କେମିତି କଟିବ ଆଜିର ଦିନ ? କେଉଁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ?

ମେଷ:ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ

ଦୃଢ଼ ସଂକଳ୍ପ ଆଗରେ ହାର ମାନିଛି ପ୍ରତିବନ୍ଧକ, ନିମାପଡାର ଅନିତା ସାହୁଙ୍କ ସ୍ୱପ୍ନକୁ ଶକ୍ତି ଦେଇଛି ଜିଓ

ମହାତ୍ମା ଗାନ୍ଧୀ କହିଥିଲେ, "ଶକ୍ତି ଶାରୀରିକ କ୍ଷମତାରୁ ଆସିନଥାଏ, ଏହା ଏକ ଅଦମ୍ୟ ଇଚ୍ଛାଶକ୍ତିରୁ ଆସିଥାଏ"।ଓଡିଶାର ପୁରୀ ଜିଲ୍ଲାର ନିମାପଡା ବ୍ଲକର ଅମୁନିଆପାଟଣା ଗାଁର ଦିବ୍ୟାଙ୍ଗ ଯୁବତୀ ଅନିତା ସାହୁଙ୍କ ପାଇଁ, ଏହି ଉକ୍ତି ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକକୁ ପଛରେ ପକାଇ ତାଙ୍କର

୯୦ ତମ ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର,୦୧/୦୪:୯୦ ତମ ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ସାମଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ପ୍ରତୀକ ଓଡ଼ିଶା ।ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ସମୃଦ୍ଧ କରିଛି।ଦୃଢ଼

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର,୦୧/୦୪:ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ

ଆଜିଠୁ ସାରା ଦେଶରେ ଜନଗଣନା, ୧୫ ତାରିଖ ରାତି ପର୍ଯ୍ୟନ୍ତ ସ୍ବ-ଗଣନା

ଭୁବନେଶ୍ବର,୦୧/୦୪:ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା।ପ୍ରଥମ ପର୍ଯାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ ଗଣନା।ଆଜିଠାରୁ 15 ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍ସସାଇଟ ମାଧ୍ୟମରେ ଦେଇପାରିବେ।କିନ୍ତୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବ ପ୍ରଥମ

ଲାଗୁ ହେଲା ନୂଆ ଅବକାରୀ ନୀତି

ଭୁବନେଶ୍ବର,୦୧/୦୪: ଏଣିକି ବିଦେଶୀ ମଦ ଉପରେ ଲାଗୁଥିବା ଶୁଳ୍କ ଉପରେ ଗଣିବାକୁ ପଡ଼ିବ ଅତିରିକ୍ତ ଡି-ଆଡିକସନ ସେସ୍। ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଏଣିକି ଅବକାରୀ ନୀତି ଅବଧି ବର୍ଷେ ବଦଳରେ ୩ ବର୍ଷ ପାଇଁ ବଳବତ୍ତର ରହିବ।କୋଭିଡ ସମୟରୁ ଚାଲିଆସୁଥିବା ମଦର ହୋମ୍ ଡେଲିଭରି ବ୍ଯବସ୍ଥା

ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍ ୨୦୨୬ ଗୃହରେ ପାରିତ

ଭୁବନେଶ୍ବର,୦୧/୦୪: ୪ ଘଣ୍ଟା ଧରି ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡରରେ ସଂରକ୍ଷଣ ବିଲ୍ ୨୦୨୬ ଗୃହରେ ପାରିତ।ଏହି ବିଲ ଟିକୁ ସିଲେକ୍ଟ କମିଟି ପଠାଇବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ, ଅଶୋକ ଦାସ, ଧ୍ରୁବ ଚରଣ ସାହୁ, ଗଣେଶ୍ୱର ବେହେରା ଦାବି କରିଥିଲେ

ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି କଲେ ବାଚସ୍ପତି

ଭୁବନେଶ୍ବର,୦୧/୦୪: ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇଥିବା  ବଜେଟ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି କଲେ ବାଚସ୍ପତି।ସରିଲା ୫ଟି କାର୍ଯ୍ୟ ଦିବସ ଆଗରୁ ବଜେଟ୍ ଅଧିବେଶନ।ପ୍ରଥମ ଦିନରେ ରାଜ୍ୟପାଳ ରଖିଥିଲେ ଅଭିଭାଷଣ। ପ୍ରଥମ ଥର ପାଇଁ ବିଧାନସଭାରେ ଗୁଞ୍ଜରିତ ହୋଇଥିଲା ବନ୍ଦେ

ଉତ୍କଳ ଦିବସ:ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବର୍ଷ ପୂର୍ତ୍ତି

ଭୁବନେଶ୍ବର,୦୧/୦୪: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୯୦ ବର୍ଷ ପୂର୍ତ୍ତି। ଆଜିର ଦିନରେ ୧୯୩୬ ମସିହାରେ ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା। ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ଦିନ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା । ଆଜିର

କେମିତି କଟିବ ଆପଣଙ୍କ ଆଜିର ଦିନ,ଜାଣନ୍ତୁ..

ମେଷ:ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।ବୃଷ:ଆଜି ବନ୍ଧୁମାନଙ୍କ