Browsing Category
କ୍ରୀଡା
ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତରେ ଯାଇପାରେ ଭାରତ
କରୋନା ବା କୋଭିଡ୍ ୧୯ ଦ୍ୱାରା ସାରା ବିଶ୍ୱ ପ୍ରଭାବିତ । ଏହା ଦ୍ୱାରା ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ହେଲା କ୍ରୀଡ଼ା, ବାଣିଜ୍ୟ ଓ ଯୋଗାଯୋଗ ଘୋର ପ୍ରଭାବିତ ହୋଇଛି । କିଛି ହାତ ଗଣତି ଦେଶ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଛନ୍ତି । ଯେମିତିକି ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା…
ଦର୍ଶକଙ୍କ ଅନୁପସ୍ଥିତିରେ ଖେଳା ଯାଇପାରେ ଆଇପିଏଲ, ଗାଙ୍ଗୁଲୀ ଦେଲେ ଏପରି କିଛି ଇସାରା
ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଆୟୋଜନ ହେବା ନେଇ ଆଶା ଉଜ୍ଜ୍ଵଳ ହୋଇଛି। ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ମନ୍ତବ୍ୟ ପରେ ଆଇପିଏଲ ଖେଳାଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। କରୋନା ଭୂତାଣୁ ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିବା ବିଶ୍ବର…
କାର୍ତ୍ତିକଙ୍କ ମଜାକ ଉଡାଇଲେ ରସଲ, ଭିଡିଓ ଭାଇରାଲ
କରୋନା ଭାଇର ମହାମାରୀ କାରଣରୁ ଆଇପିଏଲ ୨୦୨୦କୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ କରାଇ ଦିଆଯାଇଛି । ଏହି ସମୟରେ ସମସ୍ତ କ୍ରିକେଟର ତାଙ୍କର ପରିବାର ସହ ସମୟ ଅତିବାହିତ କରୁଛନ୍ତି । କେବଳ ଏତିକି ନୁହେଁ ଅଧିକାଂଶ କ୍ରିକେଟର ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହୁଛନ୍ତି…
ନତାଶାଙ୍କ ସହ ପ୍ରଥମ ସାକ୍ଷାତର ସ୍ମୃତି ବଖାଣିଲେ ହାର୍ଦିକ
ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦିକ ପାଣ୍ଡିଆ, ନତାଶାଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତକୁ ନେଇ କିଛି ସ୍ମୃତି ବଖାଣିଛନ୍ତି । ହାର୍ଦିକ କହିଛନ୍ତି ଯେ, ନତାଶା ମୋ ବିଷୟରେ କିଛି ଜାଣି ନଥିଲେ । ଭାରତୀୟ ଦଳର ଏହି ରସିକିଆ ଅଲରାଉଣ୍ଡର ପଡିଆରେ ନିଜର ବିସ୍ଫୋରକ ସଟ ପଇଁ ଯେତେ ଜଣାଶୁଣା ସେତେ ନିଜର…
ଭାରତୀୟ ଫୁଟବଲ ପାଇଁ ଏକ ବଡ଼ ଖୁସି ଖବର -୨୦୨୨ ଏଏଫସି ମହିଳା ଏସିଆ କପର ଆୟୋଜନ କରିବ ଭାରତ, ୧୯୭୯ ପରେ ଦ୍ୱିତୀୟ ଥର…
କରୋନା ଭାଇରସ କାରଣରୁ କ୍ରୀଡ଼ାଜଗତ ଉପରେ ଲାଗିଥିବା ବିରାମ ପରେ ଏବେ ପୁଣିଥରେ ସବୁକିଛି ନିଜସ୍ଥାନକୁ ଫେରିବାର ଦେଖାଯାଉଛି । ପୁରା ଦୁନିଆରେ ଖେଳର ଆରମ୍ଭ ମଧ୍ୟରେ ଭାରତୀୟ ଫୁଟବଲ ପାଇଁ ଏକ ବଡ଼ ଖୁସି ଖବର ଆସି ପହଂଚିଛି । ଏସିଆ ଫୁଟବଲ ପରିସଂଘ (ଏଏଫସି) ୧୯୭୯ ପରଠାରୁ ପ୍ରଥମ ଥର ପାଇଁ ୨୦୨୨…
