କରୋନା ଟିକା…

କରୋନା ମହାମାରୀ ସମୟରେ ଗଳା ସଂକ୍ରମଣ ଦୂର କରିବ ମହୁ, ଜାଣନ୍ତୁ ଏହାର ଉପକାରିତା

ମହୁ ଜଳର ଲାଭ : ଭାରତରେ କରୋନା ଭାଇରସରେ ଲୋକମାନେ ନିଜ ଜୀବନଶୈଳୀରେ ଅନେକ ପରିବର୍ତ୍ତନ କରିଛନ୍ତି । ସକାଳ-ସନ୍ଧ୍ୟା ନିତ୍ୟକର୍ମ ପୂରାପୂରି ଭାବେ ପରିବର୍ତ୍ତିତ ହୋଇଛି । କିଏ ସକାଳେ ଉଷୁମ ପାଣି ପିଉଛି ତ କିଏ ବାରମ୍ବାର ଷ୍ଟିମ୍‌ ବା ବାଷ୍ପ ନେଉଛନ୍ତି। ଯଦି ଆପଣଙ୍କର ଗଳା ସଂକ୍ରମଣ ହୋଇଛି,…

ସନ୍ତାନ ସୁଖ ଲାଭ ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ଭୋଜନ, ବସ୍ତ୍ର ଓ ଆବାସ ଭଳି ପାରିବାରିକ ସୁଖ ଶାନ୍ତି ପାଇଁ ପତ୍ନୀ ଓ ସନ୍ତାନର ମଧ୍ୟ ଆବଶ୍ୟକତା ରହିଛି। ଭାଗ୍ୟରେ ଥିଲେ ସରଳ ଓ ସୁଶୀଳ ପତ୍ନୀ ମିଳିଥାଏ। ବିବାହ ପରେ ସବୁଠାରୁ ବଡ ଚିନ୍ତା ସନ୍ତାନ। ସନ୍ତାନ ସୁଖର ଅଭାବ କେତେ ପୀଡାଦାୟକ ତାହା କେବଳ ସେହି ଦମ୍ପତି ହିଁ ବୁଝି ପାରିବେ ଯେଉଁମାନେ…

ଅନେକ ରୋଗ ପାଇଁ ରାମବାଣ ହୋଇଥାଏ ଭୃଶୁଙ୍ଗ ପତ୍ର, ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା

ସମସ୍ତ ଭାରତୀୟମାନଙ୍କ ରୋଷେଇ ଘରେ ଭୃଷୁଙ୍ଗ ପତ୍ରର ବ୍ୟବହାର ହୋଇଥାଏ। ଏହା ଖାଇବାରେ ସ୍ବାଦ ଏବଂ ବାସ୍ନାକୁ ବଢ଼ାଇଥାଏ। ଭୃଶୁଙ୍ଗ ପତ୍ରରେ ରହିଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ। ଆୟୁର୍ବେଦରେ ଭୃଷୁଙ୍ଗ ପତ୍ରକୁ ପେଟରୋଗ ପାଇଁ ରାମବାଣ କୁହାଯାଇଥାଏ। ତେବେ ବସନ୍ତୁ…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଖାଆନ୍ତୁ ଏହି ୩ଟି ଖାଦ୍ୟ

ଭୁବନେଶ୍ୱର : ସାରା ଭାରତରେ ବର୍ତମାନ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀର ସମ୍ମୁଖୀନ ହେଉଛନ୍ତି । ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ପ୍ରଦାନ କରିବା ଏବେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏପରି ଜଟିଳ ସମୟରେ ଜଣେ କିପରି ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିପାରିବେ? ଏହାର…

ଶରୀରରେ ଇମ୍ୟୁନିଟି ବଢାଇବା ପାଇଁ ଗିଲୋଇରେ ପ୍ରସ୍ତୁତ କରନ୍ତୁ କାଢା

କରୋନା ସମୟରେ ଗିଲୋଇର ସେବନ ଆପଣ ଇମ୍ୟୁନିଟି ବଢ଼ାଇବା ପାଇଁ କରିପାରିବେ । ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଠିକ୍‌ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା କେମିତି ଆମେ ଏହି ଗିଲୋଇର କାଢ଼ା ପ୍ରସ୍ତୁତ କରିବା – ୧- ଗିଲୋଇରେ ଆଣ୍ଟି-ଟକ୍ସିକ୍‌ ଆଣ୍ଟିପାୟରେଟିକ୍‌ ଓ ଆଣ୍ଟି…

ହୃଦୟକୁ କିଭଳି ପ୍ରଭାବିତ କରୁଛି କରୋନା ଭାଇରସ? ଜାଣନ୍ତୁ

କରୋନା ମହାମାରୀ ସମୟରେ କୋଭିଡରେ ସଂକ୍ରମିତ ରୋଗୀ ହଠାତ ହୃଦଘାତର ଶିକାର ହେଉଥିବା ଅନେକ ମାମଲା ସାମ୍ନାକୁ ଆସିଛି। ହୃଦଘାତ ଯୋଗୁଁ ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି। ପ୍ରସିଦ୍ଧ ଟିଭି ସାମ୍ବାଦିକ ରୋହିତ ସରଦାନା ଓ ଲୋକପ୍ରିୟ ସୀତାରବାଦକ ପଣ୍ଡିତ ଦେବୁ ଚୌଧୁରୀଙ୍କର କୋଭିଡ ଚିକିତ୍ସା…

ବୁଧବାର ଦିନ ଏହି ପାଂଚଟି କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ, ନଚେତ ହୋଇପାରେ ଆପଣଙ୍କ କ୍ଷତି

ବୁଧବାର ଦିନକୁ ଭଗବାନ ଗଣେଶଙ୍କ ଦିନ ବୋଲି ବିବେଚନା କରାଯାଏ। ଏହି ଦିନ ଗଣପତି ମହାରାଜଙ୍କୁ ପୂଜା କରି ଲୋକଙ୍କ ସମସ୍ତ ପ୍ରକାର ଦୁଃଖ ଦୂର କରାଯାଇଥାଏ। କିନ୍ତୁ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ବୁଧବାର ଦିନ କିଛି ବିଶେଷ ଜିନିଷର ଯତ୍ନ ନେବା ଜରୁରୀ ଅଟେ। ଏହି ଦିନରେ ଏହି ପାଂଚୋଟି କାର୍ଯ୍ୟ…

ଖରା ଦିନେ ଉଷୁମ ପାଣି ପିଇବାର ଫାଇଦା ସଂପର୍କରେ ଜାଣନ୍ତୁ

ଗ୍ରୀଷ୍ମ ଦିନରେ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ। କାରଣ ଉଷୁମ ପାଣି ଶରୀର ପାଇଁ ଖୁବ୍ ଲାଭଦାୟୀ ହୋଇଥାଏ। କରୋନା ଦାଉରୁ ରକ୍ଷା ପାଇବା ପାଇଁ ସରକାର ମଧ୍ୟ ଗରମ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ସଂକ୍ରମଣ ଖୁବ୍ କମ୍ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମ ଦିନରେ…