Browsing Category

କ୍ରୀଡା

କ୍ୟାପ୍ଟେନ୍ ରୋହିତ ଶର୍ମା ,କୋଚ୍ ରାହୁଲ ଦ୍ରାବିଡଙ୍କୁ ନେଇ ଆଜି ବଡ ନିଷ୍ପତ୍ତି ନେଇପାରେ ବିସିସିଆଇ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତଥା ବିସିସିଆଇର ଆଜି ଆପେକ୍ସ କାଉନସିଲ ବୈଠକ ହେବ । ଦିନ ୧୧ଟାରେ ଭର୍ଚୁଆଲ ମୋଡର ହେବ ବିସିସିଆଇର ଏହି ବୈଠକ । ଟି-୨୦ ୱାର୍ଲଡ କପରେ ଭାରତର ଖରାପ ପ୍ରଦର୍ଶନକୁ ନେଇ ବୈଠକରେ ସମୀକ୍ଷା କରାଯିବା ସୂଚନା ରହିଛି । ଟି-୨୦ ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡ…

ଆର୍ଜେଣ୍ଟିନା ଦଳକୁ କାହିଁକି ମିଳିନି ଅସଲ ବିଶ୍ୱକପ ଟ୍ରଫି, ଜାଣନ୍ତୁ କାରଣ

କାତାରରେ ଖେଳାଯାଇଥିବା ଫିଫା ବିଶ୍ୱକପ (FIFA World Cup Qatar 2022) ରେ ଲିଓନେଲ ମେସି (Lionel Messi) ଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଦଳ (Argentina) ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଟାଇଟଲ ହାସଲ କରିଛି । ହୃଦୟ ସ୍ପନ୍ଦନ ବଢ଼ାଇଥିବା ଦେଇଥିବା ଫାଇନାଲ୍ ମ୍ୟାଚ (FIFA World Cup…

ଋଷଭ ପନ୍ତଙ୍କ ଘର ଆଗରେ ଡଜନ ଡଜନ ଖୁଣ୍ଟ ପୋତିଲା ରେଲୱେ

ରେଳବାଇ ଅଧିକାରୀମାନେ ଉତ୍ତରାଖଣ୍ଡର ଋଡ଼କୀରେ ସ୍ଥିତ ଭାରତୀୟ କ୍ରିକେଟର (Indian Cricketer) ଋଷଭ ପନ୍ତ (Rishab Pant) ଙ୍କ ଘର ସମ୍ମୁଖରେ ଖୁଣ୍ଟ ପୋତିଛି । ଅତିକ୍ରମଣ ବିରୋଧ ଅଭିଯାନର ଏକ ଅଂଶ ଭାବରେ ରେଳବାଇ (Roorkee Railways) ଏହା କରିଛି । ସୂଚନାନୁସାରେ, କିଛି ଲୋକ ଋଷଭ…

ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ମିଳିଲା ଏତେ କୋଟି ଟଙ୍କା

ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ର ଫାଇନାଲ ମ୍ୟାଚ୍ (FIF World Cup Fianl) ଗତକାଲି (ରବିବାର) ଅର୍ଥାତ୍ ୧୮ ଡିସେମ୍ବରରେ ଖେଳାଯାଇଛି । କାତାରର ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଫ୍ରାନ୍ସର ଦଳ (Argentina vs France Final) ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ…

କାରଖାନା କର୍ମଚାରୀଙ୍କ ପୁଅ, କିପରି ହେଲେ ବିଶ୍ୱ ଚାମ୍ପିଅନ୍; ପଢ଼ନ୍ତୁ ଲିଓନେଲ ମେସିଙ୍କ ସଂଘର୍ଷମୟ କାହାଣୀ

ଲିଓନେଲ ମେସି (Lionel Messi) ଙ୍କ ସବୁଠୁ ବଡ଼ ସ୍ୱପ୍ନ ସାକାର ହୋଇଛି । ଫିଫା ବିଶ୍ୱକପ ୨୦୨୨ର ଫାଇନାଲ (FIFA World Cup Final 2022) ରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ବିଶ୍ୱକପ (FIFA World Cup Champion Argentina) ଜିତିଛି । ଏହି ଚମତ୍କାରର ଲେଖକ…

