କେଶକୁ ସୁସ୍ଥ ରଖିବାରେ ତେଲ କେତେ ଉପକାରୀ ଜାଣନ୍ତୁ

ମଥାରେ ତେଲ ମାଲିସ କରିବା ଭାରତୀୟ ପରମ୍ପରାରେ ବହୁ ପୁରାତନ କାଳରୁ ରହି ଅସିଛି । ଜେଜେମା ଅମଳରୁ ଘରେ ଘରେ ସକାଳୁ ହେଉ କିମ୍ବା ସନ୍ଧ୍ୟାରେ ଆବାଳ ବୃଦ୍ଧବନିତା ତେଲ ମାଲିସ କରିବା ପାଇଁ ବସିଥାନ୍ତି । ଏହାର ବହୁ ସୁଫଳ ରହିବା ସହିତ ବୟସ ବଢିବା ଅନୁସାରେ ଏହାର ବହୁ ଉପକାରିତା ମଧ୍ୟ ରହିଛି ।…

ଶୀତଦିନେ କିପରି ନେବେ ଓଠର ଯତ୍ନ

ଶରୀରର ସମସ୍ତ ଅଙ୍ଗ ଅନୁସାରେ ଓଠ ସବୁଠାରୁ ନମନୀୟ । ଶାତଦିନେ କମ ତାପମାତ୍ରା ହେତୁ ଓଠରେ ସ୍ୱେଦ ଗ୍ରନ୍ଥି ଶୁଖି ଓଠ ଶୁଷ୍କ ହେଇଯାଇଥାଏ । ଶୀତ ଦିନେ ସୂର୍ଯ୍ୟକିରଣ ଏବଂ ଅତିବାଇଗେଣୀ ରଶ୍ମୀର ପ୍ରଭାବ ଅଧିକ ଥିବାରୁ ଓଠ ଫାଠି କଳା ପଡିଯାଇଥାଏ । ତେଣୁ ଏହାକୁ ଆଦ୍ର ରଖିବା ଖୁବ ଆବଶ୍ୟକ ।…

ଜିଓ ପକ୍ଷରୁ ଓଡ଼ିଶାରେ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର, ୦୫/୦୧/୨୦୨୩: ମାନ୍ୟବର କେନ୍ଦ୍ର ଯୋଗାଯୋଗ, ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଅତୁଲ୍ୟ ଭାରତର ଆତ୍ମା ଭାବେ ପରିଚିତ ଓଡ଼ିଶାରେ ଜିଓ

ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଛାତ୍ରବୃତ୍ତି ଘୋଷଣା

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପ୍ରତିଷ୍ଠାତା-ଚେୟାରମ୍ୟାନ୍‍ ଶ୍ରୀ ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଆଗାମୀ ୧୦ ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ । ଭାରତରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି

ଏମ୍ସ ଭୁବନେଶ୍ୱର ପକ୍ଷରୁ ସୁଶାସନ ଦିବସ ପାଳନ

ଭୁବନେଶ୍ୱର, ୨୬/୧୨/୨୦୨୨: ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ରାଜନେତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ୯୮ତମ ଜନ୍ମବାର୍ଷିକୀ ଅବସରରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଗତକାଲି ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୁଗଦ୍ରଷ୍ଟା ଅଟଳ ବିହାରୀଙ୍କୁ

ଏମ୍ସ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ହାତର ପ୍ରତ୍ୟାରୋପଣ

ଭୁବନେଶ୍ୱର, ୨୨/୧୨/୨୦୨୨: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଯୁବତୀ ବର୍ଷା ଦାସ(୨୫) ପୁଣି ଥରେ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ନିଜର ବାମ ହାତ ଫେରିପାଇଛନ୍ତି। ଏମ୍ସ ଭୁବନେଶ୍ୱର ଡାକ୍ତରଙ୍କ ଦ୍ୱାରା ଦୀର୍ଘ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ସଫଳତାର ସହିତ ଯୋଡ଼ା ହେଲା

ଜିଓର ୫ଜି ଷ୍ଟାଣ୍ଡ୍‌-ଏଲୋନ ପ୍ରଯୁକ୍ତିରେ ଦୌଡ଼ିବ ୱାନ୍‌ପ୍ଲସ୍ ସ୍ମାର୍ଟଫୋନ୍‌

ଭୁବନେଶ୍ୱର: ୫ଜି ଷ୍ଟାଣ୍ଡ୍‌-ଏଲୋନ୍ ପ୍ରଯୁକ୍ତି ପାଇଁ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ୍ ନିର୍ମାତା ୱାନ୍‌ପ୍ଲସ୍ ପରସ୍ପର ସହ ହାତ ମିଳାଇଛନ୍ତି । ନିକଟରେ ଉନ୍ମୋଚିତ ହୋଇଥିବା ୱାନ୍‌ପ୍ଲସ୍‌ର ୱାନ୍‌ପ୍ଲସ୍ ୧୦ ସିରିଜ୍ ସ୍ମାର୍ଟଫୋନ୍ ସମେତ ୱାନପ୍ଲସ୍ ୯ଆର୍‌, ୱାନ୍‌ପ୍ଲସ୍ ୮, ନର୍ଡ, ନର୍ଡ

ଭୁବନେଶ୍ବର ଠାରେ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଏବଂ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ

ଭୁବନେଶ୍ବର : ଭୁବନେଶ୍ବର ଆଚାର୍ଯ୍ୟ ବିହାର ସ୍ଥିତ ସିଏସଆଇଆର ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନ ରାଜଭାଷା ବିଭାଗ ପକ୍ଷରୁ ପୂର୍ବ ଓ ଉତ୍ତର-ପୂର୍ବ କ୍ଷେତ୍ର ପାଇଁ ମିଳିତ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଏବଂ ପୁରସ୍କାର ବିତରଣ ସମାରୋହ

ଏମ୍ସ ଭୁବନେଶ୍ୱର ପକ୍ଷରୁ “ଅଙ୍ଗ ଦାନ ସଚେତନତା” ସୃଷ୍ଟି ନେଇ ୱାକାଥନ୍

ଭୁବନେଶ୍ୱର, ୨୭/୧୧/୨୦୨୨: ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଆଜି ସକାଳେ “ଅଙ୍ଗ ଦାନ ସଚେତନତା” ନିମନ୍ତେ ଏକ ବିଶାଳ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହି ୱାକାଥନରେ ହକି ଇଣ୍ଡିଆ ଅଧ୍ୟକ୍ଷ ତଥା ବିଶିଷ୍ଟ ହକି ତାରକା ଦିଲ୍ଲୀପ ତିର୍କୀ ଯୋଗଦେଇଥିଲେ।

ବ୍ରେନ୍ ଡେଡ୍ ରୋଗୀଙ୍କ ଅଙ୍ଗ ଦାନ ଦ୍ଵାରା ୮ଟି ମୂଲ୍ୟବାନ ଜୀବନ ବଞ୍ଚାଇ ହେବ

ଭୁବନେଶ୍ୱର, ୨୬/୧୧/୨୦୨୨: ପ୍ରତ୍ୟେକ ଦିନ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ୧୭ଜଣଙ୍କର ମୃତ୍ୟୁ ଘଟିଥାଏ। ପ୍ରତି ଦଶ ମିନିଟରେ ଟ୍ରାନ୍ସପ୍ଲାଣ୍ଟ ଅପେକ୍ଷାରେ ଥିବା ତାଲିକାରେ ଆଉ ଜଣେ ବ୍ୟକ୍ତି ମିଶିଥାଆନ୍ତି। ଜଣେ ଅଙ୍ଗଦାତା ୮ ଟି ମୂଲ୍ୟବାନ ଜୀବନ ବଞ୍ଚାଇଥାଆନ୍ତି। ତେଣୁ ବ୍ରେନ୍ ଡେଡ୍