ନୂତନ ଅଧ୍ୟକ୍ଷ ମନୋନୀତ ହେବା ପରେ ଡ. ଅନୀତା ସକ୍ସେନାଙ୍କ ପ୍ରଥମ ଏମ୍ସ ଭୁବନେଶ୍ୱର ଗସ୍ତ

- ଦେଶରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍ପ୍ରେରକ ଭାବେ କାର୍ଯ୍ୟ କରିବ ଏମ୍ସ ଭୁବନେଶ୍ବର - ନୂତନ ଅଧ୍ୟକ୍ଷଙ୍କ ଓପିଡି ପରିଦର୍ଶନ, ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ସହିତ ଆଲୋଚନା- ନୂତନ ଅଧ୍ୟକ୍ଷଙ୍କୁ ଏମ୍ସ ଭୁବନେଶ୍ୱରକୁ ସ୍ବାଗତ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.

ସଚିବାଳୟ ମାର୍ଗରୁ କାରର ଚକା ଖୋଲି ନେଲେ ଦୃର୍ବୁତ୍ତ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର କେନ୍ଦ୍ରରେ ଉପସ୍ଥିତ ସଚିବାଳୟ ଠାରୁ ଅଳ୍ପ କିଛି ବାଟରେ ଅବସ୍ଥିତ ବୟନିକା ନିକଟରୁ ଏକ କାର(OD-02-AY-2743)ର ଚକାକୁ କେହି ଜଣେ ଦୃର୍ବୁତ୍ତ ଚୋରି କରି ନେଇ ଯାଇଛନ୍ତି । କାରର ମାଲିକ ଶ୍ରୀ ତ୍ରିଲୋଚନ ମୋହନ୍ତି, ବୟସ -୪୦ ଖାରବେଳ ନଗରରେ ଏକ ଘରୋଇ

ଏମ୍‌ସ ଭୁବନେଶ୍ୱରରେ ମେଡିକାଲ ଅକ୍ସିଜେନ ପରିଚାଳନା ସମ୍ପର୍କିତ ଜାତୀୟ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୦୮/୦୯/୨୦୨୫: ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମେଡିକାଲ୍‌ ଅକ୍ସିଜେନ୍‌ର ସଫଳ ପରିଚାଳନା ତଥା  ରୋଗୀ ସେବାରେ ଏହାର ସଫଳ ପ୍ରୟୋଗକୁ  ଉନ୍ନତ କରିବା ନିମନ୍ତେ, ଏମ୍‌ସ ଭୁବନେଶ୍ୱର, ହସ୍ପିଟାଲ ପ୍ରଶାସନ ବିଭାଗ ପକ୍ଷରୁ ମେଡିକାଲ ଅକ୍ସିଜେନ ପରିଚାଳନା ଉପରେ ଏକ ଜାତୀୟ

ଶ୍ରୀ ସମ୍ରାଟ ଦତ୍ତ ଓ ଶ୍ରୀ ସାନ୍ତନୁ ରଏ ଙ୍କ ଦ୍ଵାରା ଦଶମହାବିଦ୍ୟାର ଉପସ୍ଥାପନ

୩୧ତମ ଗୁରୁ କେଳୁଚରଣ ମହାପାତ୍ର (ଜିକେସିଏମ) ପୁରସ୍କାର ମହୋତ୍ସବ ୨୦୨୫ର ତୃତୀୟ ସଂଧ୍ୟା ରେ  ବହୁମୂଖୀ ଭାରତନାଟ୍ୟମ ଗୁରୁ-ଶିଷ୍ୟ ଯୋଡି ଶ୍ରୀ ସମ୍ରାଟ ଦତ୍ତ ଓ ଶ୍ରୀ ସାନ୍ତନୁ ରଏ ଙ୍କ ଦ୍ଵାରା ଦଶମହାବିଦ୍ୟାର ଉପସ୍ଥାପନ । ଏହା ହେଉଛି ଶ୍ରୀ ସମ୍ରାଟ ଦତ୍ତଙ୍କର ନିର୍ଦ୍ଦେଶିତ ଏକ କାର୍ଯ୍ୟ

