Browsing Category
କ୍ରୀଡା
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଆଜି ଖେଳ ହେବାକୁ ଯାଉଛି ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ
ଦୀର୍ଘ ଦିନର ଅପେକ୍ଷା ପରେ ପୁଣିଥରେ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ ଖେଳଯିବାକୁ ଯାଉଛି । ୧୧୭ ଦିନର ବ୍ୟବଧାନ ପରେ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜି ଅର୍ଥାତ ଜୁଲାଇ ୮ରୁ ଆରମ୍ଭ ହେବାକୁ ଯାଉଛି । ସିରିଜର ପ୍ରଥମ ମ୍ୟାଚ ସାଉଥଆମଟନର ଏଜିସ…
ଧୋନୀଙ୍କ ୩୯ତମ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କର କେତେକ ରେକର୍ଡସ ଉପରେ ନଜର ପକାଇବା
୫୩୮ ଆନ୍ତର୍ଜାତିକ ମ୍ୟାଚ ଖେଳି ସାରିଥିବା ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ତଥା ଅନୁଭବୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କର ଆଜି ହେଉଛି ଜନ୍ମଦିନ । ସେ ୭ ଜୁଲାଇ ୧୯୮୧ରେ ଜନ୍ମ ଗ୍ରହଣ କରିଥିଲେ । ଡିସେମ୍ବର ୨୦୦୪ରେ ଧୋନୀ ବାଲାଂଦେଶ ବିପକ୍ଷରେ ପଦାର୍ପଣ କରିଥିଲେ । ଏକ ବର୍ଷ ପରେ…
ବ୍ରାଡ ହଗଙ୍କ ବିଶ୍ୱାସ, କେବଳ କୋହଲି ହିଁ ସଚିନଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗିପାରିବେ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ ଦ୍ରୁତ ଗତିରେ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି । ବର୍ତ୍ତମାନ ତାଙ୍କ ପାଖରେ ଆଉ ୫ ବର୍ଷର କ୍ରିକେଟ କ୍ୟାରିୟର ବାକି ରହିଛି । ତେବେ ଏହି ମଧ୍ୟରେ ଅନେକ କ୍ରିକେଟ ପ୍ରେମୀ ଏବଂ କିମ୍ବଦନ୍ତୀ କ୍ରିକେଟର ଏହା ବିଶ୍ୱାସ ରହିଛି ଯେ, ସଚିନଙ୍କ…
ଆଇପିଏଲକୁ ନେଇ ଖୁବ ଶୀଘ୍ର ହୋଇପାରେ କୌଣସି ଚୂଡାନ୍ତମୂଳକ ଘୋଷଣା
ବିଶ୍ୱର ସବୁଠାରୁ ଧନଶାଳୀ ଓ ଲୋକପ୍ରିିୟ କ୍ରିକେଟ୍ ଲିଗ୍ ଏବେ ନିଜମାଟି ଭାରତ ଛାଡ଼ି ବିଦେଶମୁହାଁ ହୋଇଛି। ଯଦି ବିସିସିଆଇ ମଧ୍ୟସ୍ଥ ଏକ ନିର୍ଭରଯୋଗ୍ୟ ସୂତ୍ରଙ୍କ ସୂଚନାକୁ ବିଶ୍ୱାସ କରାଯାଏ; ତେବେ ୨୦୨୦ ବର୍ଷର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ପଡ଼ୋଶୀ ଶ୍ରୀଲଙ୍କା କିମ୍ବା…
ପ୍ରଥମ ମହିଳା କ୍ରିକେଟର ଭାବେ ‘ଇସିଏସ ଟି-୧୦’ ଲିଗରେ ଖେଳିଳୀରେ ଶ୍ରନ୍ୟା ସଦାରଙ୍ଗାନି
ଭାରତୀୟ ମହିଳା କ୍ରିକେଟ ଖେଳାଳି ଶ୍ରନ୍ୟା ସଦାରଙ୍ଗାନି କ୍ରୀଡା ଜଗତରେ ଇତିହାସ ରଚନା କରିଛନ୍ତି । ୨୦୨୦ ୟୁରୋପିଆନ କ୍ରିକେଟ ସିରିଜ ଟି-୧୦ ଲିଗରେ ଖେଳିଥିବା ପ୍ରଥମ ମହିଳା ଖେଳାଳି । ସେ କେଏସବି କ୍ରିକେଟ କ୍ଲବ ତରଫରୁ ପିଏସପି ବିପକ୍ଷରେ ମୈଦାନକୁ ଓହ୍ଲାଇଥିଲେ । ତାଙ୍କ ଟିମ୍ ୫ ୱିକେଟରେ…
