ରିଲାଏନ୍ସ ରିଟେଲ ଭେନ୍‌ଚର୍ସ ଲିମିଟେଡ ପକ୍ଷରୁ କ୍ଲୋଭିଆରେ ସଂଖ୍ୟାଗରିଷ୍ଠ ଇକ୍ୱିଟି ଅଂଶ ଅଧିଗ୍ରହଣ

ମୁମ୍ବଇ: ରିଲାଏନ୍ସ ରିଟେଲ ଭେନ୍‌ଚର୍ସ ଲିମିଟେଡ (ଆରଆରଭିଏଲ୍‌), କ୍ଲୋଭିଆ ବ୍ୟବସାୟର ମାଲିକାନା ଓ ପରିଚାଳନା କରୁଥିବା ପର୍ପଲ ପାଣ୍ଡା ଫାଶନ୍ସ ପ୍ରାଇଭେଟ ଲିମିଟେଡର ୮୯% ଇକ୍ୱିଟି ଅଂଶକୁ ୯୫୦ କୋଟି ଟଙ୍କା ସେକେଣ୍ଡାରୀ ଅଂଶ କ୍ରୟ ଏବଂ ପ୍ରାଇମେରୀ ନିବେଶର ମିଶ୍ରଣ ଜରିଆରେ ଅଧିଗ୍ରହଣ

ଏମ୍‌ସ ଭୁବନେଶ୍ୱରରେ ଆଣ୍ଠୁଗଣ୍ଠି ବାତର ସ୍ୱତନ୍ତ୍ର କ୍ଲିନିକ୍ ଆରମ୍ଭ

ଭୁବନେଶ୍ୱର : ଆଣ୍ଠୁଗଣ୍ଠିବାତ ଓ ମାଂସପେଶୀଜନିତ ବିଭିନ୍ନ ରୋଗ ଏବଂ ଏସ୍‌ଏଲଇ ଓ ସ୍କ୍ଲ‌େରୋଡର୍ମା ଭଳି ନାନା ସମସ୍ୟାରେ କଷ୍ଟ ଭୋଗୁଥିବା ବ୍ୟକ୍ତିଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱରରେ ବହୁପ୍ରତୀକ୍ଷିତ ଆଣ୍ଠୁଗଣ୍ଠି ବାତ (ରିମାଟୋଲୋଜି) ସ୍ୱତନ୍ତ୍ର କ୍ଲିନିକ୍

ଟ୍ରେଣ୍ଡ୍‌ସ ନୂଆ ଷ୍ଟୋର ଏବେ ନିମାପଡା ସହରରେ

ପୁରୀ: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ପୁରୀ ଜିଲ୍ଲାର ନିମାପଡା ସହରରେ ତାହାର ନୂଆ ଷ୍ଟୋର ଖୋଲିବା ସମ୍ପର୍କରେ ଘୋଷଣା କରିଛି ।ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ 

ନୂତନ ଶକ୍ତି ବଳରେ ଆସନ୍ତା ୨୦ ବର୍ଷରେ ଭାରତ ହେବ ମହାଶକ୍ତି: ମୁକେଶ ଅମ୍ବାନି

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଆଗାମୀ ଦୁଇ ଦଶନ୍ଧିରେ ନୂତନ ଶକ୍ତି ବଳରେ ଭାରତ ବୈଶ୍ୱିକ ମହାଶକ୍ତିର ମାନ୍ୟତା ହାସଲ କରିପାରିବ । ଫେବ୍ରୁଆରି ୨୩ରୁ ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା “ଏସିଆନ୍ ଇକୋନମିକ୍ ଡାଇଲଗ୍ ୨୦୨୨’ କୁ ସମ୍ବୋଧିତ

ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ କାୟାକଳ୍ପ
ଦଳର ଏମ୍ସ ଭୁବନେଶ୍ୱର ପରିଦର୍ଶନ

