Browsing Category
ଖବର
ଜିକିତ୍ସା ହେଲଥକେୟାର ଲିଃ. ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ଭୁବନେଶ୍ୱର: ରାଜ୍ୟରେ ଜରୁରୀକାଳିନ ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥା, ଜିକିତ୍ସା ହେଲଥକେୟାର ଲିଃ. ପକ୍ଷରୁ ଭୁବନେଶ୍ୱରର ରେଡକ୍ରସ ଭବନ ଠାରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ଯେଉଁଥିରେ ଏହାର ଶହେରୁ ଅଧିକ ସଦସ୍ୟ ଏବଂ ଆମ୍ବୁଲାନ୍ସ କର୍ମଚାରୀମାନେ ଖୁବ ଉତ୍ସାହର ସହିତ…
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାର୍ଡ ଅପ୍ ଅନର ସହ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦେଇ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ଓ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ…
ବିଦାୟ ନେଲେ ସିଜେଆଇ ୟୁ ୟୁ ଲଳିତ୍
କର୍ମକ୍ଷେତ୍ରର ଶେଷ ଦିନରେ ଭାରତର ମୁଖ୍ୟ ବିଚାରପତି ସିଜେଆଇ ୟୁ ୟୁ ଲଳିତ୍ । ସୁପ୍ରିମକୋର୍ଟରେ ମୁଣ୍ଡ ନୁଆଁଇଲେ ଜଷ୍ଟିସ୍ । ସାଙ୍ଗରେ ନେଲେ ସୁପ୍ରିମକୋର୍ଟରେ ଥିବା ଭଗବାନଙ୍କ ପ୍ରତିମୂର୍ତ୍ତି । ଗତକାଲି ଭାରତର ୧୫ ତମ ମୁଖ୍ୟ ବିଚାରପତି ୟୁ ୟୁ ଲଳିତଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଶେଷ…
ନେପାଳରେ ଭୂକମ୍ପ
ଭୂକମ୍ପରେ ଥରିଲା ନେପାଳ । କାଠମାଣ୍ଡୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଆଜି (ମଙ୍ଗଳବାର) ଭୋର ୪.୩୭ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଭୂକମ୍ପ…
ଶରୀରକୁ ସୁସ୍ଥ ରଖିବାରେ କେତେ ଉପଯୋଗୀ କପାଳଭାତି ପ୍ରାଣାୟମ, ଜାଣନ୍ତୁ ଏହାର ଉପକାରିତା
ଆଜିର ସମୟରେ ଯୋଗର ଆବଶ୍ୟକତା ଆମ ଶରୀର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ବିଭିନ୍ନ ଆସନଗୁଡ଼ିକ କରିବା ଦ୍ୱାରା ଶରୀର ଠିକ୍ ରହିବା ସହିତ ଅଧୀକ ଚାପରୁ…
୯୫ ବର୍ଷରେ ପାଦ ଥାପିଲେ ଆଡଭାନୀ
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଆଜି ଜନ୍ମଦିନ। ତାଙ୍କୁ ୯୫ ବର୍ଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଦେବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ…
ଛଅ ମାସ ଘୁଞ୍ଚିଲା ‘ଆଦିପୁରୁଷ’ର ରିଲିଜ୍ ଡେଟ୍
ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ରିଲିଜକୁ ୬ ମାସ ସ୍ଥଗିତ ରଖାଯାଇଛି। ନିର୍ଦ୍ଦେଶକ ଓମ ରାଉତ ଏକ ବିବୃତ୍ତି ଦେଇ ଏହି ସୂଚନା ଦେଇଛନ୍ତି। ନିର୍ମାତାଙ୍କ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି, ‘ଆଦିପୁରୁଷ ନିର୍ମାଣରେ ଜଡିତ ଲୋକମାନଙ୍କୁ ଟିକିଏ ଅଧିକ ସମୟ ଦେବା ଆବଶ୍ୟକ।’ ପୂର୍ବରୁ…
ପ୍ରଶାନ୍ତ ମହାସାଗରରେ ଚୀନର ୨୩ ଟନ ଓଜନର ରକେଟ ଖସିପଡିଥିବା ଆମେରିକା ସ୍ପେସ୍ କମାଣ୍ଡରଙ୍କ ଦାବୀ
ଟଳିଲା ବଡ଼ ବିପଦ । ଅନେକ ଆଶଙ୍କା ପରେ ଶେଷରେ ପ୍ରଶାନ୍ତ ମହାସାଗରେ ଖସିଲା ଚୀନ୍ର ଅନିୟନ୍ତ୍ରିତ ରକେଟ । ୨୩ଟନ୍ ଓଜନର ଚୀନର ରକେଟ ‘ଲଙ୍ଗ ମାର୍ଚ୍ଚ ଫାଇଭ-ବି’ ଅନିୟନ୍ତ୍ରିତ ହୋଇପଡିବା ପରେ ଏହାକୁ ନେଇ ଅନେକ ଆଶଙ୍କା ଦେଖାଦେଇଥିଲା । ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚେତାଇ ଦେଇଥିଲେ ଯେ,…
ଆଜମଗଡ଼ରେ ପାକିସ୍ତାନ ଜିନ୍ଦାବାଦ ନାରା, ଦୁଇ ଗିରଫ
ଆଜମଗଡ଼ରେ ପାକିସ୍ତାନ ଜିନ୍ଦାବାଦ ନାରା । ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ପଡ଼ିଲା ପାକିସ୍ତାନ ଜିନ୍ଦାବାଦ ନାରା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଆଜମଗଡ଼ ଜିଲ୍ଲାର ବୋଲି କୁହାଯାଉଛି । ସୂଚନା ମୁତାବକ ଜାହାନଗଞ୍ଜ ଇଲାକାରେ ଏକ ସ୍ଥାନୀୟ ରାଜନୈତିକ ଦଳର…
ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ
ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା। ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଆସନ୍ତା ଡିସେମ୍ବର ୫ତାରିଖରେ ହେବ ପଦ୍ମପୁର ଉପନିର୍ବାଚନ । ନଭେମ୍ବର ୧୦ତାରିଖରେ ଏ ନେଇ ବିଦ୍ଧିବଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି । ୧୭ରେ ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ…