ବ୍ରେକ୍ସ ଇଣ୍ଡିଆ ପକ୍ଷରୁ ନୂତନ ର୍ଟ୍ରାକ୍ଟର୍ ଓଇଲ ର ବଜାର ପ୍ରବେଶ
ବ୍ରହ୍ମପୁର: ଟିଏସଏଫ୍ ଗ୍ରୁପ୍ ଅନ୍ତର୍ଗତ ବ୍ରେକ୍ସ ଇଣ୍ଡିଆ, ଯାହା ଏକ ଅଗ୍ରଣୀ ଟ୍ରାକ୍ଟର୍ ୱେଟ୍ ବ୍ରେକ୍ ସିଷ୍ଟମ୍ ଏବଂ ଓଇଏମ୍ ନିର୍ମାତା ଅଟେ, ଆଜି ତାଙ୍କର Revia UTTO (Universal Tractor Transmission Oil) ଲଞ୍ଚ୍ କରି ଟ୍ରାକ୍ଟର୍ ଇଂଜିନ୍ ତେଲ୍ ବଜାରରେ ପ୍ରବେଶ କଲା। ଏହି ନୂତନ ପଦକ୍ଷେପ ବ୍ରେକ୍ସ ଇଣ୍ଡିଆର ଟ୍ରାକ୍ଟର୍ ସେଗମେଣ୍ଟରେ ଅବସ୍ଥାନକୁ ଆହୁରି ସୁଦୃଢ଼ କରିବ ଏବଂ Revia ବ୍ରାଣ୍ଡ ପୋର୍ଟଫୋଲିଓକୁ ବିସ୍ତାର କରିବ।
Revia UTTO ଏକ ଉଚ୍ଚ-କାର୍ଯ୍ୟକାରୀ ଲୁବ୍ରିକାଣ୍ଟ୍, ଯାହା ଆଧୁନିକ ଟ୍ରାକ୍ଟର୍ ର ଟ୍ରାନ୍ସମିଶନ୍ ସିଷ୍ଟମ୍, ୱେଟ୍ ବ୍ରେକ୍, ହାଇଡ୍ରୋଲିକ୍ସ୍ ଏବଂ ଫାଇନାଲ୍ ଡ୍ରାଇଭ୍ ନିମନ୍ତେ ଉପଯୋଗୀ। ଏହା API GL4 ମାନଦଣ୍ଡ ପୂରଣ କରେ, ଯାହା ଏହାର ଗୁଣମାନ ଏବଂ ବିଶ୍ୱସନୀୟତା ନିଶ୍ଚିତ କରେ। ଏହି ନୂତନ ତେଲ୍ ବ୍ରେକ୍ ଅପରେସନ୍ରେ ମୂଣ୍ଡା ଶବ୍ଦକୁ କମ କରି ମ୍ୱତତା ଯୋଗାଇବା ସହ ଅତ୍ୟଧିକ ପରିସ୍ଥିତିରେ ମଧ୍ୟ ସ୍ଥିର ଫଳାଫଳ ଦେଇଥାଏ। ଏହା ବ୍ରେକ୍ ଏବଂ ଟ୍ରାନ୍ସମିସନ୍ ସିଷ୍ଟମ୍ର ଆୟୁ କାଳ ବଢ଼ାଇବା ସହ କ୍ରୋଷନ୍ ପ୍ରତିରୋଧ ଯୋଗାଇଥାଏ।
**ବ୍ରେକ୍ସ ଇଣ୍ଡିଆର ସିନିଅର୍ ଭାଇସ୍ ପ୍ରେସିଡେଣ୍ଟ ଏବଂ ଆଫ୍ଟରମାର୍କେଟ
Comments are closed.