ଓଡ଼ିଶାରେ ବେଦାନ୍ତ କରିବ ୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ, ୧ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲକେନ୍ଦୁଝରରେ ୨୦୦୦ କୋଟି ଟଙ୍କାର ଫେରୋ-ଆଲଏଜ୍ ପ୍ଲାଣ୍ଟଓଡିଶାରେ ଦୁଇଟି ଆଲୁମିନିଅମ୍ ପାର୍କ ପ୍ରତିଷ୍ଠା କରିବ ବେଦାନ୍ତଭୁବନେଶ୍ବର, ୨୩.୧୦.୨୫ : ଆଜି ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ ଲୋକସେବା ଭବନ ଠାରେ!-->…