ଜାତିସୂଚକ ଶବ୍ଦର ବ୍ୟବହାରକୁ ନେଇ କ୍ଷମା ପ୍ରାର୍ଥନା କଲେ ଯୁବରାଜ
ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ଯୁବରାଜ ସିଂହ ଜାତିବାଦ ଶବ୍ଦ ପ୍ରୟୋଗ କରିବାକୁ ନେଇ ଟ୍ୱିଟର ଜରିଆରେ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଯୁବରାଜ ଟ୍ୱିଟରେ ଲେଖିଛନ୍ତି ଯେ, ସେ କୌଣସି ଭେଦଭାବକୁ ନେଇ ବିଶ୍ୱାସ କରନ୍ତି ନାହିଁ ଏବଂ ତାଙ୍କ କଥାକୁ ଭଲ ଭାବେ ଗ୍ରହଣ କରାଯାଇଛି ।…
ଅର୍ଜୁନ ପୁରଷ୍କାର ପାଇଁ ଦୂତିଙ୍କ ନାମ ସୁପାରିସ କଲା ଭାରତୀୟ ଆଥଲେଟିକ ସଂଘ
ଭାରତୀୟ ଆଥ୍ଲେଟିକ୍ ସଙ୍ଘ(ଏଏଫ୍ଆଇ) ପକ୍ଷରୁ ସମ୍ମାନ ଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ପ୍ରତିଭାବାନ୍ ଜାଭେଲିନ ଥ୍ରୋୟାର ନୀରଜ ଚୋପ୍ରାଙ୍କ ନାମ ସୁପାରିଶ କରାଯାଇଛି । ଗତ ଦୁଇ ବର୍ଷ ଧରି ନୀରଜଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ତାଲିକାଭୁକ୍ତ ହୋଇ ଆସୁଥିଲେ ହେଁ ଅନ୍ତିମ…
ବର୍ଣ୍ଣ ବୈଷମ୍ୟବାଦ ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଆହ୍ୱାନ ଦେଲେ ସାମି
ୱେଣ୍ଟଇଣ୍ଡିଜ୍ ଟ୍ବେଣ୍ଟି୨୦ ବିଶ୍ୱକପ ବିଜୟୀ ଦଳର ଅଧିନାୟକ ଡାରେନ୍ ସାମି ବର୍ଣ୍ଣବୈଷମ୍ୟବାଦକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି। ଏଥିନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସହିତ ସମଗ୍ର କ୍ରିକେଟ ଦେଶ ଗୁରୁତର ସହିତ ନେବାକୁ ସାମି ଆହ୍ବାନ ଦେଇଛନ୍ତି। ଅଲ୍ରାଉଣ୍ଡର ସାମି କହିଛନ୍ତି ଯେ,…
ବିରାଟଙ୍କୁ ଚ୍ୟାଲେଞ୍ଜ ଦେଲେ ପାକିସ୍ତାନର ଏହି ବୋଲର
ବର୍ତ୍ତମାନ ସମୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍ । ସେ ଅନେକ ରେକର୍ଡ ଭାଙ୍ଗିବା ସହ ନୂଆ ନୂଆ କିର୍ତ୍ତୀ ନିଜ ନାମରେ ଲେଖିଛନ୍ତି । ପ୍ରାୟତଃ ସବୁ ବୋଲର ତାଙ୍କୁ ସାମ୍ନା କରିବାକୁ ଭୟ କରନ୍ତି । କିନ୍ତୁ ପାକିସ୍ତାନର ଜଣେ ୧୭ ବର୍ଷର ବୋଲର ନସୀମ…
ବାପା ହେବାକୁ ଯାଉଛନ୍ତି ଟିମ ଇଣ୍ଡିଆର ରସିକିଆ ଅଲରାଉଣ୍ଡର ‘ହାର୍ଦିକ ପାଣ୍ଡ୍ୟା’
ନୂଆବର୍ଷ ଠିକ୍ ପୂର୍ବଦିନ ଅଚାନକ ନିଜ ନିର୍ବନ୍ଧ ଖବର ଦେଇ ପ୍ରଶଂସକଙ୍କୁ ଚକିତ କରିଦେଇଥିଲେ ଭାରତୀୟ ଦଳର ରସିକିଆ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା । ସର୍ବିୟ ଅଭିନେତ୍ରୀ ନତାଶା ଷ୍ଟଙ୍କୋଭିକଙ୍କ ସହ ନିର୍ବନ୍ଧ କରି ନେଇଥିବା ଖବର ପାଣ୍ଡ୍ୟା ସୋସିଆଲ ମିଡିଆରେ ପ୍ରକାଶ କରିବା ପରେ ତାଙ୍କ…