କୋଲ ଗ୍ୟାସିଫିକେସନ ଦ୍ୱାରା ଶକ୍ତି ସ୍ୱାବଲମ୍ବନ ଓ ପରିବେଶ ଅନୁକୂଳ ଇସ୍ପାତ ନିର୍ମାଣର ସାଜିଲା ମାର୍ଗଦର୍ଶକ
ନୂଆଦିଲ୍ଲୀ, ଏପ୍ରିଲ୍ ୬, ୨୦୨୬: ଜିନ୍ଦଲ ଷ୍ଟିଲ୍ ଉନ୍ନତ କୋଇଲା ଗ୍ୟାସିଫିକେସନ୍ ମାଧ୍ୟମରେ ସ୍ୱଦେଶୀ କୋଇଲା ବ୍ୟବହାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ଯାହା ଭାରତର ଶକ୍ତି ସୁରକ୍ଷାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିବା ସହିତ କମ୍-କାର୍ବନ ଇସ୍ପାତ ଉତ୍ପାଦନକୁ ସକ୍ଷମ କରିଛି । ବିଶ୍ୱର!-->…
