ଖବର ସଚିବସ୍ତରୀୟ ବୈଠକରେ ଜିଲ୍ଲା ମାନଙ୍କରେ ପାନୀୟ ଜଳ ପ୍ରକଳ୍ପ ଶୀଘ୍ର ସାରିବାକୁ ପରାମର୍ଶ Yuvasamay News Jan 15, 2026 In the secretarial meeting, the drinking water project in the districts was emphasizes to complete quickly
ଖବର ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ଆମ ବସ୍ ସେବା ସମ୍ପର୍କିତ ଗଠିତ ଊଚ୍ଚସ୍ତରୀୟ କମିଟି ବୈଠକ Yuvasamay News Jan 14, 2026 ଭୁବନେଶ୍ଵର, ୧୪/୧: ଆମ ବସ୍ ସେବା ସମ୍ପର୍କିତ ଗଠିତ ଊଚ୍ଚସ୍ତରୀୟ କମିଟି କ୍ରୁଟ୍ କାର୍ଯ୍ୟାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଭାରି ଯାନ ଚଳାଚଳ ଦ୍ଵାରା ସଡ଼କ ବ୍ୟବହାକାରୀଙ୍କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍!-->…
ଖବର କିଟରେ ଚେସ୍ ମହାକୁମ୍ଭ ଉଦଘାଟିତ Yuvasamay News Jan 14, 2026 ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଭୁବନେଶ୍ୱର : କିଟ୍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଉଦଘାଟିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍!-->!-->!-->!-->!-->…
ବାଣିଜ୍ୟ ରିଲାଏନ୍ସ ଫାଉଣ୍ଡେସନ୍ ଏବଂ ସେଣ୍ଟ୍ରାଲ୍ ସ୍କୋୟାର ଫାଉଣ୍ଡେସନ୍ ପକ୍ଷରୁ ଏଆଇ-ଆଧାରିତ ଶିକ୍ଷା ସଂସ୍କାର ଉପରେ… Yuvasamay News Jan 14, 2026 ମୁମ୍ବାଇ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଆନୁଷ୍ଠାନିକ ପ୍ରାକ୍-ସମିଟ୍ କାର୍ଯ୍ୟକ୍ରମର ଅଂଶ ଭାବରେ, ରିଲାଏନ୍ସ ଫାଉଣ୍ଡେସନ୍, ସେଣ୍ଟ୍ରାଲ୍ ସ୍କୋୟାର ଫାଉଣ୍ଡେସନ୍ ସହିତ ମିଳିତ ଭାବରେ, ନଭି ମୁମ୍ବାଇସ୍ଥିତ ଜିଓ ଇନଷ୍ଟିଚ୍ୟୁଟରେ ଶିକ୍ଷା କ୍ଷେତ୍ରରେ ଏଆଇ ଉପରେ ଏକ ଉଚ୍ଚସ୍ତରୀୟ!-->…
ଖବର ଓଡ଼ିଶାରେ ବକ୍ସାଇଟ୍ ସନ୍ଧାନ ଏବଂ ଅନୁସନ୍ଧାନ ପାଇଁ ସାଟେଲାଇଟ୍-ଆଧାରିତ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଆଇଆଇଟି… Yuvasamay News Jan 14, 2026 ଭୁବନେଶ୍ୱର, ୧୪ ଜାନୁଆରୀ ୨୦୨୬: ଚତୁର୍ଥ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଆନ୍ତର୍ଜାତୀୟ ସମ୍ମିଳନୀ ୨୦୨୬ରେ ଜର୍ଣ୍ଣାଲ ଅଫ୍ ଜିଓକେମିକାଲ୍ ଏକ୍ସପ୍ଲୋରେସନ୍ରେ ପ୍ରକାଶିତ ଓଡ଼ିଶାରେ ବକ୍ସାଇଟ୍ ପ୍ରୋସ୍ପେକ୍ଟିଂ ଏବଂ ଅନୁସନ୍ଧାନ ପାଇଁ ସାଟେଲାଇଟ୍-ଆଧାରିତ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ!-->…
ଖବର ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ Yuvasamay News Jan 13, 2026 ଭୁବନେଶ୍ୱର, ଜାନୁଆରୀ ୧୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ପ୍ରଥମ ସୋଆ ପୁଷ୍ପ ଉତ୍ସବ ଆୟୋଜିତ ହେବାକୁ ଯାଉଛି ।ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ ଓ ୨୦!-->!-->!-->…
ଖବର ରାଜଧାନୀରେ ଜମିବ ମକର ମାହୋଲ : ଶିଶିର ମେଳାରେ ଗୁଡ଼ି ଉତ୍ସବ Yuvasamay News Jan 13, 2026 • ୧୪ରେ ‘କାଇଟ ଶୋ’, ୧୫ରେ ଗୁଡ଼ି ଉଡ଼ା ପ୍ରତିଯୋଗିତା• ମକର ପର୍ବର ଖୁସି ଗାଁ-ଗାଁକୁ ପହଞ୍ଚିବ: ମନ୍ତ୍ରୀ ଶ୍ରୀ ନାଏକ• ‘ମିନି ଇଣ୍ଡିଆ ଫେୟାର’ରେ ସ୍ଥାନ ପାଇବ ଆସାମର ବିହୁ ଲୋକନୃତ୍ୟ ଭୁବନେଶ୍ୱର,୧୩/୦୧/୨୦୨୬: ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡ଼ାଇବାର ପୁରୁଣା ଲୋକପରମ୍ପରା,!-->!-->!-->…
ଖବର ବଡମାଲ ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ Yuvasamay News Jan 13, 2026 ଝାରସୁଗଡ଼ା:ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନାରେ ଦିଲୀପ ବେହେରା ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି।ସେ ପୂର୍ବରୁ ଲାଇକରା ଥାନାରେ ଆଇ ଆଇ ସି ଭାବେ ଅବସ୍ଥାପିତ ଥିଲେ।ବଡମାଲ ଥାନାଧିକାରୀ ରାଜେନ୍ଦ୍ର ଶିଆଳ ଡିଏସପି ପଦୋନ୍ନତି ପାଇ ସୁନ୍ଦରଗଡ ଜିଲ୍ଲାରେ ଯୋଗଦେଇଛନ୍ତି। ଝାରସୁଗୁଡ଼ାର!-->!-->!-->…
ଖବର ବିଶିଷ୍ଟ ଶିକ୍ଷାବିତ୍ ତଥା ସୋଆର ପ୍ରଫେସର ଏମିରିଟସ ଆର୍.ଏନ୍.ପି ଚୌଧରୀଙ୍କ ପରଲୋକ Yuvasamay News Jan 13, 2026 ଭୁବନେଶ୍ୱର, ଜାନୁଆରୀ ୧୨: ବିଶିଷ୍ଟ ଶିକ୍ଷାବିତ୍, ଗବେଷକ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଏମିରିଟସ୍ ଆର୍. ଏନ୍. ପି. ଚୌଧରୀଙ୍କ ରବିବାର ପରଲୋକ!-->!-->!-->…
ବାଣିଜ୍ୟ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଗୁଜୁରାଟରେ ରିଲାଏନ୍ସର ନିବେଶ ୩.୫ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୭ ଲକ୍ଷ କୋଟି… Yuvasamay News Jan 12, 2026 ରାଜକୋଟ (ଗୁଜରାଟ): ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୁଜରାଟ ପାଇଁ ଏକ ପ୍ରମୁଖ ପୁଞ୍ଜିନିବେଶ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ରାଜକୋଟରେ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ ଅବସରରେ!-->…