ମଣିପାଲ  ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବୟସ୍କ ଲୋକଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ହେଲଦି ଡେ ଆଉଟ୍ ଫର୍ ଦ…

ଭୁବନେଶ୍ୱର : ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ଆଇଜି ପାର୍କ ଠାରେ “ହେଲଦି ଡେ ଆଉଟ୍  ଫର୍ ଦ ୟଙ୍ଗ ଆଟ୍ ହାର୍ଟ ” ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବୟସ୍କ ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବା ଏବଂ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା

ଠକେଇରୁ ବର୍ତ୍ତିବା ପାଇଁ ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ସେଫ ସେକେଣ୍ଡ ଆକାଉଣ୍ଟର ଶୁଭାରମ୍ଭ

ଭୁବନେଶ୍ୱର : ଭାରତୀ ଏୟାରଟେଲର ଉପାଧ୍ୟକ୍ଷ ତଥା ଏମଡି ଗୋପାଳ ଭିଟ୍ଟଲ ଏୟାରଟେଲର ଗ୍ରାହକମାନଙ୍କୁ ଚିଠି ଲେଖି ଡିଜିଟାଲ ସ୍କାମ ଏବଂ ଠକେଇର ବଢୁଥିବା ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି। ନକଲି ପାର୍ସଲ ଡେଲିଭରି କଲ୍, ଫିସିଂ ଲିଙ୍କ୍ ଏବଂ ଡିଜିଟାଲ୍ ଗିରଫଦାରୀ ଠକେଇ ଭଳି ବିପଦ

ନଥିଂ ପକ୍ଷରୁ ୧୯,୯୯୯ଟଙ୍କା ମୂଲ୍ୟରେ ଫୋନ୍ (୩ଏ) ଲାଇଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଲଣ୍ଡନ ସ୍ଥିତ ଟେକ୍ନୋଲୋଜି କମ୍ପାନୀ, ନଥିଂ ଭାରତରେ ଫୋନ୍ (୩ଏ) ଲାଇଟର ଉନ୍ମୋଚନ କରିଛି, ଯାହାକୁ କ୍ଲାସିକ୍ କଳା ଏବଂ ଧଳା ସହିତ ଏକ ନୂତନ ନୀଳ ରଙ୍ଗରେ ଉନ୍ମୋଚନ କରାଯାଇଛି । ଏହି ଡିଭାଇସ ନଥିଙ୍ଗର ସିଗ୍ନେଚର ଟ୍ରାନ୍ସପରେଂଟ ଡିଜାଇନ୍‌, ୬.୭୭ ଇଂଚ ଏମୋଏଲଡ ଡିସପ୍ଲେ,

ମିଳିତ ଜାତିସଂଘ ସହ ଜଡିତ ସିଆଇଟିଇଏସ (CITES) ପକ୍ଷରୁ ବନତାରାକୁ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଗ୍ଲୋବାଲ ହବ୍…

ଜାମନଗର (ଗୁଜରାଟ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ପରିଚାଳିତ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ବନତାରାର କାର୍ଯ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ମିଳିଛି। ସିଓପି ୨୦ ସହିତ ଜଡିତ ସିଆଇଟିଇଏସ (CITES) ର ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ୨୦ତମ ବୈଠକରେ ସଦସ୍ୟ ଦେଶମାନେ ବହୁ

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ହେବେ ସମ୍ବର୍ଦ୍ଧିତ ହେବେ ଜାଭେଦ ଅଖତର

ଭୁବନେଶ୍ଵର, ନଭେମ୍ବର ୨୭: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରର ଉଜ୍ଜଳ ତାରକା, ଶବ୍ଦର ଯାଦୁକର, ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୂଷଣ ଜାଭେଦ ଅଖତରଙ୍କୁ ତାଙ୍କର ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ

ଜଳ ସମ୍ପଦ ବିଭାଗରେ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଉନ୍ନ‌ୟନ କମିଶନରଙ୍କ ବ୍ୟୟ ଯୋଜନାର ସମୀକ୍ଷା

