Browsing Category

କ୍ରୀଡା

ସାନିଆଙ୍କ ପୂର୍ବରୁ ସୋଏବଙ୍କ ପ୍ରଥମ ପତ୍ନୀ ବି ଥିଲେ ଜଣେ ଭାରତୀୟ, ଜାଣନ୍ତୁ ସେ କିଏ

ଭାରତୀୟ ଟେନିସ୍ ଷ୍ଟାର୍ (Indian Tennis Player) ସାନିଆ ମିର୍ଜା (Sania Mirza) ଓ ପାକିସ୍ତାନୀ କ୍ରିକେଟର (Pakistan Cricketer) ଶୋଏବ ମଲିକ (Shoaib Malik) ଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁନାହିଁ । ଉଭୟଙ୍କ ମଧ୍ୟରେ ଶୀଘ୍ର ଛାଡପତ୍ର ହେବାର ଖବର ସାମ୍ନାକୁ ଆସୁଛି । ଏପରିକି…

୩୦ ବର୍ଷ ପରେ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ-ପାକିସ୍ତାନ ଭେଟ

ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ କ୍ରିକେଟ ଦଳ ୧୯୯୨ରେ ପ୍ରଥମ ଥର ପାଇଁ ଆଇସିସି ଦିନିକିଆ ବିଶ୍ବକପ ଜିତିଥିଲା। ଉକ୍ତ ଫାଇନାଲରେ ଇଂଲଣ୍ଡକୁ ୨୨ରନରେ ପରାସ୍ତ କରି ପାକିସ୍ତାନ ବିଶ୍ବକପ ମୁକୁଟ ପିନ୍ଧିଥିଲା। ଠିକ୍‌ ୩୦ ବର୍ଷ ପରେ ଉଭୟ ଦଳ ପୁଣି ଥରେ ସେହି ମେଲବୋର୍ଣ୍ଣ କ୍ରିକେଟ…

ବର୍ଷକ ଭିତରେ ବଦଳିଯିବ ଟିମ୍ ଇଣ୍ଡିଆ, ବାହାର ହୋଇପାରନ୍ତି ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳି

ଟି-୨୦ ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡଠାରୁ ଗୁରୁବାର ଭାରତ ୧୦ ୱିକେଟରେ ପରାଜିତ ହୋଇଛି । ଏହି ଶୋଚନୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ଏବେ ରାଡାରରେ ରହିଛି। ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ଏବେ କଡା ମନୋଭାବ ଗ୍ରହଣ କରିବାକୁ ଯାଉଛି। ବର୍ଷକ ଭିତରେ ଭାରତୀୟ ଟିମ୍‌ରେ ଖୁବ୍ ବଡ…

ବିରାଟ ଓ ପାଣ୍ଡ୍ୟାଙ୍କ ଧୁଆଁଧାର ଇନିଂସ, ଇଂଲଣ୍ଡକୁ ୧୬୯ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଇଂଲଣ୍ଡକୁ ୧୬୯ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ବ୍ୟାଟିଂ କରି ୬ ଓ୍ୱିକେଟ୍‌ ହରାଇ ୧୬୮ ରନ୍‌ କରିବାରେ ସକ୍ଷମ ହୋଇଛି ରୋହିତ ବାହିନୀ । ପାଣ୍ଡ୍ୟା ଖେଳିଲେ ୬୩ ରନ୍‌ର ଧୁଆଁଧାର ଇନିଂସ । ଟି-୨୦ ବିଶ୍ୱକପ୍ ୨୦୨୨ର ୨ୟ ସେମିଫାଇନାଲରେ…

ଟି-୨୦ ଦ୍ୱିତୀୟ ସେମିଫାଇନାଲ: ଟସ୍‌ ଜିତି ଇଂଲଣ୍ଡର ଫିଲ୍ଡିଂ ନିଷ୍ପତ୍ତି

ଓଭାଲରେ ଭାରତ ଓ ଇଂଲଣ୍ଡ ଭିତରେ ଟି-୨୦ ବିଶ୍ୱ କପ୍ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଆଜି ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍‌ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି।

