ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ ନିଗମ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର, ୦୧/୦୭/୨୦୨୫ : ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ଓ ଓଡ଼ିଶା ଜଳବିଦ୍ୟୁତ ନିଗମ (ଓଏଚପିସି)ର ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । ପ୍ରକଳ୍ପ ତ୍ୱରାନ୍ୱିତ କରିବା

ପୁରୀ ରଥଯାତ୍ରାରେ ଶ୍ରୀ ଗୌତମ ଆଦାନୀଙ୍କ ସେବା ଭାବକୁ ଇସ୍କନ ପକ୍ଷରୁ ପ୍ରଶଂସା

ପୁରୀ, ୧.୦୭.୨୦୨୫: ଆଦାନୀ ଗ୍ରୁପ ଏବଂ ଇସ୍କନ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ‘ପ୍ରସାଦ ସେବା’ ବଣ୍ଟନ କରାଯାଉଥିବା ବେଳେ ଅଧ୍ୟକ୍ଷ ଗୌତମ ଆଦାନୀ ଇସ୍କନର ରୋଷଶାଳା ପରିଦର୍ଶନ କରିଛନ୍ତି । ରୋଷଶାଳାରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ରନ୍ଧାଯାଉଛି,

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଋତୁସ୍ରାବ ପରିଚ୍ଛନ୍ନତା ଉପରେ ଜନସ୍ୱାସ୍ଥ୍ୟ କର୍ମଶାଳା

ବ୍ରହ୍ମପୁର, ୨୮ ଜୁନ ୨୦୨୫: ଆସନ୍ତାକାଲିର ସମୟକୁ ଉଚିତ ରୂପଦେବାରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ମହିଳାମାନଙ୍କ ମାସିକ ଋତୁସ୍ରାବ ବା ପିରିୟଡ୍ସ ପରିପ୍ରେକ୍ଷୀରେ ପୃଥିବୀରେ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଯୁବପିଢ଼ି ପରିବର୍ତ୍ତନର ସୂତ୍ରଧର ହୋଇପାରିବ।

ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା ଆୟୋଜିତ

ଭୁବନେଶ୍ୱର, ୨୮/୬: ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି। ଆଜି ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ

ମଣିପାଲ ହସ୍ପିଟାଲ ପକ୍ଷରୁ ପୁରୀରେ ଅତ୍ୟାଧୁନିକ ପ୍ରାଥମିକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଭୁବନେଶ୍ୱର, ୨୮ / ୦୬ :  ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱର ସବୁଠାରୁ ବଡ଼ ରଥଯାତ୍ରା ଅବସରରେ  ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏକ ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ପୁରୀ ବିଚ୍‌ରୋଡରେ ପୁରୀ ହୋଟେଲ ସାମ୍ନାରେ ଏହି

ସୋସିଆଲ ମିଡ଼ିଆରେ ଘୁରିବୁଲୁଛି ୧୦୮ ଆମ୍ବୁଲାନ୍ସ ବିଷୟରେ ମିଛ ଭାଇରଲ ପୋଷ୍ଟ

ଭୁବନେଶ୍ବର, ୨୮/୦୬/୨୦୨୫: ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା, ୧୨ ବର୍ଷ ଧରି ଅତ୍ୟାବଶ୍ୟକ ଜନସ୍ବାସ୍ଥ୍ୟ ସେବା ପ୍ରଦାନ କରୁଛି I ଜୀବନ ରକ୍ଷା ପ୍ରତି ଅକୃତ ଏହି ସେବା ଉତ୍କୃଷ୍ଟ ଏବଂ ଦ୍ରୁତ ସ୍ବାସ୍ଥ୍ୟ ସୁବିଧା ଯୋଗାଇବାରେ ନିରନ୍ତର ପ୍ରୟାସ କରିଆସୁଛି। ୧୦୮ ଆମ୍ବୁଲାନ୍ସ ସେବା ମାର୍ଚ ୫,

ମହାକୁମ୍ଭ ମେଳା ପରେ, ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ସେବା ପ୍ରଦାନ

ପୁରୀ, ୨୬ ଜୁନ, ୨୦୨୫: ଚଳିତ ବର୍ଷ ଆସୁକାରେ ପ୍ରୟାଗରାଜ୍ ଠାରେ ହୋଇଥିବା ମହାକୁମ୍ଭ ମେଳାରେ ଆଦାଳୀ ଗ୍ରୁପର ସ୍ୱେଚ୍ଛାକୃତ ସେବା ଲୋକଙ୍କ ନିଶ୍ବାସ ରାଜନ ହୋଇପାରିଛି । ଏହାକୁ ପାଥେୟ କରି ଲୋକଙ୍କ ଧାର୍ମିକ ଭାବନାକୁ ବଜାୟ ରଖି ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆବାନୀ ରୂପ ଏହାର

ସମ୍ ହସ୍ପିଟାଲରେ ଦୁଇଦିନିଆ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର, ଜୁନ୍ ୨୬:  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ମେଡିକାଲ୍ ସାଇନସେସ୍  ଆଣ୍ଡ ସମ୍ ହସ୍ପିଟାଲର ଜରୁରୀକାଳୀନ ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ବେସିକ୍ ଲାଇଫ ସପୋର୍ଟ

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କ ପାଇଁ ରଥଯାତ୍ରା ଅନୁଭୂତିକୁ ସମୃଦ୍ଧ କରିବା ନିମନ୍ତେ ରିଲାଏନ୍ସ ପକ୍ଷରୁ ବହୁବିଧ ପ୍ରୟାସ

ଭୁବନେଶ୍ୱର, ଜୁନ୍ ୨୬, ୨୦୨୫: ଓଡ଼ିଶା ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଜିଲ୍ଲା ପ୍ରଶାସନ ସହିତ ସହଭାଗିତାରେ ଦର୍ଶନାର୍ଥୀମାନଙ୍କୁ ସୁଗମ, ସୁରକ୍ଷିତ ଏବଂ ପରିପୂର୍ଣ୍ଣ ଯାତ୍ରାର ଅନୁଭୂତି ସୁନିଶ୍ଚିତ କରିବା ପାଇଁ ବିବିଧ ପଦକ୍ଷେପ

ଏମ୍ସ  ଭୁବନେଶ୍ୱର ଦେଶର ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ ବିବେଚିତ

- ଇଣ୍ଡିଆ ଟୁଡେ ସର୍ଭେରେ ସାରା ଦେଶରେ ଶ୍ରେଷ୍ଠ ମେଡିକାଲ କଲେଜ ମଧ୍ୟରେ ଦ୍ୱାଦଶ ସ୍ଥାନରେ ଏମ୍ସ ଭୁବନେଶ୍ବର - ୨୦୨୧ରେ ୨୫ତମ ସ୍ଥାନରୁ ୨୦୨୫ରେ ୧୨ତମ ସ୍ଥାନ, ଏମ୍ସର ବିରାଟ ଉପଲବ୍ଧି ଭୁବନେଶ୍ୱର, ୨୬/୦୬/୨୦୨୫: ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ, ଜାତୀୟ ସ୍ବାସ୍ଥ୍ୟ