ହସ୍ପିଟାଲରୁ ଘରକୁ ଫେରିଲେ ବୁଦ୍ଧାଦିତ୍ୟ

Share It

୮ ଦିନ ପରେ ସୁସ୍ଥ ହେଇ ଘରକୁ ଆଜି ଫେରିଲେ ବୁଦ୍ଧାଦିତ୍ୟ ମହାନ୍ତି। ବହୁତ କମ କଥା ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର।ରିପୋର୍ଟ ରେ ଫୁସଫୁସ ଓ ଛାତି ରେ ମାଇଲଡ ଇନଫେକ୍ସନ ହେଇଛି ବୁଦ୍ଧାଦିତ୍ୟ ଙ୍କର। ଗତ ଆଠ ଦିନ ତଳେ ଘରେ ଥିବା ସମୟରେ ଯନ୍ତ୍ରଣା ଅନୁଭବ କରିଥିଲେ ବୁଦ୍ଧାଦିତ୍ୟ।ତୁରନ୍ତ ପରିବାର ଲୋକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଫୁସଫୁସ୍ ସଂକ୍ରମଣ ଜନିତ ରୋଗରେ ପିଡ଼ିତ ହୋଇ ମେଡିକାଲରେ ଭର୍ତି ହୋଇଥିଲେ। ତାଙ୍କୁ ପଲ୍ୟୁମନାରୀ ମେଡ଼ିସିନ୍ ବିଭାଗର ଡାକ୍ତର ଚିକିତ୍ସା କରି ଆରୋଗ୍ୟ କରିଥିଲେ।ଆଉ ଆଜି ଘରକୁ ଫେରୁଛନ୍ତି ବୁଦ୍ଧାଦିତ୍ୟ।


Share It

Comments are closed.