Browsing Category

ଜୀବନ ଚର୍ଯ୍ୟା

ଘରେ ଏଭଳି ପ୍ରସ୍ତୁତ କରନ୍ତୁ ପାଳଙ୍ଗ ସୁପ୍, ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଲାଭକାରୀ

ଆମେ ପ୍ରତିଦିନ ଅନେକ ପ୍ରକାର ଖାଦ୍ୟ ସେବନ କରିଥାଉ। କିନ୍ତୁ ମନରେ ପ୍ରଶ୍ନ ଉଠେ, ଆମେ ଖାଉଥିବା ଖାଦ୍ୟ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ହିତକର ନା ହାନିକାରକ। ଲୋକଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଘୁରି ବୁଲେ। ଯଦି ଆପଣଙ୍କ ମନରେ ମଧ୍ୟ ଏହିଭଳି ପ୍ରଶ୍ନ ଉଠୁଛି ଏବଂ ଏମିତି କିଛି…

ସୁଗର ସ୍ତରକୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ଏହି ପନିପରିବା, ଖାଦ୍ୟରେ ନିଶ୍ଚିତ କରନ୍ତୁ ସାମିଲ

ଆଜିର ସମୟରେ ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହୋଇଛି, ଯେଉଁ କାରଣରୁ ଲୋକମାନେ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଯନ୍ତ୍ରଣା ଭୋଗୁଛନ୍ତି। ବର୍ତ୍ତମାନ ଏହି ରୋଗ କେବଳ ବୃଦ୍ଧମାନଙ୍କ ମଧ୍ୟରେ ସୀମିତ ନୁହେଁ, ସବୁ ବୟସର ଲୋକମାନେ ଏହାର ଶିକାର ହେଉଛନ୍ତି। ଶିଶୁ ଏବଂ ବୟସ୍କମାନେ ମଧ୍ୟ…

ଘରର ଉତ୍ତର ଦିଗ ସହିତ ଜଡ଼ିତ ଏହି ନିୟମଗୁଡ଼ିକର ପାଳନ କଲେ ରହିନଥାଏ ଧନ୍ୟଧାନ୍ୟର ଅଭାବ

ବାସ୍ତୁ ଶାସ୍ତ୍ର ବିଶେଷଜ୍ଞଙ୍କ ଅନୁଯାୟୀ, ଲୋକମାନେ ବାସ୍ତୁ ତ୍ରୁଟିରୁ ରକ୍ଷା ପାଇବା ପାଇଁ ଘରର ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଘରର ପ୍ରତ୍ୟେକ ଅଂଶର ନିଜସ୍ୱ ଗୁରୁତ୍ୱ ରହିଛି। କୁହାଯାଏ ଯେ ଯଦି ଘରର ଉତ୍ତର ଦିଗ ଦୋଷମୁକ୍ତ, ତେବେ ଏହା ଜୀବନରେ ଧନ…

ତୃତୀୟ ଲହର ଆସିବ ନାହିଁ ଭାବି ଯଦି କରୁଥାନ୍ତି ଏହି ଚାରୋଟି ଭୁଲ୍, ତେବେ ଏହା ପଡ଼ିପାରେ ଭାରୀ

କରୋନା ମହାମାରୀ ସମସ୍ତଙ୍କ ଜୀବନକୁ ବଦଳାଇ ଦେଇଛି। ଭାରତରେ ଆସିଥିବା ଏହାର ପ୍ରଥମ ଏବଂ ଦ୍ୱିତୀୟ ଲହର ବହୁ ଧ୍ୱଂସ ଘଟାଇଛି | ଏଥିରେ ମାସ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, କାରଣ ମାସ୍କ ପିନ୍ଧିବା ଦ୍ବାରା ସଂକ୍ରମଣର ଆଶଙ୍କା ବହୁତ କମ ହୋଇପାରେ। ଏଥି ସହିତ, ଅନ୍ୟାନ୍ୟ…

ଏହିସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ

ଯେତେବେଳେ ରକ୍ତରେ ଗ୍ଲୁକୋଜ କିମ୍ବା ଶର୍କରା ସ୍ତର ଅଧିକ ହୋଇଯାଏ ସେତେବେଳେ ମଧୁମେହ ରୋଗ ହେବାର ଆଶଙ୍କା ବଢିଯାଏ। ଦୀର୍ଘ ସମୟ ଧରି ରକ୍ତରେ ଅଧିକ ଗ୍ଲୁକୋଜ୍ ହୃଦଘାତ, ନର୍ଭ ଡ୍ୟାମେଜ୍, ଆଖି ସମସ୍ୟା ଏବଂ କିଡନୀ ରୋଗ ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବଢାଇଥାଏ। ତେଣୁ ଏଥିପାଇଁ…