ଭୁବନେଶ୍ୱର, ୧୫/୨/୨୦୨୨: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଜାତୀୟ ପ୍ରତିଷ୍ଠାନ(ଏନଆଇଏଚଏଫଡବ୍ଲ୍ୟୁ) ନୂଆଦିଲ୍ଲୀରୁ ଆସିଥିବା କାୟାକଳ୍ପଦଳ ଚୂଡାନ୍ତ ମୂଲ୍ୟାଙ୍କନ ନିମନ୍ତେ ଏମ୍ସ ଭୁବନେଶ୍ୱର ପରିଦର୍ଶନ କରିଛନ୍ତି।ଏନଆଇଏଚଏଫଡବ୍ଲ୍ୟୁ ର ଚାରିଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି ଟିମ୍ ଏମ୍ସକୁ ଗତକାଲି

ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗ୍ଲାନ୍ସରେ ୨୦୦ ନିୟୁତ ଡଲାର ନିବେଶ ଘୋଷଣା

ମୁମ୍ବାଇ: ଅଗ୍ରଣୀ ଏଆଇ ଭିତିକ ଲକ୍‌ସ୍କ୍ରିନ୍ ପ୍ଲାଟଫର୍ମ ଗ୍ଲାନ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ପାଣ୍ଠି ହାସଲ (ଫଣ୍ଡିଂ)ର ସିରିଜ୍ ଡି ପର୍ଯ୍ୟାୟରେ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ) ଠାରୁ ୨୦୦ ନିୟୁତ ଡଲାର ନିବେଶ ଗ୍ରହଣ କରିବାକୁ ସହମତ ହୋଇଛି ।ଜିଓ ଦ୍ୱାରା ହେବାକୁ ଥିବା ଏହି

ଉପଗ୍ରହ ଭିତିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ, ଏସଇଏସ୍ ସହିତ ଦେଶରେ ଆରମ୍ଭ କରିବ ସେବା

ନୂଆଦିଲ୍ଲୀ : ଜିଓ ପ୍ଲାଟଫର୍ମସ୍ ଏବଂ ବିଶ୍ୱରେ ଉପଗ୍ରହ ଭିତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନୀ ଏସ୍‌ଇଏସ୍ ପକ୍ଷରୁ ଜିଓ ସ୍ପେଶ୍ ଟେକ୍ନୋଲୋଜି ନାମରେ ଏକ ମିଳିତ ଉଦ୍ୟୋଗ ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ନୂତନ ମିଳିତ ଉଦ୍ୟୋଗ ଦେଶବ୍ୟାପୀ ଉପଗ୍ରହ ଭିତିକ ପ୍ରଯୁକ୍ତିର ବ୍ୟବହାର

ଫେବୃୟାରୀ ୭ରୁ ଏମ୍‌ସ ଭୁବନେଶ୍ୱରରେ ପୁନର୍ବାର ଆରମ୍ଭ ହେବ ଓପିଡି ସେବା

ଭୁବନେଶ୍ୱର, ୪/୨/୨୦୨୨: ଏମ୍‌ସ ଭୁବନେଶ୍ୱରରେ ଚଳିତ ମାସ ୭(ସୋମବାର)ଠାରୁ ପୁନର୍ବାର ଓପିଡି ସେବା ଆରମ୍ଭ ହେବ। କୋଭିଡ୍‌ ସ୍ଥିତିରେ ଆସିଥିବା ସୁଧାରକୁ ଅନୁଶୀଳନ କରିବା ସହିତ ରୋଗୀସେବାକୁ ପ୍ରାଧାନ୍ୟ ଦେଇ ଏମ୍‌ସ ପକ୍ଷରୁ ଓପିଡି ଖୋଲିବାକୁ ନିଷ୍ପତି ହୋଇଥିବା ଏମ୍‌ସ ଭୁବନେଶ୍ୱର

ନୂଆ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଅନନ୍ୟ ଅନୁଭୁତି ଆଣିଛି ଜିଓଫୋନ୍ ନେକ୍ସଟ୍

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓ ଗୁଗୁଲ୍ ଦ୍ୱାରା ମିଳିତ ଭାବେ ବିକଶିତ ହୋଇଥିବା ସୁଲଭ ମୂଲ୍ୟର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସମ୍ପନ୍ନ ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ ନଭେମ୍ବର ମାସରେ ବଜାରକୁ ଆସିିବା ପରଠାରୁ ବେଶ୍ ଚର୍ଚ୍ଚାରେ ରହିଆସିଛି । ଏବେ ଅନ୍‌ଲାଇନ୍ ବୁକିଙ୍ଗ୍ ସହିତ ସମସ୍ତ ଜିଓ