Browsing Category
ଖବର
OYO ରୁମ ଯାଉଛନ୍ତି କି? ସାବଧାନ!
ଭୁବନେଶ୍ୱର,୨୩/୦୩:ସେକ୍ସ ରାକେଟ ସନ୍ଦେହରେ ପୋଲିସ ସ୍କାନରରେ ଅଛି OYO ରୁମ।ଜୁଲାଇ ୨୦୨୪ ଠାରୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ଅଧୀନରେ ଅବୈଧ ସେକ୍ସ ରାକେଟ ସମ୍ୱନ୍ଧିତ କାର୍ଯ୍ୟକଳାପକୁ ରୋକିବା ପାଇଁ OYO ହୋଟେଲଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ଚଢାଉ କରାଯାଉଛି।ଅକ୍ଟୋବର ଓ ନଭେମ୍ବର ୨୦୨୫!-->…
ଗ୍ୟାସ୍ ଅଛି,ବିଚଳିତ ହୁଅନ୍ତୁ ନାହିଁ:ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର,୨୩/୦୩:ଗ୍ୟାସ ସଙ୍କଟକୁ ନେଇ ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏହା ସହିତ ସରକାର ସ୍ପଷ୍ଟ କରିଛନ୍ତି ଓଡିଶାରେ ବର୍ତ୍ତମାନ କୌଣସି ଗ୍ୟାସ ସଙ୍କଟ ନାହିଁ, ପର୍ଯ୍ୟାପ୍ତ ଗ୍ୟାସ ମହଜୁଦ ରହିଛି। ସିଲିଣ୍ଡର ଗ୍ୟାସ ମହଜୁତ ରହିଥିବାରୁ ଲୋକଙ୍କୁ!-->…
ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ ଗାୟିକା,, ଜାଣନ୍ତୁ କିଏ ସେ କଣ୍ଠଶିଳ୍ପୀ
ଭୁବନେଶ୍ୱର,୨୨/୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ୍ ମିଡିଆ ପେଜ୍ରେ ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଗୀତ । ଚୈତ୍ର ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ୍ ମିଡିଆ ପେଜ୍ରେ ଏକ ଭକ୍ତିମୟ ଓଡ଼ିଆ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସେୟାର!-->…
ମଦ୍ୟପର ଗୁଳିମାଡ଼ରେ ଯୁବକ ଗୁରୁତର
ନବରଙ୍ଗପୁର,୨୨/୦୩:ମଦ୍ୟପର ଗୁଳିମାଡ଼ରେ ଯୁବକ ଗୁରୁତର।କୁସୁମବାହାଲ ଗାଁରେ ବଚସା ପରେ ମଦ୍ୟପର ଗୁଳିମାଡ଼।ଗୁରୁତର ଯୁବକ ନବରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି।ଅଭିଯୋଗ ଅନୁସାରେ, ଏକମ୍ବାପଡା ଗାଁର ବିଷମ ଶବର ନାମକ ଯୁବକ ପ୍ରଚୁର ମଦ୍ୟପାନ କରି ଲୋକଙ୍କ ସହ ଝଗଡା କରିଥିଲା । ଗାଁର ପାଣ୍ଡୁ!-->…
ଜୁନ ୩ ତାରିଖରେ ଏମଏଡ୍ ଏବଂ ବିଏଚଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର,୨୨/୦୩:୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ଦୁଇ ବର୍ଷିଆ ବିଏଡ୍, ଏମ୍ଏଡ୍, ବିଏଚଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଛାତ୍ରଛାତ୍ରୀମାନଙ୍କ ଚୟନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ!-->!-->!-->…
୩ ବିଧାୟକ କଟକକୁ କଳଙ୍କିତ କଲେ:ସୁବାସ ସିଂ
କଟକ,୨୨/୦୩:ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଲେ କଟକ ମେୟର।୩ ବିଧାୟକ କଟକକୁ କଳଙ୍କିତ କଲେ କହିଲେ ମେୟର ସୁବାସ ସିଂ।କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଲେ ସୁବାସ।ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳଙ୍କିତ କଲେ।ଏମାନେ ଯେଭଳି!-->…
ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି:ସୌଭିକ୍
ଭୁବନେଶ୍ୱର,୨୨/୦୩:ବିଜେଡି ଦଳରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ସୌଭିକ ବିଶ୍ୱାଳ ।ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ସୌଭିକ୍ ବିଶ୍ବାଳ।ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରିପାରିବି ନାହିଁ।ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡ଼େ ତାହାଲେ ସାମ୍ନା କରିବି।କେବଳ!-->…
ବିଶ୍ୱ ଜଳ ଦିବସରେ CMଙ୍କ ପ୍ରକଳ୍ପ ଭେଟି
ଭୁବନେଶ୍ୱର,୨୨/୦୩:ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପ୍ରାୟ ୩୨୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ସହ ବୁନ୍ଦାଏ ବି ପାଣି ନଷ୍ଟ ନ!-->…
ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା
ଭୁବନେଶ୍ୱର,୨୨/୦୩:ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ପଶ୍ଚିମା ଝଡ଼ ବା ଵାୟୁ ପ୍ରବାହରେ ଆହୁରି ୨୪ ଘଣ୍ଟା ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, ମୟୁରଭଞ୍ଜ ,କୋରାପୁଟ ଓ ମାଲକାନଗିରି ରେ ବିଜୁଳି ଘଡ ଘଡି ସହ!-->…
ବିଜେଡିର ୬ ବିଧାୟକ ନିଲମ୍ବିତ
ଭୁବନେଶ୍ୱର,୨୨/୦୩:କ୍ରସ୍ ଭୋଟିଂ କରିଥିବା ବିଜେଡିର ୬ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବିଧାୟକ ନିଲମ୍ବିତହୋଇଛନ୍ତି।ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ବିଜେଡି ମୁଖ୍ୟ ସଚେତକ!-->…