ମାଓ ମୁକ୍ତ ଭାରତ ଟାର୍ଗେଟରେ ଆଜି ସରୁଛି ଡେଡଲାଇନ୍

ଭୁବନେଶ୍ୱର,୩୧/୦୩:ସରୁଛି ଡେଡଲାଇନ୍, ସରୁଛନ୍ତି ‘ମାଓବାଦୀ’। ମାଓ ମୁକ୍ତ ଭାରତ ଟାର୍ଗେଟରେ ଆଜି ସରୁଛି ଡେଡଲାଇନ୍। ଗତ ୫ ବର୍ଷରେ ରାଜ୍ୟରେ ୪୮ ମାଓବାଦୀ ନିହତ ହୋଇଥିବାବେଳେ ୭୮ ଜଣ ଗିରଫ ହୋଇଥିବା ବେଳେ ଟପ୍ ମାଓ ନେତା କେନ୍ଦ୍ରୀୟ କମିଟି ସଦସ୍ୟ ମେଶ୍ରି ବେଶ୍ରା ଓ ପୂର୍ବତନ ମାଓ ସଂଗଠନ

ଗୃହରେ ପାରିତ ହେବ ୨୦୨୬-୨୭ ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ୱର,୩୧/୦୩:ଆଜି ଗୃହ ରେ ପାରିତ ହେବ 2026-27 ବ୍ୟୟ ମଞ୍ଜୁରୀ ବିଲ୍ । ଗିଲୋଟିନ ଜରିଆରେ 23ଟି ବିଭାଗର ଖର୍ଚ୍ଚ ଦାବି ପାରିତ ହୋଇଛି । ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ ବିଭାଗ,  ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ନିୟୋଜନ ବିଭାଗର ପ୍ରଶ୍ନକାଳ ରହିଛି

ଆଜି କେମିତି କଟିବ ଆପଣଙ୍କ ଦିନ,ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ :ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ,

ଅଙ୍ଗ ପ୍ରତିରୋପଣକୁ ବ୍ୟବସ୍ଥିତ ଏବଂ ତ୍ବରାନ୍ବିତ କରିବା କ୍ଷେତ୍ରରେ ଏଆଇ ଉତ୍‌ପ୍ରେରକର ଭୂମିକା ନିର୍ବାହ କରିବ

ଭୁବନେଶ୍ୱର, ୩୦/୦୩/୨୦୨୬: ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଜାତୀୟ ଚିକିତ୍ସା ବିଜ୍ଞାନ ଏକାଡେମୀ (ନାମ୍‌ସ) ସହଯୋଗରେ ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗ ସମ୍ପର୍କିତ ଏକ ଆଞ୍ଚଳିକ କର୍ମଶାଳା(ସିଏମ୍‌ଇ) ସଫଳତାର ସହିତ ଆୟୋଜିତ ହୋଇଯାଇଛି।ଏହି

ଯକ୍ଷ୍ମା ଦେଉଛି ଯମ ଯନ୍ତ୍ରଣା

ଭୁବନେଶ୍ୱର,୩୦/୦୩:ରାଜ୍ୟରେ ମାରାତ୍ମକ ସାଜିଛି ଯକ୍ଷ୍ମା।ଯକ୍ଷ୍ମା ଭଳି ଦୁରାରୋଗ୍ୟ ରୁ ଭଲ ହେଉ ନାହାନ୍ତି ରୋଗୀ।ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।୨୦୨୨ ରେ ୫୯ ହଜାର ୭୩୨ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୨୬ ହଜାର

