ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ହେନ୍ତାଳ ରୋପଣ ସଠିକ ସ୍ଥାନ ଚିହ୍ନଟ ପାଇଁ ସାମଗ୍ରିକ ପଦ୍ଧତିର ଉପଯୋଗ

- ଅନ୍ତର୍ଜାତୀୟ ହେନ୍ତାଳ ପରିବ୍ୟବସ୍ଥା ସଂରକ୍ଷଣ ଦିବସ ପାଳନର ଅଂଶସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଜଗତସିଂହପୁରରେ ହେନ୍ତାଳ ରୋପଣ ଏବଂ ବାଲେଶ୍ୱରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ- ଓଡିଶା ଉପକୂଳରେ ବାଲେଶ୍ୱର, ଜଗତସିଂହପୁର ଓ ଗଂଜାମ ଜିଲ୍ଲାରେ ସ୍ଥାନୀୟ ସମୁଦାୟ ସହାୟତାରେ

କିସ୍‍ ଛାତ୍ରଛାତ୍ରୀଙ୍କ ସହ ରାଜ୍ୟପାଳ କମ୍ଭମପତିନକ ମଧ୍ୟାହ୍ନଭୋଜନ

କିସ୍‍ ପିଲାଙ୍କ ସହ ମଧ୍ୟାହ୍ନଭୋଜନ କରିବାରେ କମ୍ଭମପତି ପ୍ରଥମ ରାଜ୍ୟପାଳ ଭୁବନେଶ୍ୱର, ୨୪ / ୭: ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ. ଜୟଶ୍ରୀ କମ୍ଭମପତି ଆଜି କିଟ୍‍, କିସ୍‍ ଓ କିମ୍‍ସ ପରିଦର୍ଶନରେ ଆସି କିସ୍‍ର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ

ଜିନ୍ଦଲ ଫାଉଣ୍ଡେସନର ଦୁଇ ଜଣ ଉଶୁ ଚାମ୍ପିଅନମାନ ଓଡ଼ିଶା ରାଜ୍ୟପାଳଙ୍କ ଦ୍ବାରା ସମ୍ମାନିତ

ଭୁବନେଶ୍ୱର, ୨୪/୦୭/୨୦୨୫: ଭୁବନେଶ୍ୱରର ରାଜଭବନରେ ଗତ ବୁଧବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ଜିନ୍ଦଲ ଫାଉଣ୍ଡେସନ ଉଶୁ ତାଲିମ କାର୍ଯ୍ୟକ୍ରମର ଦୁଇ ଯୁବ ଖେଳାଳି - ପ୍ରେମ ମୁଣ୍ଡା ଏବଂ ରାଜକୁମାର ମୁଣ୍ଡାଙ୍କୁ ସମ୍ମାନିତ

ଭୀଷ୍ମ କ୍ୟୁବ୍ସ – ବିପର୍ଯ୍ୟୟ ସ୍ଥଳରେ ଜୀବନ ରକ୍ଷା ନିମିତ୍ତ ଏକ ଅଭିନବ ଭାରତୀୟ ଉଦ୍ଭାବନ

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସ ଭୁବନେଶ୍ବରକୁ ତିନି ସେଟ୍ ଭୀଷ୍ମ କ୍ୟୁବ୍ସ ପ୍ରଦାନ, ରାଜ୍ୟରେ ପ୍ରଥମ • ପ୍ରଯୁକ୍ତିବିଦ୍ୟା ଓ ମାନବବାଦର ଅଦ୍ଭୁତ ସଂଗମ : ତ୍ବରିତ ଜରୁରୀକାଳୀନ ଚିକିତ୍ସା ପ୍ରଦାନରେ ମାଇଲଖୁଣ୍ଟ ସାଜିବ ଭୀଷ୍ମ କ୍ୟୁବ୍ସ • ଏମ୍ସ ଭୁବନେଶ୍ୱର ଡାକ୍ତର ଏବଂ

ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗର ଓଡିଶା ଶୁଣାଣି ସମାପ୍ତ, ୧୪୪ ଟି ମାମଲାରେ ପ୍ରାୟ ୨୮ ଲକ୍ଷ ଟଙ୍କା କ୍ଷତିପୂରଣ…

ଭୁବନେଶ୍ବର, ୨୨/୦୭/୨୦୨୫ : ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ ଆଜି ପୂର୍ଣ୍ଣ କମିଶନ ଏବଂ ଡିଭିଜନ ବେଞ୍ଚରେ ୧୪୪ଟି ମାମଲାର ଶୁଣାଣି ସହ ଏହାର ଦୁଇ ଦିନିଆ ଭୁବନେଶ୍ୱର ଶିବିର ବୈଠକ ସମାପ୍ତ ହୋଇଛି । ଏଥିସହ ଓଡିଶା ରାଜ୍ୟରେ ମାନବାଧିକାର ଉଲ୍ଲଂଘନର ପୀଡିତମାନଙ୍କୁ ୨୮ ଲକ୍ଷ ଟଙ୍କା ସହାୟତା

