Browsing Category

ଜୀବନ ଚର୍ଯ୍ୟା

କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ କିଛି ଘରୋଇ ଉପଚାର

ବର୍ତ୍ତମାନ ବୟସ୍କ ହୁଅନ୍ତୁ କିମ୍ବା ଯୁବକ କୋଷ୍ଠ କାଠିନ୍ୟ ସମସ୍ୟା ସମସ୍ତଙ୍କ ପାଇଁ କଷ୍ଟଦାୟକ ଅଟେ । ତେଣୁ ଏଙି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମ୍ଭମାନଙ୍କୁ ପେଟକୁ ଭଲ ରଖିବାକୁ ପଡିଥାଏ । ଦିନକୁ ଅତିକମରେ ୩ରୁ ୪ଲିଟର ପାଣି ପିଇବା ଆବଶ୍ୟକ ଏବଂ ତେଲ ମସଲାଜାତୀୟ ଖାଦ୍ୟ ଖାଇବା କମ କରିବା…

ଖାଦ୍ୟ ଖାଇବା ପରେ ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ? ତେବେ ଆଜି ହିଁ ସୁଧାରନ୍ତୁ

ଗରମ ଦିନେ ଯେତେଥର ଗାଧୋଇଲେ ବି ତାହା କମ୍ ହୋଇଥାଏ । ତାପମାତ୍ରା ବୃଦ୍ଧି ଯୋଗୁଁ ଅଧିକାଂଶ ଲୋକ ତିନିରୁ ଚାରି ଥର ଗାଧୋଇଥାନ୍ତି । ଏମିତିରେ କିଛି ଲୋକ ଏମିତି ଭୁଲ୍ କରିଦେଇତାନ୍ତି ଯାହା ତାଙ୍କର କରିବା କଥା ନୁହେଁ । କିଛି ଲୋକ ରାତିରେ ଗାଧୋଇବା ପରେ ଖାଇଥାନ୍ତି । ଏମିତି କଲେ ଆପଣ ରୋଗକୁ…

ବିଭିନ୍ନ ପ୍ରକାରର ସମସ୍ୟାରୁ ମୁକ୍ତି ଦେଇଥାଏ ଗଙ୍ଗ ଶିଉଳି ପତ୍ର

ବହୁ ଆର‌୍ୟୁବେଦ କାଳରୁ ଗଙ୍ଗଶିଉଳି ପତ୍ର ଏବଂ ଫୁଲକୁ େଓøଷଧ ରୂପେ ବ୍ୟବହାର କରାଯାଉଥିଲା । ଏହା ଏକ େଓøଷଧିୟ ବୃକ୍ଷେ ରୂପେ ପରିଚିତ । ଏହି ବୃକ୍ଷର ଉଭୟ ପତ୍ର ଏବଂ ଫୁଲକୁ େଓøଷଧଭାବେ ବ୍ୟବହାର କରି ବିଭିନ୍ନ ରୋଗରୁ ମୁକ୍ତି ପାଇପାରିବେ । ୧. ଆଥରାଇଟିସ ପାଇଁ – ଏହି ଆଥରାଇଟିସରୁ ମୁକ୍ତି…

ପାଟିର ଯତ୍ନ ନେବାରେ କରୁଛନ୍ତି କି କିଛି ଭୁଲ , ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଦ୍ୱାରା ହୋଇଥାଏ କେଉଁ ସମସ୍ୟା

ପାଟିରେ ଥିବା ଦାନ୍ତ, ଜିଭ ମୁଖ ଶରୀରର ଅନ୍ୟାନ୍ୟ ଅଙ୍ଗ ପରି ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । ଶରୀରରେ ଯେପରି ବିଭିନ୍ନ ଅଙ୍ଗର ଯତ୍ନ ନିଆଯାଏ ସେହିପରି ପାଟିର ମଧ୍ୟ ଯତ୍ନ ନେବା ଆବଶ୍ୟକ । ୧. ଦିନକୁ ଥରେ ବ୍ରଶ କରୁଥିଲେ - ଆମେ ଖାଉଥିବା ଖାଦ୍ୟ ଦାନ୍ତ ଏବଂ ଜିଭ ଦେଇ ଭିତରକୁ ଯାଇଥାଏ । ତେଣୁ…

ସନଟ୍ୟାନ ଏବଂ ବ୍ରଣର ସମସ୍ୟାରୁ ମୁକ୍ତି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଫେସ ସ୍କ୍ରବ

ଅତ୍ୟଧିକ ଖରା ଏବଂ ରାଡିଏସନ କାରଣରୁ ତ୍ୱଚାରେ କଳା ଦାଗ, ବ୍ରଣର ସମସ୍ୟା ଦେଖାଯାଇଥାଏ । ସମୟ ସମୟରେ ଏହାର ଉପଚାର ନକଲେ ଏହା ଅତ୍ୟଧିକ ସମସ୍ୟା ସୃଷ୍ଟି କରିଥାଏ । ମୁଖରେ ଏହି କଳାଦାଗକୁ ସନଟ୍ୟାନ କୁହାଯାଇଥାଏ । ସନ ଟ୍ୟାନ ହେଉ କିମ୍ବା ବ୍ରଣ ସମସ୍ୟାରୁ ମୁକ୍ତି ପାଇଁ ବଜାରରେ ବହୁ ପ୍ରକାରର…