ବର୍ଷକରେ ୨୩୦ଟି ଦୁର୍ନୀତି ମାମଲା ରୁଜୁ

ଭୁବନେଶ୍ୱର,୩୦/୦୩:ବର୍ଷକରେ ୨୩୦ ସରକାରୀ ଅଧିକାରୀ/କର୍ମଚାରୀଙ୍କ ନାଁରେ ଦୁର୍ନୀତି ମାମଲା।ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଚଳିତ ଆର୍ଥିକ ବର୍ଷ ଏପ୍ରିଲ 2025 ଠାରୁ ମାର୍ଚ୍ଚ 2026 ସୁଦ୍ଧା ରାଜ୍ୟରେ 230 ଜଣ ସରକାରୀ ଅଧିକାରୀ/କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତି

ଟିଏମସି ପ୍ରସଙ୍ଗବିହୀନ ନିର୍ବାଚନ ଲଢୁଛି, ବିଜେପିର ବିଜୟ ନିଶ୍ଚୟ :ଧର୍ମେନ୍ଦ୍ର ପ୍ରଧାନ

କୋଲକାତା/ହଳଦିଆ,୩୦/୦୩:ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କାନ୍ଥି ଓ ହଳଦିଆ ଗସ୍ତ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ

୨ ଯାଏଁ ଝଡ଼ବର୍ଷା,୨୦ ଜିଲ୍ଲାକୁ ହଳଦିଆ ଚେତାବନୀ

ଭୁବନେଶ୍ୱର,୩୦/୦୩:ରାଜ୍ୟରେ ଆଗାମୀ ୭ ଦିନ ଯାଏ କାଳ ବୈଶାଖୀ ଲାଗି ରହିବ।ଗତ 24 ଘଣ୍ଟାରେ ଟିଟିଲାଗଡ଼ ରେ ସର୍ବାଧିକ ତାପମାତ୍ରା 40.8 ସେଲସିଅସ ରେକର୍ଡ କରାଯାଇଛି।ଗତ ଚବିଶ ଘଣ୍ଟାରେ ସର୍ବାଧିକ ବର୍ଷା ଭଦ୍ରକ ରେ ହୋଇଛି। ବର୍ତମାନ ଗୋଟିଏ ବାୟୁ ଘୁର୍ଣ୍ଣିବଳୟ ରହିଥିବାରୁଆଗାମୀ ଚବିଶ ଘଣ୍ଟା

ଆଉ ୨ଦିନ ବଢ଼ିପାରେ ଧାନକିଣା ଅବଧି:ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୩୦/୦୩:ଆଉ ଦୁଇ ଦିନ ବଢ଼ିପାରେ ଧାନ ସଂଗ୍ରହ ସମୟସୀମା।ଆସନ୍ତାକାଲି ରହିଛି ଧାନ ସଂଗ୍ରହର ଶେଷ ତାରିଖ ।ଟାର୍ଗେଟ ହାସଲ ପାଇଁ ଦୁଇ ଦିନ ସମୟସୀମା ବଢିବାକୁ ସରକାର ଘୋଷଣା କରିଛନ୍ତି।ଚଳିତ ବର୍ଷ ଐତିହାସିକ ଧାନ ପ୍ରକ୍ରିୟାକରଣ ହୋଇଛି।ଏ ଯାଏଁ 76 ଲକ୍ଷ 84 ହଜାର 495 ମେଟ୍ରିକ ଟନ

ବିଜୁ ବାବୁ ସାହସ,ତ୍ୟାଗର ପ୍ରତୀକ:ଦିଲ୍ଲୀପ ରାୟ

ଭୁବନେଶ୍ୱର,୩୦/୦୩:ବିଜୁ ପଟନାୟକଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପରେ ଦିଲ୍ଲୀପ ରାୟଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ।ଭାରତ ଏବଂ ଓଡ଼ିଶା ପ୍ରତି ତାଙ୍କର ଅସାଧାରଣ ଅବଦାନକୁ ଶସ୍ତା ଏବଂ ଚାଞ୍ଚଲ୍ୟକର ରାଜନୈତିକ ମନ୍ତବ୍ୟରେ ହ୍ରାସ କରିବା ଅନ୍ୟାୟ ଏବଂ ଗଭୀର ଅସମ୍ମାନଜନକ