Browsing Category

କ୍ରୀଡା

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଟିମ ଚୟନ କରିଲେ ବିସିସିଆଇ . . .କୋହଲି ବାଦ ପଡିଥିବା…

ଭାରତ- ଇଂଲଣ୍ଡର ମ୍ୟାଚ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଯାଉଥିବା ୫ଦିନିଆ  ଟି-୨୦ ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ୧୮ ଜଣିଆ ଟିମ ଚୟନ କରାଯାଇଛି । ଏହା ଗୁରୁବାର ଦିନ ଚୟନ କରାଯାଇଥିବା ବେଳେ ଏଥିରେ ରୋହିତ ଶର୍ମା କ୍ୟାପଟେନ ରହିବେ ଏବଂ ବିରାଟ କୋହଲିଙ୍କୁ ଏଥିରେ ବିଶ୍ରାମ…

ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଏହି ବିରଳ କୀର୍ତ୍ତିମାନ ହାସଲ କଲେ ସାମି

ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାଁରେ ଆଉ ଏକ ରେକର୍ଡ । ନିଜ ଦିନିକିଆ କ୍ୟାରିୟରରେ ୧୫୦ ୱିକେଟ୍‌ ନେବାର ରେକର୍ଡ କରିଛନ୍ତି ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ସାମି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ଅଧିନାୟକ ଜୋସ୍‌ ବଟଲରଙ୍କୁ ଆଉଟ୍‌ କରି ଏହି ମାଇଲଖୁଣ୍ଟ ଛୁଇଁଥିଲେ । ପ୍ରଥମ…

ଆଜି ପ୍ରଥମ ଦିନିକିଆ: ଟି-ଟ୍ୱେଣ୍ଟି ପରେ ଦିନିକିଆ ସିରିଜ ଉପରେ ଟିମ୍‌ ଇଣ୍ଡିଆ ନଜର

ଆଜି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିବା ପରେ ଭାରତର ନଜର ଏବେ ଦିନିକିଆ ସିରିଜ ଉପରେ । ଓଭାଲ ଗ୍ରାଉଣ୍ଡରୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ପାଇଁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ପ୍ରସ୍ତୁତ ରହିଛି । ଆସନ୍ତା ବର୍ଷ ରହିଛି…

ଭାରତ ବନାମ ବିଶ୍ୱ ଏକାଦଶ, ଏପରି ରହିପାରେ ସାମ୍ଭବ୍ୟ ଭାରତ ଏକାଦଶ

ଦେଶ ସ୍ୱାଧିନତାର ୭୫ତମ ବର୍ଷ ପାଳନ କରୁଛି । ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ସରକାର ବିସିସିଆଇକୁ କ୍ରିକେଟ୍ ମ୍ୟାଚ୍ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିପାଇଁ ଆସନ୍ତା ଅଗଷ୍ଟ ୨୨ ତାରିଖରେ ଭାରତ ଓ ବିଶ୍ୱ ଏକାଦଶ ମଧ୍ୟରେ ଏକ ଟି୨୦ ମୁକାବିଲା ଖେଳାଯିବ…

ଇନ୍‌ଷ୍ଟାରୁ ପୁରୁଣା ପୋଷ୍ଟ ଡିଲିଟ୍‌ କରି ଚେନ୍ନାଇ ସହ ସବୁ ସଂପର୍କ କାଟିଲେ ଜାଡେଜା !

ଚେନ୍ନାଇ ସୁପର କିଙ୍ଗସ୍‌ ଛାଡିବେ କି ରବିନ୍ଦ୍ର ଜାଡେଜା । ଟିମ୍‌ ଇଣ୍ଡିଆର ଏହି ଷ୍ଟାର୍‌ ଅଲ୍‌ରାଉଣ୍ଡରଙ୍କ ସଂପର୍କ ଏବେ ଚେନ୍ନାଇ ପ୍ରାଞ୍ଚାଇଜ ସହ ଠିକ୍‌ ଠାକ୍‌ ନାହିଁ । ଜାଡେଜା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଚେନ୍ନାଇ ସୁପର କିଙ୍ଗସ୍‌ର ଆଇପିଏଲ୍ ୨୦୨୧ ଏବଂ ୨୦୨୨ର ସମସ୍ତ ପୋଷ୍ଟକୁ…

