ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ସଂଘର ମୁଖ୍ୟ ପୃଷ୍ଠପୋଷକ

ଭୁବନେଶ୍ୱର, ୫ ।୧: ବାରାଣସୀରେ ୭୨ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ୨୦୨୬କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ସୋମବାର ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ସବୁ

୯ରୁ କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ୨୦୨୬

ଭୁବନେଶ୍ୱର : ଆମେରିକାନ ଆସୋସିଏସନ ଅଫ ଇଣ୍ଡିଆନ ଅରିଜିନ (ଭାରତୀୟ ବଂଶୋଦ୍ଭବ ଚିକିତ୍ସକ ସଂଘ- ଏଏପିଆଇ) ପକ୍ଷରୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‍ସେସ୍ (କିମସ)ରେ ଗ୍ଲୋବାଲ୍ ହେଲଥ୍‍କେୟାର ସମିଟ୍ ୨୦୨୬ ଆୟୋଜିତ ହେଉଛି। ଜାନୁଆରୀ ୯ ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା

୨୦୨୪ ଏବଂ ୨୦୨୫ ରେ ବିଶ୍ୱର ଏକ ନମ୍ବର ହେଲମେଟ୍ ଉତ୍ପାଦକ – ଷ୍ଟିଲବାର୍ଡ ହେଲମେଟ୍ ବର୍ତମାନ ୨୦୨୬ ରେ ଏକ…

ଭୁବନେଶ୍ୱର : ପୁଣି ଥରେ, ଷ୍ଟିଲବର୍ଡ ଭାରତ ତଥା ସମଗ୍ର ବିଶ୍ୱରେ ଆରୋହୀଙ୍କ ଅତୁଟ ବିଶ୍ୱାସ ଅର୍ଜନ କରିଛି । ୨୦୨୪ ଏବଂ ୨୦୨୫ ରେ ବିଶ୍ୱର ନମ୍ବର ୧ ହେଲମେଟ୍ ଉତ୍ପାଦକ ହେବା ପରେ, ଷ୍ଟିଲବର୍ଡ ହାଇ-ଟେକ୍ ଇଣ୍ଡିଆ ଲିମିଟେଡ୍ ବର୍ତମାନ ୨୦୨୬ ରେ ଏକ ଐତିହାସିକ ହ୍ୟାଟ୍ରିକ୍ ପୂରଣ କରିବାକୁ ଦୃଢ

ଜାତୀୟ ଯୁବ ଦିବସରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ହେବ “ବନ୍ଦେ ମାତରମ୍” ସାମୂହିକ ଗାନ

ସାମୂହିକ "ବନ୍ଦେ ମାତରମ୍" ଗାନ କରିବା ପାଇଁ ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମସ୍ୱାଧୀନତା ଆନ୍ଦୋଳନର ସ୍ୱର ପାଲଟିଥିଲା "ବନ୍ଦେ ମାତରମ୍" : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର, ୩ ଜାନୁଆରୀ, ୨୦୨୫ :  "ବନ୍ଦେ ମାତରମ୍‌ର"ର ୧୫୦ ବର୍ଷ

ଅଚ୍ୟୁତ ସାମନ୍ତଙ୍କୁ ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ପ୍ରଦାନ

ଭୁବନେଶ୍ୱର : ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରରେ ଥିବା ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ଆଜି ଶ୍ରୀ

ଓଡ଼ିଶା ଡବ୍ଲ୍ୟୁସିଡି ଜିଇଏମ୍ ସ୍ମାର୍ଟଫୋନ୍ ଟେଣ୍ଡର(ବିଡ୍ ନଂ.ଜିଇଏମ୍/୨୦୨୫/ବି/୬୪୭୯୪୯୮-୭୯,୦୩୩ ୟୁନିଟ୍)

ଭୁବନେଶ୍ୱର : ଓଡ଼ିଶା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ସ୍ପେଶାଲ ପର୍ପସ୍ ଟେଲିଫୋନ୍ସ' (ଆଇସିଡିଏସ୍ ପାଇଁ ସ୍ମାର୍ଟଫୋନ୍) – ପୋଷଣ ଅଭିଯାନ (ଭି୨)' ପାଇଁ ଜିଇଏମ୍ ଟେଣ୍ଡର ଆହ୍ୱାନ କରାଯାଇଛି । ୭୯,୦୩୩ ସ୍ମାର୍ଟଫୋନ୍ ପାଇଁ ଜିଇଏମ୍/୨୦୨୫/ବି/୬୪୭୯୪୯୮ ।

ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ‘MAHI’ – ଏକ ନୂଆ ସ୍ୱାସ୍ଥ୍ୟ ସଚେତନତା ପ୍ଲାଟଫର୍ମ ଶୁଭାରମ୍ଭ

ଭୁବନେଶ୍ୱର, ୩୦ ଡିସେମ୍ବର ୨୦୨୫:  ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର, ଭାରତର ଅଗ୍ରଣୀ ହସ୍ପିଟାଲ୍ ନେଟୱର୍କ ମଣିପାଲ୍ ହସ୍ପିଟାଲ୍ସ ଗ୍ରୁପ୍ ଅଧୀନରେ, ‘‘MAHI (Manipal Hospitals Healthy India)’ ନାମରେ ଏକ ନୂଆ ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ଓ ୱେଲନେସ୍ ପ୍ଲାଟଫର୍ମ ଆରମ୍ଭ କରିଛି ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଲକ୍ଷ୍ୟଭିତ୍ତିକ ନେତୃତ୍ୱକୁ ପ୍ରଶଂସା

ଭୁବନେଶ୍ୱର, ତା- ୩୦.୧୨.୨୦୨୫ : ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଗାମୀ  ଡିସେମ୍ୱର ୩୧  ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ଦୀର୍ଘ ଦେଢ ବର୍ଷର ମୁଖ୍ୟ ଶାସନ ସଚିବ ସମୟର  କାର୍ଯ୍ୟାବଳୀ, ପୂର୍ବରୁ ପ୍ରଶାସନିକ ସେବାରେ ଭାରତ ସରକାରଙ୍କ ସମେତ