ଭୁବନେଶ୍ୱର : ଆଜି ଜଳ ସଂପଦ ବିଭାଗରେ ଅନୁଷ୍ଠିତ ହୋଇଯାଇଥିବା ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଜଳ ସମ୍ପଦ ବିଭାଗୀୟ ବ୍ୟୟ ଯୋଜନାର ସମୀକ୍ଷା କରିଥିଲେ । ବଳେଟ୍ ପ୍ରାବଧାନ ଅନୁସାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା

ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର, ୨୬.୧୧.୨୦୨୫ : ବିକଶିତ ଓଡ଼ିଶାର ସ୍ବପ୍ନକୁ ଦୃଢ଼ ଭିତ୍ତି ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭’ ଭଳି ଏକ ବିଶେଷ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ଏହା କେବଳ ଏକ ଯୋଜନା ନୁହେଁ ସମଗ୍ର ଓଡ଼ିଶାବାସୀଙ୍କ ସ୍ଵପ୍ନ, ଆଶା ଓ ଆକାଂକ୍ଷାକୁ ଏକତ୍ରିତ

ଭୂସ୍ଥାନିକ ଗବେଷଣା ଏବଂ ନବସୃଜନକୁ ଆଗକୁ ବଢ଼ାଇବା ପାଇଁ ଆଇଆଇଟି ଭୁବନେଶ୍ୱର ଏବଂ ସର୍ଭେ ଅଫ୍ ଇଣ୍ଡିଆ ମଧ୍ୟରେ…

ଭୁବନେଶ୍ୱର, ୨୬ ନଭେମ୍ବର ୨୦୨୫: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏବଂ ଓଡ଼ିଶା ଏବଂ ଛତିଶଗଡ଼ ଭୂ-ସ୍ଥାନିକ ନିର୍ଦ୍ଦେଶାଳୟ ଭାରତୀୟ ସର୍ବେକ୍ଷଣ ନିର୍ଦ୍ଦେଶାଳୟ ୨୫ ନଭେମ୍ବର ୨୦୨୫ରେ ଭୂ-ସ୍ଥାନିକ, ଭୂ-ସୂଚନାବିଜ୍ଞାନ, ମ୍ୟାପିଂ ପ୍ରଯୁକ୍ତିବିଦ୍ୟା ଏବଂ ଭୂ-ସ୍ଥାନିକ

କିସରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଶାଲ୍‍ ଓ ସ୍ୱେଟର ବଣ୍ଟନ

ଭୁବନେଶ୍ୱର : ଶୀତଦିନ ଆସିଯାଇଥିବାରୁ କିସରେ ଆଜି ଛାତ୍ରୀଙ୍କୁ ଶାଲ୍‍ ଓ ଛାତ୍ରଙ୍କୁ ସ୍ୱେଟର ବଣ୍ଟନ କରାଯାଇଛି। ପ୍ରତିବର୍ଷ ଶୀତ ଦିନ ଅବ୍ୟବହିତ ପୂର୍ବରୁ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସାଲ୍‍ ଓ ସ୍ୱେଟର୍‍ ବ୍ୟବସ୍ଥା କରିଥାନ୍ତି। ଶ୍ରୀ

ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଅସ୍ଥିଶଲ୍ୟ ବିଭାଗ ଦ୍ଵାରା ସଫଳ ସର୍ଜରୀ

ଭୁବନେଶ୍ୱର : ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଯାଜପୁର ରୋଡ଼ର ୫୩ ବର୍ଷୀୟ ରୋଗୀ ରମାକାନ୍ତ ପାତ୍ରଙ୍କୁ ଆତ୍ୟାଧୁନିକ ‘ଡାଇରେକ୍ଟ ଆଣ୍ଟେରିଅର୍ ଆପ୍ରୋଚ୍’ ଦ୍ୱାରା ସଫଳ ହିପ୍ ରିପ୍ଲେସ୍ମେଣ୍ଟ୍ ସଫଳତାର ସହ କରାଯାଇଛି । ରମାକାନ୍ତ ଦୀର୍ଘଦିନ ଧରି ଦୁଇଟି ହିପ୍ “ଅଭାସ୍କୁଲାର୍