ଦହି ସହ ମିଶାଇ ଖାଆନ୍ତୁ ଏହି ଜିନିଷ ; ଅନେକ ସମସ୍ୟା ରୁ ପାରିବେ ମୁକ୍ତି

ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ତେବେ ଏପରି କେତେକ ଜିନିଷ ରହିଛି,ଯାହାକୁ ଦହି ସହ ମିଶାଇ ଖାଇବା ଦ୍ୱାରା ଶରୀରରୁ ଅନେକ ରୋଗ ଦୂର ହୋଇଥାଏ। ଦହିରେ ଭରପୁର ମାତ୍ରାରେ କ୍ୟାଲସିୟମ, ପ୍ରୋଟିନ ଓ ଭିଟାମିନ ମିଳିଥାଏ। ଏହାସହ ଆଇରନ ଓ ଫସଫରସ ମଧ୍ୟ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ…

ଖାଦ୍ୟରେ ସାମିଲ କରନ୍ତୁ ସଜନା ଛୁଇଁ, ତା’ପରେ ଦେଖନ୍ତୁ ଏହି ୬ ଟି ରୋଗରୁ କିପରି ପାଇବେ ମୁକ୍ତି

ଯେତେବେଳେ ସବୁଜ ପନିପରିବା କଥା ଆସେ, ଲୋକମାନେ ସଜନା ଛୁଇଁ ବା ଡ୍ରମଷ୍ଟିକ୍ ନାମ ନେବାକୁ ଭୁଲିଯାଆନ୍ତି | ଯେତେବେଳେ କି ଏହି ପନିପରିବା ଅତି ସହଜରେ ଉପଲବ୍ଧ | ଏହି ପନିପରିବାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ରହିଥାଏ, ଯେଉଁଥିପାଇଁ ଆମ ଶରୀର ପାଇଁ ଅନେକ ଲାଭ ହୋଇଥାଏ | ସଜନା ଛୁଇଁ…

ଖରା ଦିନେ ମୁହଁରେ ଚମକ ଆଣିବା ପାଇଁ ନିଶ୍ଚୟ ଲଗାନ୍ତୁ ଏହି ତିନୋଟି ଜିନିଷ

ସୁନ୍ଦର ତ୍ବଚା ସମସ୍ତଙ୍କୁ ପସନ୍ଦ । ପାଣିପାଗ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁଁ ମୁହଁରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଯଦି ଆପଣ କିଛି ଟିପ୍ସକୁ ଧ୍ୟାନରେ ରଖିବେ ତେବେ ଆପଣଙ୍କ ମୁହଁ ଦାଗହୀନ ଏବଂ ଚମକଦାର ଦେଖାଯିବ । ତେବେ ଆସନ୍ତୁ ଜାଣିବା ୩ଟି ଜିନିଷ ବିଷୟରେ ଯାହା ଆପଣ ଗରମ…

ଆପଣ ମଧ୍ୟ ଏହି ସମୟରେ ଖାଦ୍ୟ ଖାଇବା ର ଭୁଲ କରୁନାହାନ୍ତି ତ?

ଦୈନନ୍ଦିନ ଜୀବନରେ କର୍ମବ୍ୟସ୍ତତା ମଧ୍ୟରେ ଅଧିକାଂଶ ଲୋକେ ସଠିକ ସମୟରେ ଖାଦ୍ୟ ସେବନ କରି ନଥାଆନ୍ତି। ଅନେକ ଟିଭି ଦେଖି ଦେଖି ଖାଦ୍ୟ ଖାଇ ଥାଆନ୍ତି। ସେହିପରି ବହୁ ଲୋକେ ବିଳମ୍ବିତ ରାତିରେ ଖାଦ୍ୟ ଖାଇଥାଆନ୍ତି। କିଛି ଲୋକେ ବିଳମ୍ବିତ ରାତିରେ ଖାଦ୍ୟ ଖାଇବାକୁ ହୋଟେଲ ଯାଇଥାଆନ୍ତି। ମାତ୍ର…

ପ୍ରତିଦିନ ଖାଲି ପେଟରେ ଚା ପିଇବା ଆପଣଙ୍କ ପାଇଁ ହୋଇପାରେ ସମସ୍ୟା, ଜାଣନ୍ତୁ କାହିଁକି

ପ୍ରାୟତଃ ସମସ୍ତେ ଚା’ ପିଇବାକୁ ପସନ୍ଦ କରନ୍ତି । ଖାସ୍‌ କରି ସକାଳୁ ଉଠିଲେ ଆଗ ସମସ୍ତେ ଚା ଖୋଜିଥାନ୍ତି। କାହିଁକି ନା ଚା ବିନା ଦିନ ଆରମ୍ଭ ହୁଏ ନାହିଁ । ଏଥିପାଇଁ କେବଳ ଆମେ ହିଁ ନୁହେଁ ଚା’ ସହିତ ଦିନ ଆରମ୍ଭ କରିବାର ଅଭ୍ୟାସ ଭାରତର ପୁରୁଣା ଅଭ୍ୟାସ । ହେଲେ ଏହି ଚା ଶରୀର ପାଇଁ ବହୁ…