କରୋନା କାଳରେ ନିଜ ପିଲାଙ୍କ ଇମ୍ୟୁନିଟକୁ କରନ୍ତୁ ଦୃଢ଼, ସେମାନଙ୍କ ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

ଏବେ ମଧ୍ୟ କରୋନାର କାୟା ଜାରି ରହିଛି। ଏହାସହ ୩ୟ ତରଙ୍ଗର ମଧ୍ୟ ଆଶଙ୍କା କରାଯାଉଛି। ଏହି ତରଙ୍ଗରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏହି କାରଣରୁ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଶିଶୁମାନେ ଯେପରି ଆବଶ୍ୟକ ପରିମାଣରେ ଭିଟାମିନ ଯୁକ୍ତ…

ସକାଳୁ ଉଠି ଜପ କରନ୍ତୁ ଏହି ମନ୍ତ୍ର : ପୁରା ଦିନ କଟିଥାଏ ଭଲ, ଜୀବନକୁ ଆସିଥାଏ ସକରାତ୍ମକତା

କଥାରେ ଅଛି ଦିନର ଆରମ୍ଭ ଯେତେ ଭଲ ହୁଏ ପୁରା ଦିନ ମଧ୍ୟ ସେତିକି ଭଲ ଯାଇଥାଏ | ଯେପରି ଆମେ ଆମ ଘରକୁ ଦୃଢ଼ କରିବା ପାଇଁ ମୂଳଦୁଆକୁ ଦୃଢ଼ କରିଥାଉ, ସେହିପରି ଦିନଟି ଭଲରେ ଯିବା ପାଇଁ ଦିନର ଭଲ ଆରମ୍ଭ ହେବା ଆବଶ୍ୟକ | କୁହାଯାଏ ଯେ ଯଦି ଏହି ମନ୍ତ୍ରଗୁଡିକ ସକାଳେ ଜାପ କରାଯାଏ, ତେବେ ଏହା…

ଘରେ ଝାଡ଼ୁର ବ୍ୟବାହାର ସମୟରେ ଏହି ଦିଗ ଗୁଡ଼ିକ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ: ନଚେତ ହୋଇଯିବେ କାଙ୍ଗାଳ

ଘର ସଫା କରିବା ନିମନ୍ତେ ଝାଡ଼ୁ ଆବଶ୍ୟକ ହୋଇଥାଏ। ଏହା ବିନା ଘର ଦ୍ୱାର ସଫା ସୁତୁରା କରିବା ଯେପରି ଅସମ୍ଭବ। ମାତ୍ର ଏହି ଝାଡ଼ୁ ଘରେ ରଖିବା ଓ ବ୍ୟବହାରରେ କିଛି ନିୟମ ରହିଛି। ଯାହାକୁ ମାନିଲେ ଆପଣଙ୍କ ମଙ୍ଗଳ ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଝାଡ଼ୁକୁ ମା’ଲକ୍ଷ୍ମୀଙ୍କ ରୂପ ବୋଲି…

ହୃଦରୋଗ ଆଶଙ୍କାକୁ କମ କରିଥାଏ ୱାଲନଟ, କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ରଖେ ନିୟନ୍ତ୍ରଣରେ

ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ ଏବଂ କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ। ହସ୍ପିଟାଲ୍ କ୍ଲିନିକ୍ ଡି ବାର୍ସିଲୋନା ର ଗବେଷକମାନେ ସେମାନଙ୍କର ଗବେଷଣାରେ ଏହି ଦାବି କରିଛନ୍ତି। ଅନୁସନ୍ଧାନକାରୀ ଏବଂ ବାର୍ସିଲୋନା ଭିତ୍ତିକ ଡାଏଟିସିଆନ୍…

ଘର ପାଖରେ ଏହି ସମସ୍ତ ଜିନିଷ ରହିବା ନୁହେଁ ଶୁଭଙ୍କର, ଜାଣନ୍ତୁ କ’ଣ ସେହି ସେବୁ

ଘରର ପରିବେଶ, ସଦସ୍ୟଙ୍କ ଖୁସି ଓ ଉନ୍ନତି କେବଳ ଘର ଭିତରେ ଥିବା ବସ୍ତୁ ଉପରେ ନିର୍ଭର କରେନି। ଘର ବାହାରେ ଓ ଆଖପାଖରେ ଥିବା ଜିନିଷ ମଧ୍ୟ ଘର ଉପରେ ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ଘର ଆଗରେ ୫୦ ମିଟର ଦୂର ପର୍ଯ୍ୟନ୍ତ ଏଭଳି କିଛି ଜିନିଷ ବିଷୟରେ କୁହାଯାଇଛି, ଯାହା ଘର ପାଇଁ…