ଭୁବନେଶ୍ୱର ଲାଇଫ୍ ହୋଟେଲରେ “ପାରସୀ ଖାଦ୍ୟ ଉତ୍ସବ”
ଭୁବନେଶ୍ୱର : ଗ୍ରାହକଙ୍କ ଚାହିଦା ଓ ଅନୁରୋଧକୁ ଧ୍ୟାନରେ ରଖି ଭୁବନେଶ୍ୱର ଭୁବନେଶ୍ୱର ଲାଇଫ୍ ହୋଟେଲରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ଆୟୋଜିତ ହେଉଛି “ପାରସୀ ଖାଦ୍ୟ ଉତ୍ସବ ଯାହା ୧୧ ଜୁଲାଇରୁ ୧୬ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଏହା ହେଉଛି ଏକ ସ୍ୱାଦ ଯାତ୍ରା – ଯେଉଁଥିରେ ଆପଣ ପାଇପାରିବେ!-->…