ରବିନ୍ଦ୍ର ଚାମରିଆଙ୍କୁ ଏଏସବିଏମ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନରାରି ଡକ୍ଟରେଟ ପ୍ରଦାନ
ଭୁବନେଶ୍ୱର: ଇନଫିନିଟି ଗ୍ରୁପର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର ଚାମରିଆଙ୍କୁ ଏଏସବିଏମ ବିଶ୍ୱବିଦ୍ୟାଳୟର ୫ମ ଦୀକ୍ଷାନ୍ତ ସମାରୋହରେ ସମ୍ମାନଜନକ ଡକ୍ଟର ଅଫ ଫିଲୋସୋଫି (ପିଏଚଡି) ଉପାଧିରେ ସମ୍ମାନିତ କରାଯାଇଛି । ଏହି ସମାରୋହ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା!-->…