ସେମିଫାଇନାଲ ପୂର୍ବରୁ ଆହତ ହେଲେ କୋହଲି

ବିରାଟ କୋହଲି (Virat Kohli) ଟି-୨୦ ବିଶ୍ୱକପର (T20 World Cup) ଅଷ୍ଟମ ସିଜନରେ ଏପର୍ଯ୍ୟନ୍ତ ବ୍ୟାଟ୍ ସହ ଭଲ ପ୍ରଦର୍ଶନ କରିଛନ୍ତି । ସେ ଅର୍ଦ୍ଧ ତିନୋଟି ଅର୍ଦ୍ଧଶତକ ସହ ୨୦୦ ରୁ ଅଧିକ ରନ୍ କରିଛନ୍ତି । ଏହି କାରଣରୁ ଦଳ ସୁପର-୧୨ ର ୫ଟି ମ୍ୟାଚ ମଧ୍ୟରୁ ୪ଟି ଜିତିବାରେ ସକ୍ଷମ ହୋଇଥିଲା ।…

ସେମି ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ନେଟ୍ ପ୍ରାକ୍ଟିସରେ ଆହତ ହେଲେ କ୍ୟାପଟେନ୍ ରୋହିତ ଶର୍ମା

T20 ବିଶ୍ବକପ ସେମିଫାଇନାଲ୍ ଲଢେଇ ଆଗରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ଆହତ । ଆସନ୍ତା ୧୦ତାରିଖରେ ଆଡିଲେଟ୍ ରେ ଇଂଲଣ୍ଡ ସହ ସେମି ମୁକାବିଲା । ତାଆଗରୁ ଆଜି ସକାଳେ ରୋହିତ ଶର୍ମା ନେଟ୍ ପ୍ରାକ୍ଟିସ୍ ସମୟରେ ଆହତ ହୋଇ ଯାଇଛନ୍ତି । ଘଣ୍ଟାପ୍ରତି ୧୫୦କିଲୋମିଟର ବେଗରେ ଏକ ବଲ୍…

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ : ଦିନକ ପରେ ସେମି ଫାଇନାଲ୍‌ ରାଉଣ୍ଡ୍‌ରେ ଇଂଲଣ୍ଡକୁ ଭେଟିବ ଭାରତ

ଦିନକ ପରେ ଆରମ୍ଭ ହେବ ସେମି ଫାଇନାଲ୍‌ ରାଉଣ୍ଡ୍‌ । ଚତୁର୍ଥ ଥର ପାଇଁ ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଟିମ୍‌ ଇଣ୍ଡିଆ ଗୁରୁବାର ଦିନ ଦ୍ୱିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ । ମେଲବର୍ଣ୍ଣରେ ଜିମ୍ବାୱେକୁ ପରାସ୍ତ କରି ଭାରତ ସେମିରେ ସ୍ଥାନ ପକ୍କା କରିଥିଲା । ସୋମବାର ଦଳ…

ସେମିଫାଇନାଲ ପୂର୍ବରୁ ଭାଇରାଲ ହେଉଛି ବାବରଙ୍କ ଭାଷଣ, ଦେଖନ୍ତୁ ଭିଡିଓ

ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ କ୍ରିକେଟ ୨୦୨୨ର ସେମିଫାଇନାଲରେ ଏଣ୍ଟ୍ରି ମାରିଛି ପାକିସ୍ତାନ ଟିମ୍ । ରବିବାର ଦିନ ନେଦରଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ପରାଜୟ ପରେ ପାକିସ୍ତାନକୁ ସୁଯୋଗ ମିଳିଛି । ଏହାର ସୁଯୋଗ ନେଇ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ…

ଇତିହାସ ରଚିଲେ ସୂର୍ଯ୍ୟକୁମାର, ଟି-୨୦କ୍ରିକେଟରେ ଏଭଳି କରିବାରେ ପ୍ରଥମ ଭାରତୀୟ

ଭାରତର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ବହୁତ ଭଲ ଫର୍ମରେ ଅଛନ୍ତି ଏବେ । ଟି-୨୦ ବିଶ୍ବକପ ୨୦୨୨ରେ ତାଙ୍କ ବ୍ୟାଟରୁ ରନର ବର୍ଷା ଲାଗି ରହିଛି । ଜିମ୍ବାଓ୍ବେ ବିପକ୍ଷରେ ଧୂଆଁଧାର ଅର୍ଦ୍ଧଶତକ ଲଗାଇଛନ୍ତି । ଏହାସହ ସେ ନିଜ ନାଁରେ ଏକ ନୂଆ ରେକର୍ଡ ସୃଷ୍ଟି କରିନେଇଛନ୍ତି । ଯାହାକୁ ହାସଲ…