ଓଡ଼ିଶାରେ ୨୦୨୫ରେ ଜିଓର ଦବଦବା, ପ୍ରଥମ ୧୦ ମାସରେ ଯୋଡ଼ିଛି ୧୫ ଲକ୍ଷରୁ ଅଧିକ ନୂତନ ଗ୍ରାହକ

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ତଥା ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ଜୟଯାତ୍ରା ଜାରି ରଖି ୨୦୨୫ ବର୍ଷର ପ୍ରଥମ ୧୦ ମାସରେ ରାଜ୍ୟରେ ୧୫ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ

ନୂଆ ବର୍ଷରେ ଆସୁଛି କଲେଜ ଲଭ ଷ୍ଟୋରି ଭିତ୍ତିକ ଓଡ଼ିଆ ଚଳଚିତ୍ର ‘ଅହମ’

ଭୁବନେଶ୍ୱର: କଲେଜ ଜୀବନର ପ୍ରେମ କାହାଣୀକୁ ଆଧାର କରି ନୂଆ ବର୍ଷରେ ଦର୍ଶକଙ୍କ ସମ୍ମୁଖରେ ଆସିବାକୁ ଯାଉଛି ଓଡ଼ିଆ ଚଳଚିତ୍ର ‘ଅହମ’। ବିଜୟଲକ୍ଷ୍ମୀ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଚଳଚିତ୍ରର ଶୁଭ ମହୁରତ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଗାୟତ୍ରୀ ମନ୍ଦିରରେ ଧାର୍ମିକ

ଅଙ୍କୁରାୟନ ୨୦୨୫ ଉଦଯାପିତ – ଭାଗନେଲେ ଚାରିହଜାରରୁ ଅଧିକ ଛାତ୍ରଛାତ୍ରୀ

ଲଙ୍କାପଡା, ଜଗତସିଂହପୁର : ଗତ ୧୯ ଡିସେମ୍ବର ରେ ତ୍ରିଦିବସୀୟ ଶିଶୁ ତଥା ଯୁବ ଉତ୍ସବ ଅଙ୍କୁରାୟନ ଉଦଯାପିତ ହୋଇଯାଇଛି। ଏଥିରେ ଓଡିଶାର ଆଠଟି ଜିଲ୍ଲାରୁ ସାଢେ ଚାରି ହଜାରରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଯୁବ ସ୍ୱେଛାସେବୀ ମାନଙ୍କର ସମାଗମ ହୋଇଥିଲା। ଜଗତସିଂହପୁର ଜିଲ୍ଲାର ଲଙ୍କାପଡା ଓ

ଜିନ୍ଦଲ ଷ୍ଟିଲ ପ୍ରୋତ୍ସାହିତ କ୍ରୀଡ଼ାବିତ ଗୁରଜୋତ ସିଂହ ଖଙ୍ଗୁରା ଓ ରାୟଜା ଧୀଲନଙ୍କୁ  ୬୮ତମ ଜାତୀୟ ସୁଟିଂ…

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଡକ୍ଟର କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଅନୁଷ୍ଠିତ ୬୮ତମ ଜାତୀୟ ସୁଟିଂ ସଟଗନ୍ ଚାମ୍ପିୟନସିପରେ ଜିନ୍ଦଲ ଷ୍ଟିଲ୍ ପ୍ରୋତ୍ସାହିତ ଖେଳାଳିମାନେ ଏକାଧିକ ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଅର୍ଜନ କରିଛନ୍ତି । ଭିନ୍ନ ଭିନ୍ନ ବର୍ଗରେ ଗୁରଜୋତ ସିଂ ଖାଙ୍ଗୁରା ଓ ରାୟଜା

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡାରେ ପ୍ଲାଷ୍ଟିକ-ମୁକ୍ତ ସଚେତନତା ଅଭିଯାନ

ଝାରସୁଗୁଡା, ଓଡ଼ିଶା, ଡିସେମ୍ବର ୨୦, ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ସହିତ ମିଳିତ ଭାବରେ, ଝାରସୁଗୁଡାର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ କୋଇଲିଘୁଘର ଜଳପ୍ରପାତରେ