ବକରି ଇଦ୍ ପୂର୍ବରୁ ଚୋରୀ ହୋଇଗଲା କାମରାନ ଅଖମଲଙ୍କ ବଳି ପଡିବାକୁ ଥିବା ଛେଳି

ଚର୍ଚ୍ଚାରେ ପାକିସ୍ତାନୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମରାନ୍ ଆକମଲ । ଏଥର କାମରନ୍ କିନ୍ତୁ ନିଜ ଖେଳ ପାଇଁ ଚର୍ଚ୍ଚାରେ ନାହାଁନ୍ତି । ବରଂ ଏଥର ସେ ନିଜ ପର୍ସନାଲ ଲାଇଫ ନେଇ ଚର୍ଚ୍ଚାରେ ଅଛନ୍ତି । କଥା ହେଉଛି କି, ଆକମଲଙ୍କ ଘରୁ ଚୋରି ହୋଇଯାଇଛି ତାଙ୍କ ଛେଳି । ଏହି ଛେଳିଟି…

ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

କଟକରେ ମାସ୍କ ବାଧ୍ୟତାମୂଳକ । ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ସହରରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମ୍‌ସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି ।

ପନ୍ତଙ୍କ ବ୍ୟାଟିଂର ପ୍ରଶଂସା କଲେ ସଚିନ୍‌, ଟ୍ୱିଟ୍ କରି କହିଲେ ଏଭଳି

ଭାରତ ଓ ଇଂଲଣ୍ଡ ଭିତରେ ଏଜବାଷ୍ଟନ୍‌ରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ରିଷଭ ପନ୍ତ ଦେଖାଇଛନ୍ତି କମାଲ। ଇଂଲଣ୍ଡ ବିପକ୍ଷରେ ପନ୍ତ ଦମଦାର ବ୍ୟାଟିଂ ଯୋଗେ ସମସ୍ତଙ୍କର ହୃଦୟ ଜିଣିପାରିଛନ୍ତି। ସେ ମାତ୍ର ୮୯ ବଲ୍‌ରେ ଶତକ କରିଥିଲେ। ଏହା ସହିତ ଟିମ୍‌କୁ ସଙ୍କଟରୁ ବାହାର କରିଥିଲେ।…

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ : ଶତପ୍ରତିଶତ ଦର୍ଶକଙ୍କୁ ମିଳିପାରେ ଷ୍ଟାଡିୟମରେ ଅନୁମତି

ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲିଆ ଆୟୋଜନ କରିବ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଅଷ୍ଟମ ସଂସ୍କରଣ । କୋଭିଡ୍‌ ଯୋଗୁ ଅଷ୍ଟ୍ରେଲିଆ ୨୦୨୦ ସଂସ୍କରଣ ଆୟୋଜନ କରିପାରି ନଥିଲା । ବିଶ୍ୱକପ୍‌ର ଟିକେଟ୍‌ ବିକ୍ରି ଚାଲୁ ରହିଛି । ଅଷ୍ଟ୍ରେଲିଆରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣାଧିନ ଅଛି । ତେଣୁ ଆଶା…

ଆୟରର୍ଲାଣ୍ଡ ବିପକ୍ଷରେ ସିରିଜ୍‌ ବିଜୟ ପରେ ଉମ୍‌ରାନ୍‌ଙ୍କୁ ଟ୍ରଫି ଧରାଇଲେ କ୍ୟାପ୍‌ଟେନ୍‌ ହାର୍ଦ୍ଦିକ

ଆୟରର୍ଲାଣ୍ଡରେ ସିରିଜ୍‌ କବ୍‌ଜା କରିଛି ଭାରତ । ଟି-୨୦ ସିରିଜ୍‌କୁ ୦-୨ରେ ଜିତିଛି ଟିମ ଇଣ୍ଡିଆ । ଟିମ୍‌ର ଏହି ବିଜୟରେ ଅନେକ ହିରୋ ସାମ୍ନାକୁ ଆସିଛନ୍ତି । କିନ୍ତୁ ସିରିଜ୍‌ କବ୍‌ଜା ପରେ ସମସ୍ତଙ୍କୁ ମନେପଡିଗଲା ଧୋନୀଙ୍କ କଥା। ହାର୍ଦ୍ଦିକ ପାଣ୍ଡ୍ୟା ଯେତେବେଳେ ଟ୍ରଫି ହାତେଇଥିଲେ ,…