ନବ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ
ଝାରସୁଗୁଡା,୨୯/୧ : ଝାରସୁଗୁଡା ସହର ସ୍ଥିତ ନବ ଦାସ ଅଡିଟରୀୟମ ଠାରେ ଓଡିଶା ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ଝାରସୁଗୁଡା ର ପୂର୍ବତନ ବିଧାୟକ ସ୍ବର୍ଗତ ନବ କିଶୋର ଦାସ ଙ୍କ ୩ ୟ ଶ୍ରାଦ୍ଧ ବାର୍ଷିକୀ ଗୁରୁବାର ପାଳିତ ହୋଇ ଯାଇଛି | ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ନବ ଦାସ ଫାଉଣ୍ଡେସନ ଏବଂ!-->…