ଜାତିଭେଦ ବିରୋଧରେ ଇଣ୍ଡିଜ୍ ଖେଳାଳି ଏକଜୁଟ, ପିନ୍ଧିବେ ‘ବ୍ଲାକ୍ ଲାଇଭସ୍ ମ୍ୟାଟର୍’ ଲୋଗୋ
ଜୁଲାଇ ୮ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ବର୍ଣ୍ଣବୈଷମ୍ୟକୁ ବିରୋଧ କରିବା ପାଇଁ ସାର୍ଟ କଲାରରେ 'ବ୍ଲାକ୍ ଲାଇଭସ୍ ମ୍ୟାଟର' ଲୋଗୋ ପିନ୍ଧିବେ। ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ୱେଷ୍ଟଇଣ୍ଡିଜ ଅଧିନାୟକ ଜେସନ ହୋଲଡର ଏହି ପ୍ରସଙ୍ଗରେ…
ଆଜିର ଦିନରେ ଭାରତ ଜିତିଥିଲା ତାହାର ପ୍ରଥମ ବିଶ୍ୱକପ୍
ଆଜକୁ ଠିକ୍ ୩୭ ବର୍ଷ ପୂର୍ବେ ଆଜି, ୨୫ ଜୁନ୍ ୧୯୮୩ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜିର ଦିନରେ ଦୁଇଥର ଚାମ୍ପିଆନ୍ ହୋଇଥିବା ୱେଷ୍ଟଇଣ୍ଡିଜ୍ ଟିମକୁ ଫାଇନାଲରେ ପରାସ୍ତ କରିଥିଲା।
ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍…
କରୋନାରେ ଆକ୍ରାନ୍ତ ହେଲେ ପାକିସ୍ତାନର ଏହି ତିନି ଖେଳାଳୀ
ଇଂଲଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନ କ୍ରିକେଟ ଟିମକୁ ଏକ ବଡ ଝଟକା ଲାଗିଛି | ପାକିସ୍ତାନ କ୍ରିକେଟ ଟିମର ୩ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ପାକିସ୍ତାନ ଟିମର ଲେଗ ସ୍ପିନର ସାଦବ ଖାନ, ସ୍ପିଡ଼ ବୋଲର ହରିଶ ରଉଫ ଏବଂ ୧୯ ବର୍ଷ ବୟସ୍କ ବ୍ୟାଟ୍ସମ୍ୟାନ ହାଇଦର ଅଲି | ଏହି ୩…
ଆଜି ହେଉଛି ଅନ୍ତରାଷ୍ଟ୍ରିୟ ଅଲମ୍ପିକ ଦିବସ, ଜାଣନ୍ତୁ ଆଜି ଦିନରେ ହିଁ କାହିଁକି ପାଳନ କରାଯାଇଥାଏ ଏହି ଦିବସ
ଆଜି ୨୩ ଜୁନରେ ପୁରା ବିଶ୍ୱରେ ଅନ୍ତରାଷ୍ଟ୍ରିୟ ଅଲିମ୍ପିକ ଦିବସ ପାଳନ କରାଯାଉଛି । ଏହି ଖାସ ଅବସରରେ ଦୁନିଆର ଭିନ୍ନ ଭିନ୍ନ ଅଂଶରେ ଅନେକ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ଯେଉଁଥିରେ ବିଭିନ୍ନ ବର୍ଗର ଲୋକ ଏବଂ କ୍ରୀଡ଼ାବିତ ସାମିଲ ହୋଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ପୁରା…
ସଚିନ ପିତାଙ୍କୁ ଦେଇଥିଲେ ପ୍ରତିଶୃତି, ତମାଖୁ ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କରିବେ ନାହିଁ, ଏହା ହେଉଛି କାରଣ
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଇ-ସଲାମ କ୍ରିକେଟ୍ 2020 କୁ କହିଛନ୍ତି ଯେ ମୁଁ ମୋର ପିତାଙ୍କୁ ପ୍ରତିଶୃତି ଦେଇଥିଲି ଯେ ମୁଁ ତମାଖୁ ଦ୍ରବ୍ୟ କିମ୍ବା ମଦ୍ୟପାନର ବିଜ୍ଞାପନ କରିବି ନାହିଁ। ସଚିନ କହିଛନ୍ତି, 'ମୋ ବାପା ମୋତେ କହିଥିଲେ ଯେ ମୁଁ ଜଣେ ଆଦର୍ଶ ଏବଂ ଅନେକ ଲୋକ ତୁମକୁ ଅନୁସରଣ…