ଓପିଜିସି ତରଫରୁ ସୁନାରୀ ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ଇବ ଥର୍ମାଲ, ୧୯/୧୨/୨୦୨୫  : ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ସୁନାରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସୁନାରୀ ସରପଞ୍ଚ ଶ୍ରୀମତୀ ନନ୍ଦିନୀ ସାହୁ

ଉତ୍ତର-ପୂର୍ବ ଭାରତକୁ ବିମାନ ସଂଯୋଗୀକରଣ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କଲେ: ଆଦାନୀ

ଗୌହାଟି, ୨୦ ଡିସେମ୍ବର ୨୦୨୫: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକପ୍ରିୟ ଗୋପୀନାଥ ବୋର୍‌ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦର (ଏଲ୍‌ଜିବିଆଇଏ) ଠାରେ ନୂତନ ଟର୍ମିନାଲ୍‌ର ଉଦ୍‌ଘାଟନ କରିଛନ୍ତି । ଏହି ପ୍ରକଳ୍ପ ଯୋଜନା ପ୍ରସ୍ତୁତିଠାରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ

ନିଷ୍ଟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

ମାନବ ସମାଜର ହିତ ପାଇଁ ଜ୍ଞାନର ବ୍ୟବହାର କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ ଭୁବନେଶ୍ୱର, ଡିସେମ୍ବର ୧୯: ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ଓ ପରିବେଶ ସୁରକ୍ଷା କରିବା ଦିଗରେ ଜ୍ଞାନକୁ ଉପଯୋଗ କରିବା ସହିତ ସାମାଜିକ ସଦଭାବନା କୁ ପ୍ରୋତ୍ସାହିତ କରି ମାନବ ସମାଜର ସେବା କରିବାକୁ

ଡବ୍ଲୁ୍ୟଡି ବ୍ଲାକ ଏସ୍ଏନ୍୭୧୦୦ ଏନ୍ଭିମିଇ ଏସ୍ଏସ୍ଡି ବର୍ତମାନ ଭାରତରେ ଉପଲବ୍ଧ

ଭୁବନେଶ୍ୱର : ଡବ୍ଲୁ୍ୟଡି ବ୍ଲାକ ଏସ୍ଏନ୍୭୧୦୦ ଏନ୍ଭିମିଇ ଏସ୍ଏସ୍ଡି, ସାଣ୍ଡିସ୍କର ଏକ ଉଚ୍ଚମାନର ଗେମିଂ ଡ୍ରାଇଭ୍ ଯାହାକି ବର୍ତର୍ମାନ ଭାରତରେ ଉପଲବ୍ଧ ହୋଇଛି । ଡବ୍ଲୁ୍ୟଡି ବ୍ଲାକ ଏସ୍ଏନ୍୭୧୦୦ ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଖେଳାଳୀମାନଙ୍କୁ ଅତ୍ୟଧିକ ଭିଜୁଆଲ୍ ଏବଂ ଇମର୍ସିଭ୍ ଗେମ୍ର

୧,୦୩୭ ଆନ୍ତର୍ଜାତୀୟ ପେଟେଣ୍ଟ ଦାଖଲ ସହିତ ଜିଓ ସରକାରୀ ପେଟେଣ୍ଟ ରିପୋର୍ଟରେ ସବୁଠୁ ଆଗରେ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ପେଟେଣ୍ଟ, ଡିଜାଇନ୍ ଏବଂ ଟ୍ରେଡ୍ ମାର୍କ କଣ୍ଟ୍ରୋଲର ଜେନେରାଲଙ୍କ ୨୦୨୪-୨୫ ବାର୍ଷିକ ରିପୋର୍ଟରେ ଜିଓ ପ୍ଲାଟଫର୍ମସକୁ ଭାରତର ସର୍ବବୃହତ ବିଶ୍ୱସ୍ତରୀୟ ପେଟେଣ୍ଟ ଦାଖଲକାରୀ ଭାବରେ ସ୍ଥାନିତ କରାଯାଇଛି।ଏହି