Browsing Category
କ୍ରୀଡା
ବିଶ୍ୱ ଟେଷ୍ଟ ଚାମ୍ପିୟନସିପରୁ ବାଦ ପଡିଲେ ପାଣ୍ଡ୍ୟା
ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ଫାଇନାଲ ମ୍ୟାଚ୍ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ଟେଷ୍ଟ ମ୍ୟାଚ ଖେଳିବ ଭାରତ ।…
ଆଇପିଏଲର ବାକି ମ୍ୟାଚ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆରେ ଖେଳା ଯାଇପାରେ
ଦୁଇ ଦିନରେ ଆଇପିଏଲ୍ ସହ ଜଡ଼ିତ ୧୨ ଜଣ ମହାମାରୀ କରୋନା ସଂକ୍ରମିତ ହେବା ପରେ ଆଇପିଏଲ୍କୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଯଦି ଚଳିତବର୍ଷର ଆଇପିଏଲ୍ ସମ୍ପୂର୍ଣ୍ଣ ନହୁଏ ; ତେବେ ବିସିସିଆଇ ୨୨୦୦ କୋଟି ଟଙ୍କା ହରାଇବ। ତେଣୁ ଆଇପିଏଲ୍-୧୪ରେ ବାକିଥିବା ୩୧ଟି ମ୍ୟାଚ୍…
କରୋନା ପୀଡ଼ିତଙ୍କୁ ସାହାଯ୍ୟ ପାଇଁ ଅଭିଯାନ ଚଳାଇଲେ ବିରାଟ ଓ ଅନୁଷ୍କା, ଭିଡିଓ ମାଧ୍ୟମରେ ଦେଲେ ବାର୍ତା
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲି କରୋନା ଭାଇରସ ବିରୋଧରେ ଯୁଦ୍ଧରେ ଲୋକଙ୍କ ସାହାଯ୍ୟ ନେଇ ଆଗକୁ ଆସିଛନ୍ତି। ବିରାଟ-ଅନୁଷ୍କା ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ଦୁହେଁ ସୋସିଆଲ ମିଡିଆ ମାଧ୍ୟମରେ…
ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା, ଶ୍ରେଷ୍ଠ ୧୦ ମଧ୍ୟରେ ୩ ଭାରତୀୟ
ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ଅଧିନାୟକ ବିରାଟ କୋହଲି ପଞ୍ଚମ ସ୍ଥାନ ବଜାୟ ରଖିଥିବାବେଳେ ରିଶଭ ପନ୍ତ ଷଷ୍ଠ ଓ ରୋହିତ ଶର୍ମା ଅଷ୍ଟମକୁ ଉନ୍ନୀତ ହୋଇଛନ୍ତି । କେବଳ ଶ୍ରୀଲଙ୍କା ଓ ବାଂଲାଦେଶକୁ…
ଭାରତରେ ଆଇପିଏଲ ବନ୍ଦ ହେବା ପରେ ଏବେ ୟୁଏଇକୁ ସ୍ଥାନାନ୍ତରିତ ହୋଇପାରେ ଟି-୨୦ ବିଶ୍ୱକପ
କରୋନା ମହାମାରୀ ପାଇଁ ଶେଷରେ ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ୍କୁ ସ୍ଥଗିତ ରଖାଯାଇଛି । ଆଇପିଏଲ୍ ସ୍ଥଗିତ ହେବା ପରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କୁହାଯାଉଛି ଯେ, ଏବେ ଭାରତରେ କରୋନା ସଂକ୍ରମଣର…
ଅଧାରୁ ବନ୍ଦ ହେଲା ଆଇପିଏଲ, ଘୋଷଣା କଲେ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା
କରୋନାର କଳା ବାଦଲ ଆଇପିଏଲ ଉପରେ ପଡ଼ିଛି। ଆଇପିଏଲ୍ ୨୦୨୧ ବାତିଲ୍ କଲେ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା। ଏକାଧିକ ଖୋଳାଳି କରୋନା ସଂକ୍ରମିତ ହେବା ପରେ ଏନେଇ ଟୁର୍ଣ୍ଣାମେଣ୍ଟର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
https://twitter.com/ANI/status/1389483311978876932?s=20
ଆଇପିଏଲ ଉପରେ କରୋନାର କଳା ବାଦଲ, ଚେନ୍ନାଇର ୩ ଖେଳାଳୀ ଆକ୍ରାନ୍ତ
ଇଣ୍ଡିଆନ ପ୍ରିମିୟର ଲିଗ (IPL) କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କୋଲକାତା ନାଇଟ୍ ରାଇଡର୍ସର ୨ଜଣ ଖେଳାଳୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଚେନ୍ନାଇ ଟିମର ୩ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ ଚେନ୍ନାଇ ଟିମର ମୁଖ୍ୟ କାର୍ଯ୍ୟନିର୍ବାହୀ…
କରୋନାରେ ଆକ୍ରାନ୍ତ ହେଲେ କୋଲକତାର ୨ ଖେଳାଳୀ, ବାତିଲ ହୋଇପାରେ ଆଜିର ମ୍ୟାଚ
କରୋନାର ଆତଙ୍କ ଏବେ ଆଇପିଏଲରେ। ସୋମବାର ହେବାକୁ ଥିବା କୋଲକାତା ନାଇଟ୍ ରାଇଡର୍ସ ଓ ବେଙ୍ଗାଲୁର ଭିତରେ ହେବାକୁ ଥିବା ମ୍ୟାଚ୍କୁ ରଦ୍ଦ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, କୋଲକାତାର ଦୁଇ ଜଣ ଖେଳାଳି କରୋନା ପଜିଟିଭ ଜଣାପଡିଛନ୍ତି। ଏହାପରେ ମ୍ୟାଚ୍ ରଦ୍ଦ କରିବାର ନିଷ୍ପତ୍ତି…
କରୋନା ସହ ଲଢୁଛନ୍ତି ଅଶ୍ୱିନୀଙ୍କ ପୂରା ପରିବାର, ପରିବାରର ୧୦ ଜଣ ହୋଇଛନ୍ତି ଆକ୍ରାନ୍ତ
କରୋନା ସହ ଲଢୁଛନ୍ତି ଭାରତୀ ସ୍ପିନର ଆର. ଅଶ୍ୱିନୀ । ପରିବାରର ୧୦ ଜଣ ହୋଇଛନ୍ତି ଆକ୍ରାନ୍ତ । ସେଥିପାଇଁ ଆଇପିଏଲ ଛାଡି ନେଇ ପରିବାରର ଲୋକଙ୍କୁ ସାହାରା ଦେବାକୁ ଚାଲିଆସିଛନ୍ତି ଅଶ୍ୱିନୀ । ଅଶ୍ୱିନୀ ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳୁଥିଲେ । ପରିବାର ଲୋକଙ୍କୁ କରୋନା ହୋଇଥିବା ଖବର ଶୁଣି ସେ…
ଦିଲ୍ଲୀ ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ କେକେଆର
ଚଳିତ ଆଇପିଏଲ୍ର ୨୫ତମ ଲିଗ୍ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚ୍ଟି ନାଇଟ୍ ରାଇଡର୍ସ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ୬ଟି ମ୍ୟାଚ୍ ଖେଳିସାରିଥିବା ନାଇଟ ରାଇଡର୍ସ ମାତ୍ର ୨ଟିରେ ବିଜୟୀ ହୋଇଛି । ପଏଣ୍ଟ ତାଲିକାର…