ମଣିପାଲ ହସ୍ପିଟାଲରେ ବିଶ୍ୱ ଫିଜିଓଥେରାପି ଦିବସ ୨୦୨୫ ପାଳିତ

ଭୁବନେଶ୍ୱର: ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ବିଶ୍ୱ ଫିଜିଓଥେରାପି ଦିବସ ୨୦୨୫ ପାଳନ କରାଯାଇଛି। ଚଳିତ ବର୍ଷର ଥିମ୍ ରହିଛି “ସ୍ୱାସ୍ଥ୍ୟକର ବୟସ୍କ” (Healthy Ageing) । ଏହି ଥିମ୍ରେ ବୃଦ୍ଧାବସ୍ଥାରେ ଶକ୍ତି, ସନ୍ତୁଳନ ଓ ଗତିଶୀଳତା ବୃଦ୍ଧିରେ ଫିଜିଓଥେରାପିର ଗୁରୁତ୍ୱକୁ

କୋରାପୁଟରେ ଆଦି କର୍ମଯୋଗୀ ଅଭିଯାନ ଉପରେ ତାଲିମ କର୍ମଶାଳା, ୪ ଜିଲ୍ଲାର ୫୨ ଜଣଙ୍କୁ ତାଲିମ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶାର କୋରାପୁଟରେ ଆଦି କର୍ମଯୋଗୀ ଅଭିଯାନ ଉପରେ ଏକ ଚାରି ଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା ସମାପ୍ତ ହୋଇଛି। ଧରତି ଆବା ଜନଜାତି ଗ୍ରାମ ଉତ୍କୃଷ୍ଟ ଅଭିଯାନ ( ଡିଏଜେଜିୟୁଏ) ଅଧୀନରେ ଏହି ତାଲିମ ୨୯ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିଲା। ଏହି

ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟିର ଏକାଦଶ ସଂସ୍କରଣ ଅନୁଷ୍ଠିତ

ଭୁବନେଶ୍ୱର : ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟି (ଆଇଏଏନ୍‍)ର ଏକାଦଶ ସଂସ୍କରଣ ରବିବାର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଭାରତରେ ଅବସ୍ଥାପିତ ରୁଆଣ୍ଡା

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତି

ଭୁବନେଶ୍ୱର : ଦେଶରେ ବହୁଳ ଭାବେ ଆଦୃତି ଲାଭ କରିଥିବା ଭକ୍ତିଭାବପୂର୍ଣ୍ଣ ମ୍ୟୁଜିକ ଭିଡ଼ିଓ ‘ଭୋଲେନାଥ‘ର ଗାୟକ ଏବଂ ଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ର ଅନୁରାଗ କୀର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ସୌଜନ୍ୟମୂଳକ

ସପ୍ସିର ‘ଦି ଗ୍ରାଣ୍ଡ ସପ୍ସି ମେଳା’

ଭୁବନେଶ୍ୱର : ଆଗାମୀ ଉତ୍ସବ ଋତୁ ପାଇଁ ଭାରତ ଯେହେତୁ ନିଜକୁ ପ୍ରସ୍ତୁତ କରୁଛୁ, ପ୍ଲିପକାଟÿର୍ ପରି·ଳିତ ସପ୍ସି ବର୍ଷର ସବୁଠାରୁ ବୃହତର ସେଲ ସହିତ ସର୍ବାଦୃତ୍ ସପିଙ୍ଗ ପାଳନର ଉତ୍ସବ, ଦି ଗ୍ରାଣ୍ଡ ସପ୍ସି ମେଳା (ଜିଏସଏମ) ପୁଣି ଥରେ ନେଇ ଆସୁଅଛି । ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୦୭ ପର୍ଯ୍ୟନ୍ତ

କୋରାପୁଟରେ ଆଦି କର୍ମଯୋଗୀ ଅଭିଯାନ ଉପରେ ଚାରି ଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା ଆରମ୍ଭ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅଧିନସ୍ଥ ଆଦି କର୍ମଯୋଗୀ ଅଭିଯାନ ଉପରେ ଏକ ଚାରି ଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା (ଏସପିଏଲ) ଆଜିଠାରୁ କୋରାପୁଟରେ ଆରମ୍ଭ ହୋଇଛି। ଏହା ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବ। ଏହି କର୍ମଶାଳା ଭାରତ