କଂଗ୍ରେସ ଅଧ୍ୟକ୍ଷ ହେବେ ସିଦ୍ଧୁ, ମୁଖ୍ୟମନ୍ତ୍ରୀ ରହିବେ କ୍ୟାପଟେନ, କ’ଣ ରହିଛି ସମାଧାନର ଫର୍ମୁଲା ଜାଣନ୍ତୁ

Share It

ପଞ୍ଜାବ କଂଗ୍ରେସ ପାର୍ଟି ଭିତରେ ଚାଲିଥିବା କଳହ ଭିତରେ ହରିଶ ରାୱତ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ। ହରିଶ ସଙ୍କେତ ଦେଇଛନ୍ତି ବ୍ୟକ୍ତିଗତ ମତଭେଦକୁ ଶେଷ କରିବାର ପର୍ମୁଲା ଖୋଜି ଦିଆଯାଇଛି। ଏହି ଫର୍ମୁଲା ଅନୁସାରେ,କ୍ୟାପଟେନ୍ ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିବେ। ସେଭଳି ଦଳ ପ୍ରତି ଅସନ୍ତୁ​‌ଷ୍ଟ ଥିବା ନଭଜୋତ ସିଦ୍ଧୁଙ୍କୁ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ କରାଯିବ। ଏହା ସହିତ ଦୁଇଟି କାର୍ଯ୍ୟକାରୀ ସଭାପତି ମଧ୍ୟ ରଖାଯିବ। ସେମାନେ ହିନ୍ଦୁ ଓ ଦଳିତ ସମ୍ପ୍ରଦାୟର ରହିବେ। ଏହାକୁ ନେଇ ଅଫିସିଆଲ ଘୋଷଣା ଖୁବ୍ ଶୀଘ୍ର ହେବ।


Share It

Comments are closed.