ସୁଭଦ୍ରାରୁ ପ୍ରାପ୍ତ ଅର୍ଥର ଉପଯୋଗିତା ପାଇଁ “ସୁଭଦ୍ରା ସମୀକ୍ଷା”ର ଶୁଭାରମ୍ଭ

କଲେଜ ପଢୁଆ ଛାତ୍ରଛାତ୍ରୀ କରିବେ ସର୍ଭେ ଭୁବନେଶ୍ୱର, ୨୨/୦୭/୨୦୨୫ : ସୁଭଦ୍ରା ଆଜି ଓଡ଼ିଶାର କୋଣେ ଅନୁକୋଣରେ ପହଞ୍ଚି ମା ଓ ଭଉଣୀମାନଙ୍କର ଆର୍ଥିକ ଆବଶ୍ୟକତାକୁ ପୂରଣ କରୁଛି ଏବଂ ସେମାନଙ୍କ ଇଛା ତଥା  ସ୍ଵପ୍ନକୁ ନୂଆ ରୂପ ପ୍ରଦାନ କରୁଛି । ରାଜ୍ୟର  ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ

ଆଦାନୀ ପୋର୍ଟସ ଏବଂ ଏସ୍ଇଜେଡ୍ ପକ୍ଷରୁ ‘କନେକ୍ଟ ୨.୦’ ଆୟୋଜିତ

ଭୁବନେଶ୍ୱର, ୨୧.୦୭.୨୦୨୫: ପୂର୍ବ ଭାରତର ଅଗ୍ରଣୀ ବନ୍ଦର ଲଜିଷ୍ଟିକ୍ସ କମ୍ପାନୀ, ଆଦାନୀ ପୋର୍ଟସ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏପିଏସ୍ଇଜେଡ୍) ପକ୍ଷରୁ ‘କନେକ୍ଟ ୨.୦’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ‘ଟୁଗେଦର୍ସ ଟୁୱାର୍ଡସ ଟୁମୋରୋ’ ଶୀର୍ଷକ ଉପରେ ପର୍ଯ୍ୟବେଷିତ ଥିଲା ।

ଆରୋମା ମ୍ୟାଜିକ୍ ବର୍ତମାନ ଏକ ନୂତନ ରୂପରେ

ଭୁବନେଶ୍ୱର, ଜୁଲାଇ ୧୫, ୨୦୨୫( ବ୍ୟୁରୋ) : ଭାରତର ଅଗ୍ରଣୀ ଆରୋମାଥେରାପି କମ୍ପାନୀ ବ୍ଲୋସମ କୋଚର ଆରୋମାମ୍ୟାଜିକ୍ ଗର୍ବର ସହ ଏହାର ଆଇକନିକ୍ ରେଞ୍ଜର ଏସେନ୍ସିଆଲ ଅଏଲର ପୁନଃ ଶୁଭାରମ୍ଭ ଘୋଷଣା କରିଛି, ଯାହା ବର୍ତମାନ ଏକନୂତନ, ସୁନ୍ଦର ଅବତାରରେ ଉପସ୍ଥାପିତ ହୋଇଛି । ଆଜି ଭୁବନେଶ୍ୱରରେ ଏକ

ଜିଓ ଫାଇନାନ୍ସିଆଲ୍ ଏବଂ ଆଲିଆଞ୍ଜ୍ ପୁନର୍ବୀମା କ୍ଷେତ୍ରରେ ପ୍ରବେଶ କରିବେ

ମୁମ୍ବାଇ : ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ (ଜେଏଫଏସଏଲ) ଏବଂ ଆଲିଆଞ୍ଜ୍ ଗ୍ରୁପ୍ (ଆଲିଆଞ୍ଜ)ର ଏକ ସହାୟକ କମ୍ପାନୀ ଆଲିଆଞ୍ଜ୍ ୟୁରୋପ ବି.ଭି. ଭାରତୀୟ ବୀମା ବଜାରରେ ପ୍ରବେଶ କରିବା ପାଇଁ ଏକ ୫୦:୫୦ ଅନୁପାତରେ ଘରୋଇ ପୁନଃବୀମା ମିଳିତ ଉଦ୍ୟୋଗ ଗଠନ ଘୋଷଣା କରିଛନ୍ତି। ଏଥିପାଇଁ

ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଜନ ସମ୍ପର୍କ ଦିବସ ୨୦୨୫ ପାଳିତ

ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ବିଶ୍ୱ ଜନସମ୍ପର୍କ ଦିବସ ୨୦୨୫ ଅବସରରେ ବୁଧବାର ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଜନସମ୍ପର୍କ