୩୬ ବର୍ଷ ପରେ ପୁଣି ଚାମ୍ପିଅନ ହେଲା ଆର୍ଜେଣ୍ଟିନା

ଦୀର୍ଘ ୩୬ ବର୍ଷର ଅନ୍ତ ଘଟିଛି। ବିଶ୍ୱକପ ହାତେଇଛି ଆର୍ଜେଣ୍ଟିନା। ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ୱକପ ୨୦୨୨ ଶେଷ ହୋଇଛି। ବିଶ୍ୱକପ ଫାଇନାଲ ଖେଳର ଶେଷ ପର୍ଯ୍ୟନ୍ତ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ଦୁଇ ଦୁଇ ଥର ଅତିରିକ୍ତ ସମୟ ମିଳିଥିଲେ ମଧ୍ୟ ଫଳାଫଳ ଡ୍ର ରହିଥିଲା।…

ଫିଫା ବିଶ୍ୱକପର ବିଜେତା ଓ ରନର୍ ଅପ୍ ଦଳକୁ କେତେ ମିଳିଥାଏ ପୁରୁସ୍କାର ରାଶି, ଜାଣନ୍ତୁ

ଫିଫା ବିଶ୍ୱକପ ୨୦୨୨ କତାର (FIFA World Cup Qatar 2022) ରେ ନଭେମ୍ବର ୨୦ରୁ ଆରମ୍ଭ ହୋଇସାରିଛି । ଏହି ଟୁର୍ଣ୍ଣାମେଣ୍ଟ (FIFA World Cup 2022) ରେ ମୋଟ ୩୨ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ସମସ୍ତ ଦଳକୁ ୪-୪ର ଆଠଟି ପୁଲରେ ବଣ୍ଟା ଯାଇଛି । ଗ୍ରୁପ୍ ପର୍ଯ୍ୟାୟ ପରେ ରାଉଣ୍ଡ ୧୬, ତା’ପରେ…

ଅବସର ନେବା କଥା ନିଶ୍ଚିତ କଲେ ଲିଓନେଲ ମେସି

ସେମିଫାଇନାଲରେ କ୍ରୋଏସିଆ ବିପକ୍ଷରେ ବିଜୟର ମୂଳଦୁଆ ପକାଇଥିବା ଆର୍ଜେଣ୍ଟିନାର ଷ୍ଟାର୍ ଖେଳାଳି ତଥା ଅଧିନାୟକ ଲିଓନେଲ ମେସି (Lionel Messi) ତାଙ୍କ ଅବସର ଘୋଷଣା କରିଛନ୍ତି । ଆର୍ଜେଣ୍ଟିନା ଅଧିନାୟକ (Argentina Captain) ମେସି (Messi) କହିଛନ୍ତି ଯେ, ଫିଫା ବିଶ୍ୱକପ ୨୦୨୨ର ଫାଇନାଲ…

କ୍ରୋଏସିଆକୁ ମାତ୍ ଦେଇ ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା

ଲିଓନେଲ ମେସି (Lionel Messi) ଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଦଳ (Argentina Team) ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ର ଫାଇନାଲରେ ପ୍ରବେଶ କରିଛି । କାତାରରେ ଆୟୋଜିତ ଏହି ଫିଫା ବିଶ୍ୱକପ (Qatar FIFA World Cup 2022) ର ସେମିଫାଇନାଲ (FIFA World Cup Semi Final…

ଇଂଲଣ୍ଡ ବିପକ୍ଷରେ ପରାସ୍ତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରୁ ବାହାର ହେଲା ପାକିସ୍ତାନ

ମୁଲତାନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୨୬ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ବେନ୍ ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (Pakistan vs England Test Series) ରେ ଅପରାଜିତ ୨-୦ରେ ଆଗୁଆ ରହିଛି । ସିରିଜ୍…